ବେନୋ ଜେଫିନ୍ ଏନ୍ ଏଲ୍
ଦେଖଣା
ବେନୋ ଜେଫିନ୍ ଏନ୍ ଏଲ୍ | |
---|---|
ଭାରତୀୟ ବିଦେଶ ସେବା | |
Assumed office ୨୦୧୪ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଚେନ୍ନାଇ | ୧୭ ଅପ୍ରେଲ ୧୯୯୦
ବୃତ୍ତି | କୂଟନୀତିଜ୍ଞ |
ବେନୋ ଜେଫିନ୍ ଏନ୍ ଏଲ୍ (ଜନ୍ମ ୧୭ ଅପ୍ରେଲ୍ ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ, ଯିଏ ପ୍ରଥମ ଶତ ପ୍ରତିଶତ ଅନ୍ଧ ଭାରତୀୟ ବୈଦେଶିକ ସେବା ଅଧିକାରୀ ।[୧]
ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ୍ଟ
[ସମ୍ପାଦନା]ବେନୋ ୧୭ ଅପ୍ରେଲ୍ ୧୯୯୦ରେ ଚେନ୍ନାଇରେ, ଲ୍ୟୁକ୍ ଆନ୍ଥୋନୀ ଚାର୍ଲ୍ସ ଓ ମ୍ୟାରି ପଦ୍ମଜାଙ୍କଠାରୁ ଜନ୍ମ ହୋଇଥିଲେ ।[୨] ଚେନ୍ନାଇରେ ଅନ୍ଧମାନଙ୍କ ପାଇଁ ଥିବା ଲିଟିଲ୍ ଫ୍ଲାୱାର୍ କନଭେଣ୍ଟ୍ ହାୟର୍ ସେକେଣ୍ଡାରୀରୁ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିନଥିଲେ । ଏହାପରେ ଷ୍ଟେଲା ମ୍ୟାରିସ୍ ମହାବିଦ୍ୟାଳୟ, ଚେନ୍ନାଇରୁ ସ୍ନାତ୍ତକ ଓ ଲୟଲା ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଗ୍ରହଣ କରିଥିଲେ ।[୩] ବେନୋ ପ୍ରଥମ ଶତ ପ୍ରତିଶତ ଅନ୍ଧ ଭାରତୀୟ ବୈଦେଶିକ ସେବା ଅଧିକାରୀ ।[୪][୫]
ଆଧାର
[ସମ୍ପାଦନା]- ↑ "Beno Zephine becomes first 100% blind officer in IFS - Times of India". The Times of India. Retrieved 2016-05-10.
- ↑ Kapoor, Sapan. "Blind, Bold And IFS: The Incredible Story of Beno Zaphine". News World India. Archived from the original on 2017-12-23. Retrieved 2016-05-10.
- ↑ "Blindness no hurdle for NL Beno Zephine who gets IFS posting". deccanchronicle.com/. Retrieved 2016-05-10.
- ↑ "Meet India's first blind IFS officer".
- ↑ "Government welcomes visually challenged IFS officer".
ବାହ୍ୟ ଆଧାର
[ସମ୍ପାଦନା]- "India's Inspiration: Meet Beno Zephine, First 100 Pct Blind IFS Officer".
- "Blindness no hurdle for NL Beno Zephine who gets IFS posting".
- "N.L. BENO ZEPHINE: GOING BEYOND IMAPIRED VISION". Archived from the original on 2016-12-20. Retrieved 2018-04-19.
- "Centre Felicitates First Visually Challenged Foreign Services Officer Beno Zephine".
- "IFS gets "hidden treasure" in Beno Zephine; 10 things to know about India's first visually challenged diplomat".
- "Beno Zephine Is India's First Blind IFS Officer".[permanent dead link]
- "Beno Zephine, First 100% Blind IFS Officer".
- "video".
- "25 year old Beno Zephine became the first 100 percent visually challenged IFS officer". Archived from the original on 2017-11-03. Retrieved 2018-04-19.
- "DNA: Chennai's Beno Zephine becomes first 100% blind officer in IFS".
- "Chennai: Beno Zephine Becomes First 100% Blind Officer In Indian Foreign Service".[permanent dead link]
- "An eye on success".