ହୀନା ଗ୍ୟାଭିଟ୍
ଦେଖଣା
ହୀନା ବିଜୟକୁମାର ଗ୍ୟାଭିଟ୍ | |
|---|---|
हीना गावित | |
| ଲୋକ ସଭା | |
| Assumed office ମଇ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ | |
| ପୂର୍ବ ଅଧିକାରୀ | ମାଣିକରାଓ ହୋଦଲ୍ୟା ଗ୍ୟାଭିଟ୍ |
| ନିର୍ବାଚନ ମଣ୍ଡଳୀ | ନାନ୍ଦରବାର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୮ ଜୁନ ୧୯୮୭ ନାନ୍ଦରବାର |
| ଜାତୀୟତା | |
| ରାଜନୀତିକ ଦଳ | ଭାରତୀୟ ଜନତା ଦଳ |
| ଘର | ଖୋଦାଇ ମାତା ରୋଡ, ନାନ୍ଦରବାର ମହାରାଷ୍ଟ୍ର |
| ଶିକ୍ଷାନୁଷ୍ଠାନ | ଏମ୍।.ବି.ବି.ଏସ୍ ଏମ୍.ଡି. ଜେନେରାଲ୍ ମେଡ଼ିସିନ୍ |
| ପେଷା | ଡାକ୍ତର, ରାଜନୀତିଜ୍ଞ |
| ୨୮ ଫେବୃଆରୀ, ୨୦୧୫ ସୁଦ୍ଧା | |
ଡଃ ହୀନା ଗ୍ୟାଭିଟ୍ ମହାରାଷ୍ଟ୍ରର ଜଣେ ଭାରତୀୟ ଜନତା ଦଳର ରାଜନୀତିଜ୍ଞ । ସେ ୧୬ତମ ଲୋକ ସଭାରେ ନନ୍ଦରବାର ଲୋକ ସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲେ ।
ପେଶାଗତ ଜୀବନ
[ସମ୍ପାଦନା]ଡଃ ବିଜୟକୁମାର ଗ୍ୟାଭିଟ୍ଙ୍କ ଝିଅ ଡଃ ହୀନା ଗ୍ୟାଭିଟ୍, ଭାରତୀୟ ଜନତା ଦଳର ବର୍ତ୍ତମାନ ଓ ଜାତୀୟ କଂଗ୍ରେସ୍ ଦଳର ପୁର୍ବତ୍ତନ ରାଜନୀତିଜ୍ଞ । ପେଶାରେ ସେ ଜଣେ ଡ଼ାକ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]୨୦୧୪ ଲୋକ ସଭା ନିର୍ବାଚନରେ ସେ ନଅ ଥର ଏମ୍ପି ଥିବା ମାଣିକରାଓ ହୋଦଲ୍ୟା ଗ୍ୟାଭିଟ୍ଙ୍କୁ ପରାସ୍ତ କରିଥିଲେ । ମାଣିକରାଓ ଭାରତୀୟ ଜାତୀୟ କଂଗ୍ରେସ୍ ତରଫରୁ ୧୯୬୭ ମସିହାରୁ ସେହି ଆସନ ଜିତି ଆସୁଥିଲେ । ହୀନାଙ୍କର ବିଜୟ ତୁଳନା ୧୦୬୯୦୫ ଭୋଟ୍ ଥିଲା ।[୨]
ରକ୍ଷା ଖାଡ୍ସେଙ୍କ ସହ ସେ ୧୬ତମ ଲୋକ ସଭାରେ ସର୍ବକନିଷ୍ଠ ଏମ୍ପି ଥିଲେ ।[୩]
ଆଧାର
[ସମ୍ପାଦନା]- ↑ "BJP fields NCP leader's daughter Heena Gavit in Congress bastion". The Times of India. 2014-03-21.
- ↑ "Constituency-wise results for Lok Sabha Elections 2014". Election Commission of India. Archived from the original on 17 ମଇ 2014. Retrieved 16 ମଇ 2014.
- ↑ "Youngest winners: Heena Gavit and Raksha Khadse". The Times of India. 2014-05-16.
ଶ୍ରେଣୀସମୂହ:
- ନାନ୍ଦରବାର ଜିଲ୍ଲାର ଲୋକ
- ମରାଠୀ ରାଜନୀତିଜ୍ଞ
- 16th Lok Sabha members
- Women in Maharashtra politics
- Indian women medical doctors
- 20th-century Indian scientists
- ଜୀବିତ ବ୍ୟକ୍ତି
- Lok Sabha members from Maharashtra
- Bharatiya Janata Party politicians from Maharashtra
- 20th-century Indian medical doctors
- 21st-century women politicians
- ୧୯୮୭ ଜନ୍ମ
- Medical doctors from Maharashtra
- ଉଇକିପ୍ରକଳ୍ପ ମହିଳା