ପ୍ରଫୁଲ୍ଲ କୁମାର ମହାନ୍ତି

ଉଇକିପିଡ଼ିଆ ରୁ
(Prafulla Kumar Mohanty ରୁ ଲେଉଟି ଆସିଛି)
Jump to navigation Jump to search
ପ୍ରଫୁଲ୍ଲ କୁମାର ମହାନ୍ତି
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରଫୁଲ୍ଲ କୁମାର ମହାନ୍ତି(ଜନ୍ମ : ୧୯୩୯) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ, ଅନୁବାଦ, ନାଟକ ଓ ଗଳ୍ପ ଆଦି ଲେଖିଥାନ୍ତି ।[୨] ତାଙ୍କର ପ୍ରାୟ ୧୪ଟି ପୁସ୍ତକ ପ୍ରକାଶ ପାଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୩] ୧୯୯୭ରେ ସ୍ୱେଚ୍ଛାକୃତ ଅବସରପରେ ସେ ସାମ୍ବାଦିକତା ମଧ୍ୟ କରିଥିଲେ ।

ରଚନବଳୀ[ସମ୍ପାଦନା]

ସମାଲୋଚନା[ସମ୍ପାଦନା]

  • ଶତାବ୍ଦୀର ଶେଷ ଅଙ୍କରେ ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା[୪]
  • ବିରହ ଓ ଅନ୍ୟ ବିଭବମାନେ
  • କିଛି ଆକାଶ କିଛି ମାଟି
  • ନିଦାଘରେ କବି
  • The Joys of poetry

ନାଟକ[ସମ୍ପାଦନା]

  • କଳା ଜହ୍ନ
  • ମଲା ଆକାଶ
  • ସରାଗ ସନ୍ୟାସୀ

ଗଳ୍ପ[ସମ୍ପାଦନା]

  • ଶେଷ ଅପେକ୍ଷା

ଅନୁବାଦ[ସମ୍ପାଦନା]

  • Wooden Horse(ମନୋରଞ୍ଜନ ଦାସଙ୍କ କାଠ ଘୋଡା ନାଟକର ଅନୁବାଦ)
  • Quite flows the Mahanadi(ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗଳ୍ପମାନଙ୍କର ଅନୁବାଦ)
  • End of Kichak(ଗଙ୍ଗାଧର ମେହେରଙ୍କ କିଚକ ବଦ୍ଧର ଅନୁବାଦ)
  • History of Kannada Literatureର ଓଡ଼ିଆ ଅନୁବାଦ

ପ୍ରବନ୍ଧ[ସମ୍ପାଦନା]

  • Religion, Democracy and Other Reflections

ଶିକ୍ଷା ସମ୍ବନ୍ଧୀୟ[ସମ୍ପାଦନା]

  • Festivals of Orissa
  • Communication Skill[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୪(ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ପାଇଁ)[୬]

ଆଧାର[ସମ୍ପାଦନା]

  1. Nava Kishor Das (2012). Odisha. Seagull Books. ISBN 978-81-7046-293-4.
  2. Pratibha India. A. Sitesh. 2005.
  3. https://www.telegraphindia.com/1140109/jsp/odisha/story_17765033.jsp
  4. http://www.thehindu.com/2004/12/23/stories/2004122304631200.htm
  5. http://magazines.odisha.gov.in/Orissareview/jan2005/englishPdf/Profulla_Mohanty.pdf
  6. Goa Akademi, Panaji (2008). Travel writing in India. Sahitya Akademi. ISBN 978-81-260-2598-5.