"ଗୁଣପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ଦର୍ଶନୀୟ ସ୍ଥାନ |
Hpsatapathy (ଆଲୋଚନା | ଅବଦାନ) ଟିକେ →ଦର୍ଶନୀୟ ସ୍ଥାନ |
||
୩୮ କ ଧାଡ଼ି: | ୩୮ କ ଧାଡ଼ି: | ||
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା |
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା |
||
* ବଡନାଳ ଡ୍ୟାମ |
* ବଡନାଳ ଡ୍ୟାମ |
||
* ଗୁଣପୁର ଜଗନ୍ନାଥ ମନ୍ଦିର ଏବଂ ନିକଟସ୍ଥ ପିକନିକ ଜାଗା |
|||
== ଆଧାର == |
== ଆଧାର == |
୦୯:୩୮, ୬ ଅକ୍ଟୋବର ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଗୁଣୁପୁର | |
— ସହର — | |
ଦିଗବାରେଣି | 19°05′N 83°49′E / 19.08°N 83.82°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ରାୟଗଡ଼ା |
ଲୋକସଂଖ୍ୟା | ୨୧,୧୯୬ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 83 metres (272 ft) |
ଗୁଣୁପୁର,ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (ସବ୍ ଡିଭିଜନ୍) ସଦର ମହକୁମା ଅଟେ ।
ଇତିହାସ
ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୂଣପୁରର ଉଚ୍ଚବିଦ୍ୟାଳୟଟି ଜିଲ୍ଲାର ସର୍ବପ୍ରଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ।
ଭୂଗୋଳ
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: 19.08°N , ଅ: 83.82°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା 83 ମିଟର(272 ft). ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ ଏକ ୯୦ କି:ମି:ର ବ୍ରଡଗେଜ ଲାଇନରେ ଗୂଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
ଦର୍ଶନୀୟ ସ୍ଥାନ
ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁ୍ରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
- ପୁଲିଗୁମିର ପିକନିକ ଜାଗା
- ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
- ବଡନାଳ ଡ୍ୟାମ
- ଗୁଣପୁର ଜଗନ୍ନାଥ ମନ୍ଦିର ଏବଂ ନିକଟସ୍ଥ ପିକନିକ ଜାଗା
ଆଧାର
ବାହାର ଲିଙ୍କ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |