ଚାଟିକଣା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚାଟିକଣା
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
125 m (410 ft)
Population
 (2011)
 • Total୨,୧୮୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ଚାଟିକଣା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନସ୍ଥଳୀ ।[୧][୨]

ଭୂଗୋଳ[ସମ୍ପାଦନା]

ଚାଟିକଣାର ଭୌଗୋଳିକ ଅବସ୍ଥାନ ହେଉଛି latd = 19.28, longd = 83.27 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା ୪୮ କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଚାଟିକଣାର ଜନସଂଖ୍ୟା ୨୧୮୩ । ସେଥିରୁ ପୁରୁଷ ୧୦୬୭ ଓ ମହିଳା ୧୧୧୬[୩] । ବିଷମକଟକର ରେଳ ଷ୍ଟେସନ ଚାଟିକଣା ଦେଇ ଯାଇଥିବାରୁ ଏଠାରେ ରେଳ ଯୋଗାଯୋଗ ରହିଛି ।

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଚାଟିକଣା ନିକଟରେ ଏକ ଛୋଟ ଜଳପ୍ରପାତ ଏବଂ ଶିବ ମନ୍ଦିର ( ଶ୍ରୀ ପାତାଳେଶ୍ୱର) ରହିଛି । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ ।[୪] ଏତଦ୍ ବ୍ୟତୀତ ଏଠାରେ ଡଙ୍ଗରିଆ କନ୍ଧ ସମାଜର ଚଳଣୀ ଉପରେ ଏକ ମ୍ୟୁଜିୟମ ରହିଛି ।

ଆଧାର[ସମ୍ପାଦନା]

  1. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  2. Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
  3. ୨୦୧୧ ଭାରତର ଜନଗଣନା
  4. "Rayagada". traveladda.com. Archived from the original on 4 April 2012. Retrieved 27 June 2015.

ବାହାର ତଥ୍ୟ[ସମ୍ପାଦନା]