କାଶିପୁର, ରାୟଗଡ଼ା
ଦେଖଣା
କାଶିପୁର | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Population (2011) | |
| • Total | ୧୧୮୦୯ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
କାଶିପୁର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଉତ୍କଳ ଆଲୁମିନାର ପ୍ରସ୍ତାବିତ କାରଖାନାକୁ ବିରୋଧପୂର୍ବକ ଏଠାରେ ୨୦୦୪ ଡେସେମ୍ବର ୧ରେ ହୋଇଥିବା ଗଣ ଆନ୍ଦୋଳନ ପାଇଁ ଏହା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା [୧][୨][୩] ।
ଭୂଗୋଳ
[ସମ୍ପାଦନା]କାଶିପୁରର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯.୨୨, longd = ୮୩.୦୮ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ପଶ୍ଚିମ ଦିଗକୁ ଏହା ୭୫ କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ କାଶିପୁରର ଜନସଂଖ୍ୟା ୧୧,୮୦୯[୪] । ଭାଲୁମସ୍କା ରେଳ ଷ୍ଟେସନ ଏହାର ନିକଟତମ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ । ରାୟଗଡ଼ା ଜିଲ୍ଲାର ତହସିଲମାନଙ୍କ ମଧ୍ୟରେ କାଶିପୁର ଅନ୍ୟତମ ।
ବିଶିଷ୍ଟ ବ୍ୟକ୍ତି
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ବଣ, ଜଙ୍ଗଲ ଏବଂ ଝରଣାରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |