ଗୁଡାରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୁଡାରି
ସହର
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
125 m (410 ft)
Population
 (2011)
 • Total୬,୯୩୧
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ଗୁଡାରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହି ସହର ରାୟଗଡ଼ା ଜିଲ୍ଲାର ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ପରିଗଣିତ ।

ଭୂଗୋଳ[ସମ୍ପାଦନା]

ଗୁଡାରିର ଭୌଗୋଳିକ ଅବସ୍ଥିତି ହେଉଛି 19°21′N 83°47′E / 19.35°N 83.78°E / 19.35; 83.78.[୧] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା 125 ମିଟର(410 ଫୁଟ) । ଏହାର ନିକଟତମ ରେଳ ଷ୍ଟେସନ ଗୁଣପୁର

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୬୯୩୧ । ତନ୍ମଧ୍ୟରୁ ପୁରୁଷ ୩୪୭୯ ଏବଂ ମହିଳା ହେଉଛନ୍ତି ୩୪୫୨ ।[୨]

ଇତିହାସ[ସମ୍ପାଦନା]

ପୂର୍ବେ ଖିମିଡି (ଖେମୁଣ୍ଡି) ରାଜ୍ୟର ରାଜଧାନୀ ଗୁଡାରି କଟକ (ଗୁଡାରି)ଠାରେ ଅବସ୍ଥିତ ଥିଲା ।[୩]

ପର୍ଯ୍ୟଟନ[ସମ୍ପାଦନା]

ଏହି ସହର ମାଁ ମାଣିକେଶ୍ୱରୀ ମନ୍ଦିର ପାଇଁ ଜଣାଶୁଣା । ସହରଠାରୁ ପ୍ରାୟ ୨୫ କି.ମି ଦୂରରେ ଅବସ୍ଥିତ ମୀନଝୋଲା ଏକ ପର୍ଯ୍ୟଟନସ୍ଥଳୀ ।

ଆଧାର[ସମ୍ପାଦନା]

  1. Falling Rain Genomics, Inc - Gudari
  2. "Gudari Population Census 2011". Retrieved 21 July 2015.
  3. Mohanty, Gopinath; et al. Cultural heritage of [Orissa], Volume 4. State Level Byasakabi Fakiramohan Smruti Samsada. p. 22.

ବାହାର ତଥ୍ୟ[ସମ୍ପାଦନା]