ବ୍ୟବହାରକାରୀଙ୍କ ଆଲୋଚନା:Hpsatapathy

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Hpsatapathy,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୦୨:୫୪, ୧୫ ଫେବୃଆରୀ ୨୦୧୪ (UTC)

Hpsatapathy ଆଜ୍ଞା, ଆପଣଙ୍କ ଏ ପ୍ରସଙ୍ଗରେ ଆଗ୍ରହ ଦେଖି ଖୁସି ଲାଗୁଛି । ଆହୁରି ଅଧିକ ତଥ୍ୟ ଯୋଡ଼ି ଏ ଲେଖା ଯୋଡ଼ିଏ । କିଛି ଅସୁବିଧା ହେଲେ ପଚାରିବେ ନିଶ୍ଚେ ।--ସୁଭାସିସ ପାଣିଗାହି କଥା ୧୭:୧୮, ୨୮ ସେପ୍ଟେମ୍ବର ୨୦୧୪ (UTC)

ଆଜ୍ଞା,ବହୁତ ଧନ୍ୟବାଦ । ସପ୍ତାହର ବଛା ଛବି ଦେଖି ଖୁସି ଲାଗୁଛି । ଓତିଆ ଲେଖିବାରେ ଅସୁବିଧା ଦୂର କରିବାରେ ଆପଣଙ୍କ ସହାୟତା ଦରକାର । Hpsatapathy (ମୋ ଆଲୋଚନା) ୦୨:୩୪, ୨୯ ସେପ୍ଟେମ୍ବର ୨୦୧୪ (UTC)

କି କି ଅସୁବିଧା ହେଉଛି କହନ୍ତୁ । ତେବେ ଲେଖାଲେଖି ଅଧିକ କଲେ ଧୀରେ ଧୀରେ ସେ ଅସୁବିଧା ଦୂର ହେବ ବୋଲି ମୋର ବ୍ୟକ୍ତିଗତ ଅନୁଭୂତି କ ହୁଛି । --ସୁଭାସିସ ପାଣିଗାହି କଥା ୦୫:୦୩, ୨୯ ସେପ୍ଟେମ୍ବର ୨୦୧୪ (UTC)

ପ୍ରଧାନପୃଷ୍ଠାରେ ଆପଣଙ୍କ ଛବି[ସମ୍ପାଦନା]

ପ୍ରିୟ ହରିହର ବାବୁ, ଉଇକିମିଡ଼ିଆ କମନ୍ସରେ ଆପଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିଥିବା ଛବିଟି ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଆ ଉଇକିପିଡ଼ିଆର ପ୍ରଧାନପୃଷ୍ଠାରେ ସପ୍ତାହର ବଛା ଛବି ଭାବେ ରଖାଯାଉଛି :) ଏହି ଅବସରରେ ଉଇକିମିଡ଼ିଆପ୍ରକଳ୍ପଗୁଡ଼ିକରେ ଆପଣଙ୍କ ଅବଦାନ ନିମନ୍ତେ ଧନ୍ୟବାଦ ଜଣାଇବା ସହ ପୁଣିଥରେ ସ୍ଵାଗତ ଜଣାଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୩୩, ୨୮ ସେପ୍ଟେମ୍ବର ୨୦୧୪ (UTC)

ଆଜ୍ଞା,ବହୁତ ଧନ୍ୟବାଦ । ସପ୍ତାହର ବଛା ଛବି ଦେଖି ଖୁସି ଲାଗୁଛି । ଓତିଆ ଲେଖିବାରେ ଅସୁବିଧା ଦୂର କରିବାରେ ଆପଣଙ୍କ ସହାୟତା ଦରକାର । ହରିହର Hpsatapathy (ମୋ ଆଲୋଚନା) ୦୨:୩୨, ୨୯ ସେପ୍ଟେମ୍ବର ୨୦୧୪ (UTC)

ପ୍ରିୟ Hpsatapathy ବାବୁ ଓଡ଼ିଆ ଲେଖିବାରେ କ'ଣ ଅସୁବିଧା ହେଉଛି, ଦୟାକରି ଜଣାନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୨, ୨୯ ସେପ୍ଟେମ୍ବର ୨୦୧୪ (UTC)

A cup of coffee for you![ସମ୍ପାଦନା]

ହରିହର ବାବୁ,

ଉଇକିପିଡିଆରେ ରାୟଗଡା ଜିଲ୍ଲା ବାବଦରେ ଆପଣଙ୍କ ଅବଦାନ ଦେଖି ବହୁତ ଖୁସି ଲାଗୁଛି । ଏଣୁ ଆପଣଙ୍କ ପାଇଁ କପେ କଫି । ଶିତିକଣ୍ଠ (ଆଲୋଚନା) ୦୬:୫୩, ୩ ଅକ୍ଟୋବର ୨୦୧୪ (UTC)

ଆଉ ଏକ କଥା ପଚାରିବା ପାଇଁ ଭୁଲିଗଲି, ଯୁକ୍ତାକ୍ଷର ଲେଖିବାରେ କିଛି ଅସୁବିଧା ହେଉଛି କି ? କାରଣ ଆପଣ ଅନେକ ସ୍ଥାନରେ 'ଂ ବ୍ୟବହାର କରିଛନ୍ତି । ଅବଶ୍ୟ ଏଥିରେ କିଛି ଅସୁବିଧା ନାହିଁ । :) --ଶିତିକଣ୍ଠ (ଆଲୋଚନା) ୦୬:୫୮, ୩ ଅକ୍ଟୋବର ୨୦୧୪ (UTC)

ଆଜ୍ଞା, ଧନ୍ୟବାଦ, ଆପଣଙ୍କ ପ୍ରେରଣା ମୋ ପାଇଁ ବହୁତ ମୂଲ୍ୟବାନ । Hpsatapathy (ମୋ ଆଲୋଚନା) ୧୧:୪୪, ୩ ଅକ୍ଟୋବର ୨୦୧୪ (UTC)

A barnstar for you![ସମ୍ପାଦନା]

The Editor's Barnstar
ପ୍ରିୟ ହରିହର ବାହୁ,

ଖୁବ କମ ଦିନରେ ଆପଣଙ୍କ ଅବଦାନ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆଗକୁ ମଧ୍ୟ ଏମିତି ଜାରି ରଖିବେ। ମୋ ତରଫରୁ ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୫୬, ୧୦ ଅକ୍ଟୋବର ୨୦୧୪ (UTC)

ବହୁତ ଧନ୍ୟବାଦ ମହାଶୟ । ଓଡିଆ ଉଇକି ଟାମ୍ପଲେଟ୍‌ସ୍ ବ୍ୟବହାର ବିଷୟରେ ଜାଣିବାକୁ ଚାହେଁ । Hpsatapathy (ମୋ ଆଲୋଚନା) ୦୭:୪୦, ୧୦ ଅକ୍ଟୋବର ୨୦୧୪ (UTC)


  • ହରିହର ବାବୁ, ଆପଣ କଣ ଗୁଣୁପୁରରେ ରହନ୍ତି କି ?--ଶିତିକଣ୍ଠ (ଆଲୋଚନା) ୧୪:୧୮, ୧୦ ଅକ୍ଟୋବର ୨୦୧୪ (UTC)
ଧନ୍ୟବାଦ ମହାଶୟ । ଗତ ଦୁଇ ବର୍ଷ ପାଇଁ ମୁଁ ଗୁଣୁପୁରରେ ରହୁଥିଲି, ବର୍ତ୍ତମାନ ରାୟଗଡ଼ାରେHpsatapathy (ମୋ ଆଲୋଚନା) ୦୩:୦୭, ୧୧ ଅକ୍ଟୋବର ୨୦୧୪ (UTC)
ମୁଁ ବି କିଛି ବର୍ଷ ଗୁଣୁପୁରରେ ଥିଲି । ଏଣୁ 'ଗୁଣୁପୁର' ବାବଦରେ ଆପଣଙ୍କ ଆଗ୍ରହ ଦେଖି ପଚାରିଲି । :)--ଶିତିକଣ୍ଠ (ଆଲୋଚନା) ୧୩:୦୧, ୧୫ ଅକ୍ଟୋବର ୨୦୧୪ (UTC)
ଧନ୍ୟବାଦ । ମୋ ପ୍ରଶ୍ନଟି ପ୍ରାସଙ୍ଗିକ ହୋଇ ନ ପାରେ । ତେବେ ଭାରି ଇଚ୍ଛା ହେଉଛି ପଚାରିବାପାଇଁ ଯେ, ଗୁଣୁପୂରରେ ଆପଣଙ୍କର ସ୍ନାତକ/ସ୍ନାତକୋତ୍ତର ଶିକ୍ଷା ସଂପନ୍ନ ହୋଇଛି କି ?--Hpsatapathy (ମୋ ଆଲୋଚନା) ୧୫:୦୯, ୧୫ ଅକ୍ଟୋବର ୨୦୧୪ (UTC)
ନାଁ ସାର କେବଳ +୨ ମୋର ଗୁଣୁପୁରରେ । ମୁଁ ଫେସବୁକରେ ଆପଣଙ୍କ ସହ ଯୋଗାଯୋଗ କରୁଛି ।--ଶିତିକଣ୍ଠ (ଆଲୋଚନା) ୧୭:୧୯, ୧୭ ଅକ୍ଟୋବର ୨୦୧୪ (UTC)

"Judgeship of Rayagada "ର ଓଡିଆ ଅନୁବାଦ କ'ଣ ?[ସମ୍ପାଦନା]

"Judgeship of Rayagada "ର ଓଡିଆ ଅନୁବାଦ କ'ଣ ? ଏହି ବାବଦରେ ଥିବା ଦ୍ଵନ୍ଦର ସମାଧାନ ନିମନ୍ତେ ଆଲୋଚନା ପୃଷ୍ଠାରେ ନିଜ ମତ ଲେଖନ୍ତୁ । Hpsatapathy (ମୋ ଆଲୋଚନା) ୧୨:୦୪, ୬ ନଭେମ୍ବର ୨୦୧୪ (UTC)

ରାୟଗଡ଼ା ପାଇଁ ଆପଣଙ୍କ ଅବଦାନ ନିମନ୍ତେ ଅଶେଷ ସାଧୁବାଦ[ସମ୍ପାଦନା]

ଥକିଯାଉନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଶତପଥୀ ବାବୁ, ସମାଜରେ ଗତକାଲି ଉମାଶଙ୍କର ଉପରେ ଯେଉଁ ଲେଖାଟି ବାହାରିଥିଲା ସେଥିରେ ଆପଣ ଆରମ୍ଭିଥିବା "ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ଲେଖାରେ ଆଉ କିଛି ଯୋଡ଼ିଦିଅନ୍ତେ ନାହିଁ? ଆପଣ ରାୟଗଡ଼ା ଉପରେ ଅନେକ ଲେଖା ଲେଖୁଥିବାରୁ ମୁଁ ଆପଣଙ୍କୁ ଏ ଲେଖାଟି ଏଇ ଲିଙ୍କରୁ ନେଇ ନୂଆ ଲେଖାଟିଏ ଆରମ୍ଭିଲେ ଭଲ ହୁଅନ୍ତା ।ସୁଭାସିସ ପାଣିଗାହି (ଆଳାପ) ୦୫:୫୪, ୯ ମାର୍ଚ୍ଚ ୨୦୧୫ (UTC)

ଉଇକିପିଡିଆ ରେ ଆପଣଙ୍କ ଲେଖା ଭାରି ଉନ୍ନତ ଧରଣର ଆପଣ ଯଦି ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ଭାଗ ନିଅନ୍ତେ ତାହାଲେ ଭଲ ଲାଗନ୍ତା ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୪:୨୩, ୧୦ ମାର୍ଚ୍ଚ ୨୦୧୫ (UTC)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

A barnstar for you![ସମ୍ପାଦନା]

The Original Barnstar
ରାୟଗଡା ଜିଲ୍ଲା, ବଂଶଧାରା ନଦୀ, ଗୁଣପୁର ହାଇସ୍କୁଲ ଆଉ ଗୁଡ଼ାରୀ ଭଳି ସୁନ୍ଦର ପ୍ରସଙ୍ଗ ତିଆରି କରିଥିବାରୁ ଅନେକ ଅନେକ ଧନ୍ୟବାଦ ଆଉ ମୋ ତରଫରୁ ଏହି କୁନି ଭେଟିଟିଏ । ଶିତିକଣ୍ଠ (ଆଲୋଚନା) ୧୮:୨୧, ୧୨ ଜୁନ ୨୦୧୫ (UTC)

Some masala mudhi for you![ସମ୍ପାଦନା]

ସହଯୋଗ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ Santosh.mbahrm (ମୋ ଆଲୋଚନା) ୧୫:୩୭, ୬ ଜୁଲାଇ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)

ଆଇନ ବ‌ହି ଉଇକିପାଠାଗାରରେ[ସମ୍ପାଦନା]

ହରିହର ବାବୁ, ମୋର ବ‌ହୁତ ଇଚ୍ଛା IPC ଓ crpc ଦୁଇଟି ଓଡ଼ିଆରେ ରହୁ । ଏହା କପିରାଇଟରେ ଅଛି କି ? ଆମେ ଲେଖିବାରେ ଅସୁବିଧା ହେବ କି । --Subas Chandra Rout (ମୋ ଆଲୋଚନା) ୧୮:୩୬, ୨୩ ଫେବୃଆରୀ ୨୦୧୬ (IST)[reply]

ବ‌ହି ଦୁଇଟି ଆପଣ ଯୋଗାଡ଼ କରିପାରିବେକି ? ଯୋଗାଡ଼ ହେଲେ ତାକୁ ସ୍କାନ କରି ଆମେ ଲେଖିଦିଅନ୍ତେ । ଆପଣଙ୍କ ପାଇଁ ତ ଅତି ସ‌ହଜ ହୁଅନ୍ତା । ଏହା ପ୍ରକୃତ ଜନ ସାଧାରଣଙ୍କ ନିମନ୍ତେ ଉପକାରୀ ହୁଅନ୍ତା ।--Subas Chandra Rout (ମୋ ଆଲୋଚନା) ୧୭:୪୩, ୨୪ ଫେବୃଆରୀ ୨୦୧୬ (IST)[reply]

ସାର୍, ଯଦି ଇଂରାଜୀ ବହି ସ୍କାନ୍ ହେବ, ମୋ ପାଖରେ ଅଛି । ଏ ବାବଦରେ ମୁଁ ସ୍କାନିଂଗ୍ ଆରମ୍ଭ କରିବି । Hpsatapathy (ମୋ ଆଲୋଚନା) ୧୯:୧୩, ୨୪ ଫେବୃଆରୀ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)

CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ।[ସମ୍ପାଦନା]

ନମସ୍କାର ହରିହର ସାର, ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007@gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।

  • ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
  • ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
  • କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
  • CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
  • ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
  • ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--

ଶୈଳେଶ (କିଛି ପଚାରିବେ?) ୨୦:୨୮, ୬ ମାର୍ଚ୍ଚ ୨୦୧୭ (IST)[reply]

A barnstar for you![ସମ୍ପାଦନା]

The Editor's Barnstar
ଆପଣଙ୍କର ଉଇକିପିଡ଼ିଆ ରେ ଏତେ ଭଲ ଅବଦାନ ପାଇଁ ମୋ ତରଫରୁ ଏ ଛୋଟ ଉପହାର ଟିଏ ଗ୍ରହଣ କରନ୍ତୁ ସାର ।
Aliva Sahoo (ମୋ ଆଲୋଚନା) ୦୮:୨୬, ୧ ଜୁଲାଇ ୨୦୧୭ (IST)[reply]

ସ୍ବାଗତମ ମହର୍ଗ Hpsatapathy! Can you make article in Oriya and English about Oriya movie Daha Balunga, which playedd Jackie Shroff [୧] and find poster? If you make this article, i will be grateful! Thank u! --89.110.6.207 ୧୮:୨୮, ୨୮ ଅଗଷ୍ଟ ୨୦୧୭ (IST)[reply]

ଗୋପାଳବଲ୍ଲଭ ପଟ୍ଟନାୟକ[ସମ୍ପାଦନା]

ଆଜ୍ଞା ନମସ୍କାର । ଆଶା ଭଲରେ ଥିବେ । ଗୋପାଳବଲ୍ଲଭ ପଟ୍ଟନାୟକ ପ୍ରସଙ୍ଗଟା ଟିକେ ଦେଖିବେ । ଇଂରାଜୀ ପ୍ରସଙ୍ଗରୁ ଅନୁବାଦ କରିକି ଲେଖିଛି । ଜଜମେଣ୍ଟ ଗୁଡିକ ଅନୁବାଦ କରି ପାରିଲି ନାହିଁ । ସମୟ ମିଳିଲେ ଯଦି ସେଗୁଡିକ ଆପଣ ଅନୁବାଦ କରିପାରନ୍ତେ, ଭଲ ହୁଅନ୍ତା । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୨୯, ୩୧ ଅଗଷ୍ଟ ୨୦୧୭ (IST)[reply]

ଧନ୍ୟବାଦ ଆଜ୍ଞା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୫୯, ୮ ସେପ୍ଟେମ୍ବର ୨୦୧୭ (IST)[reply]

A barnstar for you![ସମ୍ପାଦନା]

The Original Barnstar
ହରିହର ବାବୁ, ଆପଣ ସବୁବେଳେ ସୁନ୍ଦର ପ୍ରସଙ୍ଗମାନ ଲେଖି ଆମ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିଆସିଛନ୍ତି । ମତେ ବ୍ୟକ୍ତିଗତଭାବେ ଆପଣଙ୍କ ଲେଖାଗୁଡ଼ିକ ପୂର୍ଣ୍ଣାଙ୍ଗ ଓ ଜ୍ଞାନବର୍ଦ୍ଧକ ଲାଗେ । ଲେଖିଚାଲନ୍ତୁ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୧, ୨୩ ଅପ୍ରେଲ ୨୦୧୮ (IST)[reply]

Hpsatapathy Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୨୬, ୨୩ ଜୁନ ୨୦୧୮ (IST)[reply]

Hpsatapathy Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୨୪, ୨୪ ଜୁନ ୨୦୧୮ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]



ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ହରିହର ସାର,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)[reply]

୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହେବା ଖୁସିରେ ପାନ ପଠେଇଲି[ସମ୍ପାଦନା]

ହରି ସାର,

ଉଇକିପିଡିଆରେ ଆପଣଙ୍କର ୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହୋଇଥିବାରୁ ଅଶେଷ ସାଧୁବାଦ ଆଉ ଖୁସିରେ ଦୁଇଖଣ୍ଡ ମିଠାପନ ପଠାଇଲି ।--ଗପୁ (ମୋ ଆଲୋଚନା) ୦୫:୪୬, ୨୯ ନଭେମ୍ବର ୨୦୧୮ (IST)[reply]

ଧନ୍ୟବାଦ[ସମ୍ପାଦନା]

ହରି ସାର, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଦୁଇଟି ନୂତନ ପୃଷ୍ଠା ତିଆରି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୫, ୧ ଡିସେମ୍ବର ୨୦୧୮ (IST)[reply]

A barnstar for you![ସମ୍ପାଦନା]

The Original Barnstar
ଧନ୍ୟବାଦ ସାର Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୪, ୧୮ ଡିସେମ୍ବର ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଧନ୍ୟବାଦ[ସମ୍ପାଦନା]

The India Barnstar
୨୦୧୯ ନିର୍ବାଚନ ସମୟରେ ୧୭ଶ ଲୋକ ସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ପୃଷ୍ଠାଟି ଗଠନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । -ସୌମେନ୍ଦ୍ର (ମୋ ଆଲୋଚନା) ୨୦:୦୧, ୫ ଜୁନ ୨୦୧୯ (IST) [reply]

Project Tiger 2.0[ସମ୍ପାଦନା]

Sorry for writing this message in English - feel free to help us translating it

ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)[reply]

ଧନ୍ୟବାଦ[ସମ୍ପାଦନା]

ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଆପଣଙ୍କ ସମୟ ପାଇଁJnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୦୧, ୨୯ ଅପ୍ରେଲ ୨୦୨୦ (IST)[reply]

Project Tiger 2.0 - Feedback from writing contest participants (editors) and Hardware support recipients[ସମ୍ପାଦନା]

tiger face
tiger face

Dear Wikimedians,

We hope this message finds you well.

We sincerely thank you for your participation in Project Tiger 2.0 and we want to inform you that almost all the processes such as prize distribution etc related to the contest have been completed now. As we indicated earlier, because of the ongoing pandemic, we were unsure and currently cannot conduct the on-ground community Project Tiger workshop.

We are at the last phase of this Project Tiger 2.0 and as a part of the online community consultation, we request you to spend some time to share your valuable feedback on the Project Tiger 2.0 writing contest.

Please fill this form to share your feedback, suggestions or concerns so that we can improve the program further.

Note: If you want to answer any of the descriptive questions in your native language, please feel free to do so.

Thank you. MediaWiki message delivery (ମୋ ଆଲୋଚନା) ୧୩:୩୫, ୧୧ ଜୁନ ୨୦୨୦ (IST)[reply]

We sent you an e-mail[ସମ୍ପାଦନା]

Hello Hpsatapathy,

Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.

You can see my explanation here.

MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)[reply]

A barnstar for you![ସମ୍ପାଦନା]

The Special Barnstar
ଆପଣଙ୍କର ଉଇକିପିଡ଼ିଆ ପ୍ରତି ଅବଦାନ ନିମନ୍ତେ ଗୋଟିଏ ଛୋଟ ଉପଢୌକନ ପ୍ରଦାନ କରୁଛି । ସୌମେନ୍ଦ୍ର (ମୋ ଆଲୋଚନା) ୧୨:୪୦, ୧୬ ଅକ୍ଟୋବର ୨୦୨୦ (IST)[reply]

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

Wikipedia Asian Month 2020 Postcard[ସମ୍ପାଦନା]

Wikipedia Asian Month 2020
Wikipedia Asian Month 2020

Dear Participants, Jury members and Organizers,

Congratulations!

It's Wikipedia Asian Month's honor to have you all participated in Wikipedia Asian Month 2020, the sixth Wikipedia Asian Month. Your achievements were fabulous, and all the articles you created make the world can know more about Asia in different languages! Here we, the Wikipedia Asian Month International team, would like to say thank you for your contribution also cheer for you that you are eligible for the postcard of Wikipedia Asian Month 2020. Please kindly fill the form, let the postcard can send to you asap!

  • This form will be closed at February 15.
  • For tracking the progress of postcard delivery, please check this page.

Cheers!

Thank you and best regards,

Wikipedia Asian Month International Team, 2021.01

Wikipedia Asian Month 2020 Postcard[ସମ୍ପାଦନା]

Wikipedia Asian Month 2020
Wikipedia Asian Month 2020

Dear Participants and Organizers,

Kindly remind you that we only collect the information for Wikipedia Asian Month postcard 15/02/2021 UTC 23:59. If you haven't filled the Google form, please fill it asap. If you already completed the form, please stay tun, wait for the postcard and tracking emails.

Cheers!

Thank you and best regards,

Wikipedia Asian Month International Team, 2021.01

Wikimedia Wikimeet India 2021 Program Schedule: You are invited 🙏[ସମ୍ପାଦନା]

Hello Hpsatapathy,

Hope this message finds you well. Wikimedia Wikimeet India 2021 will take place from 19 to 21 February 2021 (Friday to Sunday). Here is some quick important information:

  • A tentative schedule of the program is published and you may see it here. There are sessions on different topics such as Wikimedia Strategy, Growth, Technical, etc. You might be interested to have a look at the schedule.
  • The program will take place on Zoom and the sessions will be recorded.
  • If you have not registered as a participant yet, please register yourself to get an invitation, The last date to register is 16 February 2021.
  • Kindly share this information with your friends who might like to attend the sessions.

Schedule : Wikimeet program schedule. Please register here.

Thanks
On behalf of Wikimedia Wikimeet India 2021 Team

[Wikimedia Foundation elections 2021] Candidates meet with South Asia + ESEAP communities[ସମ୍ପାଦନା]

Hello,

As you may already know, the 2021 Wikimedia Foundation Board of Trustees elections are from 4 August 2021 to 17 August 2021. Members of the Wikimedia community have the opportunity to elect four candidates to a three-year term. After a three-week-long Call for Candidates, there are 20 candidates for the 2021 election.

An event for community members to know and interact with the candidates is being organized. During the event, the candidates will briefly introduce themselves and then answer questions from community members. The event details are as follows:

  • Bangladesh: 4:30 pm to 7:00 pm
  • India & Sri Lanka: 4:00 pm to 6:30 pm
  • Nepal: 4:15 pm to 6:45 pm
  • Pakistan & Maldives: 3:30 pm to 6:00 pm
  • Live interpretation is being provided in Hindi.
  • Please register using this form

For more details, please visit the event page at Wikimedia Foundation elections/2021/Meetings/South Asia + ESEAP.

Hope that you are able to join us, KCVelaga (WMF), ୧୨:୦୪, ୨୩ ଜୁଲାଇ ୨୦୨୧ (IST)[reply]

ସ୍ତ୍ରୀଧନ ପ୍ରସଙ୍ଗ ବାବଦରେ[ସମ୍ପାଦନା]

ଆଦରର @Hpsatapathy: ବାବୁ, ଉଇକିପିଡ଼ିଆ ଏକ ଜ୍ଞାନକୋଷ ହୋଇଥିବାରୁ କେବଳ ତଥ୍ୟଭିତ୍ତିକ ପ୍ରସଙ୍ଗ ରହିପାରିବ ଓ ଅଣ ତଥ୍ୟଭିତ୍ତିକ ଅଂଶ ଅଜାଣତରେ କେହି ଲେଖିଲେ ତାହା ସଙ୍ଗେସଙ୍ଗେ କାଢ଼ିଦିଆଯିବ । କଣ ରହିପାରିବ ଓ କଣ ରହିପାରିବ ନାହିଁ ତାହା ଇଂରାଜୀ ଉଇକିପିଡ଼ିଆରେ ଖୁବ ବିଶଦ ଭାବେ ଉଲ୍ଲିଖିତ ଓ ଓଡ଼ିଆରେ ସଂକ୍ଷେପରେ ଏହି ଲିଙ୍କରେ ରହିଛି । ଆପଣ ନିକଟରେ ଆରମ୍ଭ କରିଥିବା ସ୍ତ୍ରୀଧନ ପ୍ରସଙ୍ଗ ଏକ ଆଇନଗତ ପ୍ରସଙ୍ଗ । ପ୍ରସଙ୍ଗରେ ଆଇନରେ ଥିବା ବ୍ୟବସ୍ଥା ହେଉଛି ମୁଖ୍ୟ ଭାଗ । ତେବେ ସେଥିରେ "ବୈଦିକ ମତେ" ନାମକ ଏକ ବିଭାଗ ମଧ୍ୟ ଥିଲା ଓ ତହିଁରେ ବିଭିନ୍ନ ପୁରାଣରେ ଥିବା ଶ୍ଳୋକ ଉକ୍ତିଭାବେ ଦିଆଯାଇଥିଲା । ମୋ ମତରେ ସେଗୁଡ଼ିକ ଉଇକିପିଡ଼ିଆରେ ରହିବାଯୋଗ୍ୟ ନୁହେଁ କାରଣ ସେସବୁ ତଥ୍ୟ ନୁହେଁ । ପ୍ରଥମେ ସେ ବିଭାଗଟି ଆଂଶିକ ଭାବେ ରଖିବାକୁ ଚେଷ୍ଟାକରି ବିଫଳ ହେଲି କାରଣ ଆଧାରଗୁଡ଼ିକ କେବଳ କେଉଁ ପୁରାଣରେ କଣ ଅଛି ତାହା ଆବଶ୍ୟକତା ନ ଥାଇ ମଧ୍ୟ ଏକ ବିଶେଷ ବିଭାଗ ମଧ୍ୟରେ ଉଲ୍ଲେଖ ହୋଇଥିଲା । ପ୍ରସଙ୍ଗରେ ଏବେ ଥିବା ତଥ୍ୟର ପ୍ରସାରଣ ବରଂ ପ୍ରସଙ୍ଗଟିକୁ ଅଧିକ ତଥ୍ୟଭିତ୍ତିକ କରିପାରିବ । କିନ୍ତୁ ପୁରାଣଶାସ୍ତ୍ର ଉକ୍ତିକୁ ଯଥାରୀତି ରଖାଯାଇପାରିବ ନାହିଁ । ଉଇକିପିଡ଼ିଆ କେବଳ ଏକ ଜ୍ଞାନକୋଷ । ଧାର୍ମିକ ଆଚାରସଂହିତା ନୁହେଁ ବା କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପୁରାଣ-ସାହିତ୍ୟ ଆଦିର ପରିପ୍ରକାଶ ମଧ୍ୟ ନୁହେଁ । ଆଲୋଚିତ ବିଭାଗଟି ଉଇକିପିଡ଼ିଆର ତଥ୍ୟଗତ ନିରପେକ୍ଷତାର ଉଲ୍ଲଂଘନ ଓ ଏଣୁ ସମ୍ପୂର୍ଣ୍ଣ ଭାବେ କାଟିବାକୁ ପଡ଼ିଲା । --ସୁଭ (ଆଳାପ) ୧୧:୫୫, ୨୦ ଅଗଷ୍ଟ ୨୦୨୧ (IST)[reply]

ସମ୍ମାନୀୟ @Psubhashish ବାବୁ,
ପ୍ରଥମତଃ ମୁଁ ଖୁସି ଯେ ଆପଣ ସ୍ତ୍ରୀଧନ ପ୍ରସଂଗଟିକୁ ପଢିଛନ୍ତି ଏବଂ ସଜାଡ଼ିବାକୁ ଚେଷ୍ଟା କରିଛନ୍ତି । ତେବେ ଏ ପ୍ରସଙ୍ଗରେ ଗୋଟିଏ କଥାରେ ମୁଁ ସହମତ ହୋଇପାରୁନି । ହିନ୍ଦୁ ଆଇନ ସଂପର୍କରେ ଯେତେସବୁ ବହି ମୁଁ ଅଧ୍ୟୟନ କରିଛି (ଆମ ଅଦାଅଲତରେ ପଢିବାର ସୂଯୋଗ ପାଇଛି) ସେଥିରେ ସ୍ପଷ୍ଟ ଅଛି ଯେ ଆମ ହିନ୍ଦୁ ଆଇନର ଉତ୍ସ ବୈଦିକ ମନୁ ସ୍ମୃତି ତଥା ବେଦ ବେଦାନ୍ତ ସହିତ ଜଡ଼ିତ । ଏକଥା "Hindu Jurisprudence" ରେ ସ୍ପଷ୍ଟ କରାଯାଇଛି । ସ୍ତ୍ରୀଧନ ବିଷୟଟି ହିନ୍ଦୁ ବିବାହ ସଂପର୍କିତ ଆଇନରେ ମଧ୍ୟ ଏକଥାକୁ ସମର୍ଥନ କରେ । ଏପରି ସ୍ଥଳେ ଶ୍ଳୋକ ଇତ୍ୟାଦି ରହିବା ନିହାତି ଯୁକ୍ତିଯୁକ୍ତ ଏବଂ ତଥ୍ୟ ଭିତ୍ତିକ । ଏହାର ଆଧାର ତଥା ପ୍ରମାଣ ଆପଣଙ୍କୁ ଦେଖାଇବା ଦରକାର ହେବନି, କାରଣ ଆପଣ ଚାହିଁଲେ ଏସବୁ ତଥ୍ୟ/ ଆଧାର ମଧ୍ୟ ପାଇପାରିବେ [୧]। ତେବେ ଏତିକି କହିପାରିବି ଯେ ପ୍ରସଙ୍ଗଟିରେ ଅଧିକ ଆଧାର ରହିବା ଆବଶ୍ୟକତା ଥିଲା । ଏହା ଆଲୋଚନାରେ ସଜଡ଼ା ଯାଇପାରିଥାନ୍ତା । ମୁଁ ବି ଚାହେଁ ଓଡ଼ିଆ ଉଇକିପିଡ଼ିଆରେ କେବଳ ତଥ୍ୟଭିତ୍ତିକ ପ୍ରସଙ୍ଗ ରହୁ । ତେବେ ମୋର ମତାମତ ଜଣାଇଦେବା ଉଚିତ ମନେ କଲି ।Hpsatapathy (ମୋ ଆଲୋଚନା) ୧୧:୦୯, ୨୨ ଅଗଷ୍ଟ ୨୦୨୧ (IST)[reply]
@Hpsatapathy: ବାବୁ, ମୁଁ ଆପଣଙ୍କ ଲିଖିତ ଲେଖାଗୁଡ଼ିକ ଅବଶ୍ୟ ପଢ଼େ । ସବୁ ନହେଲେ ବି କିଛି । ଓଡ଼ିଆରେ ଭଲ ଲେଖା କମ ଆଉ ଇଣ୍ଟରନେଟରେ ଆହୁରି କମ ଅଛି । ତେବେ ମୁଁ ଓକିଲ ନୁହେଁ କିମ୍ବା ଆଇନଗତ ଅଭିଜ୍ଞତା ମୋର ନାହିଁ । ଆପଣ ସେ ବିଭାଗରେ ଅଭିଜ୍ଞ ଆଉ ମୋର ସେଥିରେ କୌଣସି ଦ୍ୱିମତି ନାହିଁ । ମୁଁ କେବଳ ଉଇକିପିଡ଼ିଆ ନିୟମାବଳୀ ଆଧାରରେ ଲେଖିଥିଲି । ମୋର ଯୁକ୍ତି ଏବେବି ବଳବତ୍ତର । ପ୍ରସଙ୍ଗଟି ଆଇନଗତ ଏଣୁ ସେଥିରେ ତଥ୍ୟ କେବଳ ସେ ଆଇନ ବାବଦରେ ରହିବ । କୌଣସି ପୁରାଣ ବା ଅନ୍ୟାନ୍ୟ ସାହିତ୍ୟରେ କଣ ଉଲ୍ଲେଖ ରହିଛି ତାହା ଏ ପ୍ରସଙ୍ଗରେ ଗୌଣ । ସେଭଳି ସୂଚନା ସମ୍ୟକେ ଦିଆଯାଇପାରେ । ହେଲେ ଦେଉଳକୁ ମୁଖଶାଳା ବଳିଯିବନି ।--ସୁଭ (ଆଳାପ) ୧୧:୨୩, ୨୨ ଅଗଷ୍ଟ ୨୦୨୧ (IST)[reply]


WLWSA-2021 Newsletter #6 (Request to provide information)[ସମ୍ପାଦନା]

Wiki Loves Women South Asia 2021
September 1 - September 30, 2021 view details!

Thank you for participating in the Wiki Loves Women South Asia 2021 contest. Please fill out this form and help us to complete the next steps including awarding prizes and certificates.

If you have any questions, feel free to reach out the organizing team via emailing @here or discuss on the Meta-wiki talk page

Regards,
Wiki Loves Women Team
୧୨:୪୭, ୧୭ ନଭେମ୍ବର ୨୦୨୧ (IST)

ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ବାର୍ଣ୍ଣଷ୍ଟାର[ସମ୍ପାଦନା]

Barnstar

ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ବାର୍ଣ୍ଣଷ୍ଟାର
ନମସ୍କାର ଆଜ୍ଞା ! ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନାରେ ଅଂଶଗ୍ରହଣ କରିଥିବାରୁ ସାଧୁବାଦ । ଆପଣଙ୍କର ପ୍ରତ୍ୟେକ ପ୍ରସଙ୍ଗର ମୂଲ୍ୟ ଅନେକ । ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଏହି ବାର୍ଣ୍ଣଷ୍ଟାର ପ୍ରଦାନ କରିବା ସହିତ ଭବିଷ୍ୟତରେ ଏହିଭଳି ଯୋଗଦାନର ଆଶା କରୁଛୁ ।

ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ
ଇତି,
ଗପୁ
ଆୟୋଜକ, ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା,
ଓଡ଼ିଆ ଉଇକିପଡ଼ିଆ

ବହୁତ ଧନ୍ୟବାଦ ଗପୁ ସାର ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୦୧, ୨୭ ଡିସେମ୍ବର ୨୦୨୧ (IST)[reply]

WikiConference India 2023: Program submissions and Scholarships form are now open[ସମ୍ପାଦନା]

Dear Wikimedian,

We are really glad to inform you that WikiConference India 2023 has been successfully funded and it will take place from 3 to 5 March 2023. The theme of the conference will be Strengthening the Bonds.

We also have exciting updates about the Program and Scholarships.

The applications for scholarships and program submissions are already open! You can find the form for scholarship here and for program you can go here.

For more information and regular updates please visit the Conference Meta page. If you have something in mind you can write on talk page.

‘‘‘Note’’’: Scholarship form and the Program submissions will be open from 11 November 2022, 00:00 IST and the last date to submit is 27 November 2022, 23:59 IST.

Regards

MediaWiki message delivery (ମୋ ଆଲୋଚନା) ୧୬:୫୫, ୧୬ ନଭେମ୍ବର ୨୦୨୨ (IST)[reply]

(on behalf of the WCI Organizing Committee)

WikiConference India 2023: Help us organize![ସମ୍ପାଦନା]

Dear Wikimedian,

You may already know that the third iteration of WikiConference India is happening in March 2023. We have recently opened scholarship applications and session submissions for the program. As it is a huge conference, we will definitely need help with organizing. As you have been significantly involved in contributing to Wikimedia projects related to Indic languages, we wanted to reach out to you and see if you are interested in helping us. We have different teams that might interest you, such as communications, scholarships, programs, event management etc.

If you are interested, please fill in this form. Let us know if you have any questions on the event talk page. Thank you MediaWiki message delivery (ମୋ ଆଲୋଚନା) ୨୦:୫୧, ୧୮ ନଭେମ୍ବର ୨୦୨୨ (IST)[reply]

(on behalf of the WCI Organizing Committee)

WikiConference India 2023: Open Community Call and Extension of program and scholarship submissions deadline[ସମ୍ପାଦନା]

Dear Wikimedian,

Thank you for supporting Wiki Conference India 2023. We are humbled by the number of applications we have received and hope to learn more about the work that you all have been doing to take the movement forward. In order to offer flexibility, we have recently extended our deadline for the Program and Scholarships submission- you can find all the details on our Meta Page.

COT is working hard to ensure we bring together a conference that is truly meaningful and impactful for our movement and one that brings us all together. With an intent to be inclusive and transparent in our process, we are committed to organizing community sessions at regular intervals for sharing updates and to offer an opportunity to the community for engagement and review. Following the same, we are hosting the first Open Community Call on the 3rd of December, 2022. We wish to use this space to discuss the progress and answer any questions, concerns or clarifications, about the conference and the Program/Scholarships.

Please add the following to your respective calendars and we look forward to seeing you on the call

Furthermore, we are pleased to share the email id of the conference contact@wikiconferenceindia.org which is where you could share any thoughts, inputs, suggestions, or questions and someone from the COT will reach out to you. Alternatively, leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୨୧:୫୧, ୨ ଡିସେମ୍ବର ୨୦୨୨ (IST)[reply]

On Behalf of, WCI 2023 Core organizing team.

WikiConference India 2023:WCI2023 Open Community call on 18 December 2022[ସମ୍ପାଦନା]

Dear Wikimedian,

As you may know, we are hosting regular calls with the communities for WikiConference India 2023. This message is for the second Open Community Call which is scheduled on the 18th of December, 2022 (Today) from 7:00 to 8:00 pm to answer any questions, concerns, or clarifications, take inputs from the communities, and give a few updates related to the conference from our end. Please add the following to your respective calendars and we look forward to seeing you on the call.

Furthermore, we are pleased to share the telegram group created for the community members who are interested to be a part of WikiConference India 2023 and share any thoughts, inputs, suggestions, or questions. Link to join the telegram group: https://t.me/+X9RLByiOxpAyNDZl. Alternatively, you can also leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୧୩:୪୧, ୧୮ ଡିସେମ୍ବର ୨୦୨୨ (IST)[reply]

On Behalf of, WCI 2023 Organizing team

ରଥଯାତ୍ରା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ ଆୟୋଜିତ ହୋଇଥିବା ରଥଯାତ୍ରା ଗଣସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା । - ଗପୁ (ମୋ ଆଲୋଚନା) ୨୦:୨୯, ୧୧ ଅଗଷ୍ଟ ୨୦୨୩ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୨୩ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୩ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିବା ଭଳି ଭବିଷ୍ୟତର ଗଣ-ସମ୍ପାଦନା ସବୁରେ ଆପଣଙ୍କର ଏମିତି ସହଯୋଗ କାମନା କରୁଛୁ । - ଗପୁ (ମୋ ଆଲୋଚନା) ୧୯:୪୮, ୧୭ ଅଗଷ୍ଟ ୨୦୨୩ (IST)[reply]

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)


⚠️ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପ୍ରସଙ୍ଗରେ ଜାତି-ଭିତ୍ତିକ ଉଚ୍ଚନୀଚ ଭେଦଭାବ[ସମ୍ପାଦନା]

ଅତି ଦୁଃଖର ସହ ଲେଖିବାକୁ ପଡ଼ୁଚି ଯେ ଜଣେ ବିଚାରପତିଙ୍କ ଉପରେ ଥିବା ପ୍ରସଙ୍ଗ, ଯାହାଙ୍କ କାମ ଜାତି-ଧର୍ମ-ଲିଙ୍ଗଗତ ବିଭେଦରୁ ଉପରକୁ ଯାଇ ଆଇନ ଓ ନ୍ୟାୟ ବିଚାର କରିବା, ତାଙ୍କ ଉପରେ ଥିବା ପ୍ରସଙ୍ଗରେ "ସମ୍ମାନଜନକ ବ୍ରାହ୍ମଣ" ପରିବାର ବୋଲି ଉଲ୍ଲେଖ କରିଛନ୍ତି । ଏଭଳି ଜାତିଭିତ୍ତିକ ଉଚ୍ଚନୀଚ ଭେଦଭାବ ଦୁଃଖଦାୟକ, ଅନାବଶ୍ୟକ ଓ ଉଇକିପିଡ଼ିଆର ତଥ୍ୟଗତ ଲିଖନଶୈଳୀ ବହିର୍ଭୁତ । ଜଣେ ପରିଚାଳକ ଭାବେ ଏଇଟା ମୋର ଆପଣଙ୍କୁ ଅନୁରୋଧ ଓ ଚେତାବନୀ ଏଭଳି ଭେଦଭାବପୂର୍ଣ୍ଣ ବିଷୟ ନ ଲେଖିବା ପାଇଁ । Psubhashish (ମୋ ଆଲୋଚନା) ୧୭:୫୨, ୧୨ ଅକ୍ଟୋବର ୨୦୨୩ (IST)[reply]

ଏକା ଆଲୋଚନାକୁ ଭିନ୍ନ ଭିନ୍ନ ଜାଗାରେ ନ କରି ଗୋଟେ ଜାଗାରେ କରିବା ପାଇଁ ମୋ ଆଲୋଚନା ପୃଷ୍ଠାରେ ଲେଖିଥିବା ଦୁଇ ଅଲଗା ଅଲଗା ଆଲୋଚନାକୁ ଏଠିକି ତଳେ ଘୁଞ୍ଚାଇଦେଉଛି ଓ ଏକଥା ମଧ୍ୟ ଦମ୍ଭର ସହ ଉଲ୍ଲେଖ କରୁଛି ଯେ ମୁଁ ସମ୍ମାନ ସହକାରେ ଜଣେ ପ୍ରଥମତଃ ଜଣେ ସହ-ଉଇକିଆଳି ଭାବେ ଓ ଦ୍ୱିତୀୟତଃ ଜଣେ ଉଇକିପିଡ଼ିଆ ପରିଚାଳକ ଭାବେ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି ଜାତି-ଭିତ୍ତିକ ଉଚ୍ଚନୀଚକାରକ ଶବ୍ଦର ବ୍ୟବହାର ଉଇକିମିଡ଼ିଆ ନିୟମାବଳୀ ବହିର୍ଭୂତ ହୋଇଥିବାରୁ ଉଲ୍ଲେଖ କରିଛି, ଏବଂ ଉଲ୍ଲେଖ କରିବା ବେଳେ କୌଣସି ପ୍ରକାର ଅସମ୍ମାନ ଦେଖାଇ ନାହିଁ ବୋଲି ଏଠାରେ ଆଉଥରେ ଉଲ୍ଲେଖ କରୁଛି । --Psubhashish (ମୋ ଆଲୋଚନା) ୦୩:୫୦, ୧୪ ଅକ୍ଟୋବର ୨୦୨୩ (IST)[reply]

B R Sadangi[ସମ୍ପାଦନା]

The word crept into the as it was a translation of English version. If the word is not suitable, it can be edited. You are not supposed to pass such rude comments without knowing my reply Hpsatapathy (ମୋ ଆଲୋଚନା) ୧୯:୨୯, ୧୨ ଅକ୍ଟୋବର ୨୦୨୩ (IST)[reply]

B R Sadangi[ସମ୍ପାଦନା]

In the article Akhandananda the word "respectable bramhin family" is available. Is is discriminatory? Hpsatapathy (ମୋ ଆଲୋଚନା) ୧୯:୫୭, ୧୨ ଅକ୍ଟୋବର ୨୦୨୩ (IST)[reply]

Any and all forms of discriminations must be edited out by Wikipedians. Wikipedia articles are created by humans who have inherent biases. One must identify, edit and correct such mistakes. I thought a seasoned editor like yourself would already know rather than translate without correcting. Psubhashish (ମୋ ଆଲୋଚନା) ୨୦:୦୦, ୧୨ ଅକ୍ଟୋବର ୨୦୨୩ (IST)[reply]