ମୀନଝୋଲା

ଉଇକିପିଡ଼ିଆ ରୁ
Jump to navigation Jump to search
ମୀନଝୋଲା
(ମୀନଝୋଲା)
ଗାଆଁ
ମୀନଝୋଲା is located in ଓଡ଼ିଶା
ମୀନଝୋଲା
ମୀନଝୋଲା
Location in Odisha, India
ଅବସ୍ଥିତି: 19°31′00″N 83°44′44″E / 19.51667°N 83.74556°E / 19.51667; 83.74556Coordinates: 19°31′00″N 83°44′44″E / 19.51667°N 83.74556°E / 19.51667; 83.74556
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଉଚ୍ଚତା248 m (814 ft)
ଜନସଂଖ୍ୟା (୨୦୧୧)
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ଗାଡ଼ି ପଞ୍ଜିକରଣOD 18

ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ ।[୧][୨][୩][୪] ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ ।[୫][୬] ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ ।[୭][୮][୯] ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।[୧୦][୧୧]

ଭୂଗୋଳ[ସମ୍ପାଦନା]

ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ 134 km ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।

ଆଧାର[ସମ୍ପାଦନା]

  1. "Important places of Rayagada district in 123orissa.com"
  2. "Tribal India tours"
  3. "Tourism". Tourism Department. Retrieved 5 July 2015.
  4. "About Rayagada"
  5. Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
  6. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  7. "About village Minajhola in onefivenine.com"
  8. "Tourist places of Rayaada"
  9. "Rayagada"Tourist places near Rayagada
  10. " Minajhola in odisha360 .com"
  11. "General information of Rayagada district"

ବାହାର ତଥ୍ୟ[ସମ୍ପାଦନା]