ସହଦେବ ସାହୁ (ଓଡ଼ିଶା ଅର୍ଥ ସେବା ଅଧିକାରୀ)
Appearance
ସହଦେବ ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୁଲୁକା,କୃଷ୍ଣପୁର ଶାସନ, ଯାଜପୁର | ୧୦ ଜାନୁଆରୀ ୧୯୫୯
ବୃତ୍ତି | ଓଡ଼ିଶା ଅର୍ଥ ସେବା ଅଧିକାରୀ, ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଇତିହାସ), ଏମଫିଲ |
ସହଦେବ ସାହୁ, ଜଣେ ଓଡ଼ିଆ ସାହିତ୍ୟିକ ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥ ସେବା ଅଧିକାରୀ ଅଟନ୍ତି ।[୧] ସେ ଉଭୟ ଓଡ଼ିଆ ଓ ଇଂରାଜୀରେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଇତ୍ୟାଦି ଲେଖନ୍ତି । ତାଙ୍କର ୧୩ଟି ଗଳ୍ପ ସଂକଳନ, ୬ଟି ଓଡ଼ିଆ ଉପନ୍ୟାସ ଓ ଗୋଟିଏ ଇଂରାଜୀ ଉପନ୍ୟାସ ପ୍ରକାଶିତ ହୋଇଛି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସହଦେବ, ୧୯୫୯ ମସିହାରେ ଯାଜପୁର ଜିଲ୍ଲାର କୃଷ୍ଣପୁର ଶାସନ ଅନ୍ତର୍ଗତ ଭୁଲୁକା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଫକିର ମୋହନ ସାହୁ ଓ ମାତାଙ୍କ ନାମ ରୁକ୍ମଣୀ ଦେବୀ । ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ ଶିକ୍ଷାଲାଭ କରିଛନ୍ତି । ୧୯୮୬ରୁ ସେ ଅଧ୍ୟାପନା ବୃତିରେ ଯୋଗଦେଇଥିଲେ । ୧୯୮୯ରେ ସେ ଓଡ଼ିଶା ଅର୍ଥ ସେବାରେ ଯୋଗ ଦେଇ ୨୦୧୯ରେ ଅତିରିକ୍ତ ବାଣିଜ୍ୟ କର ଆୟୁକ୍ତ ଭାବରେ ଅବସରଗ୍ରହଣ କରିଥିଲେ ।
ସାହିତ୍ୟ କୃତି
[ସମ୍ପାଦନା]
ଗଳ୍ପ[ସମ୍ପାଦନା]
|
ଉପନ୍ୟାସ[ସମ୍ପାଦନା]
ଇଂରାଜୀ ଉପନ୍ୟାସ[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୦୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୩][୪]
- ଅଖିଳ କଥା ସମ୍ମାନ, ୨୦୨୦
- ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୧୫ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୯ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ଆନନ୍ଦପୁର ଲେଖକ ସାହିତ୍ୟ ସମ୍ମାନ
- ବିଶିଷ୍ଟ ନାଗରିକ ସମ୍ମାନ, କଟକ
- ଅବନୀ ବରାଳ ସାହିତ୍ୟ ସମ୍ମାନ
- ବନଫୁଲ ସାହିତ୍ୟ ସମ୍ମାନ
- ପୁନର୍ନବା ଗଳ୍ପ ସମ୍ମାନ
ଆଧାର
[ସମ୍ପାଦନା]- ↑ "Home Dept, Govt of Odisha Office Order dated 14.10.2016" (PDF). www.homeodisha.gov.in. Govt of Odisha. Archived from the original (PDF) on 7 June 2021. Retrieved 7 June 2021.
- ↑ Sahadev Sahoo (7 April 2017). Concubine. One Point Six Technology Pvt Ltd. ISBN 978-93-5201-930-4.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୭ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ସହଦେବ ସାହୁ". www.odiasahitya.com. odiasahitya.com. Archived from the original on 7 June 2021. Retrieved 7 June 2021.