ଜ୍ୟୋତି ନନ୍ଦ

ଉଇକିପିଡ଼ିଆ‌ରୁ
ଜ୍ୟୋତି ନନ୍ଦ
Born (1955-12-15) ୧୫ ଡିସେମ୍ବର ୧୯୫୫ (ବୟସ ୬୮)
Nationalityଭାରତୀୟ

ଜ୍ୟୋତି ନନ୍ଦ (ଜନ୍ମ : ୧୫ ଡିସେମ୍ବର ୧୯୫୫) ଜଣେ ଓଡ଼ିଆ[୧] ସାହିତ୍ୟିକ ।[୨] ଉପନ୍ୟାସ[୩], ଗଳ୍ପ ଓ ଅନୁବାଦରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇତିହାସ ପ୍ରାଧ୍ୟାପକ ।[୪]

ରଚନାବଳୀ[ସମ୍ପାଦନା]

  • ଅନ୍ଧ କାରିଗର - ୨୦୦୩ (ଇଙ୍କ ଓଡ଼ିଶା)
  • କାଉଁରି ହାଡ଼ - ୨୦୦୮ (ସାହିତ୍ୟ ଶ୍ୱେତପଦ୍ମ)
  • ମାଧୁରୀ ଦୀକ୍ଷିତ - ୨୦୧୬ (ପକ୍ଷୀଘର ପ୍ରକାଶନୀ)
  • ପିଙ୍ଗଳ ପଞ୍ଜୁରି - ୨୦୦୧ (ସନ୍ତୋଷ ପ୍ରକାଶନ)[୫]
  • ପକ୍ଷୀ ଜନ୍ମ ଓ ପ୍ରିୟ ଶତୃ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅବନୀ ବରାଳ କଥା ସମ୍ମାନ[୬]
  • ଅଖିଳମୋହନ କଥା ସମ୍ମାନ, ୧୯୯୭
  • ପଶ୍ଚିମା ଗଳ୍ପ ସମ୍ମାନ, ୨୦୧୦
  • ଧରିତ୍ରୀ ସମ୍ମାନ
  • ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ସାରସ୍ୱତ ସମ୍ମାନ

ଆଧାର[ସମ୍ପାଦନା]

  1. "EASTERN REGIONAL WRITER'S MEET". manipurtimes.com. Manipur Times. Retrieved 31 May 2019.
  2. "Eastern regional writers' meet from today". www.ifp.co.in. Imphal Free Press. Archived from the original on 31 May 2019. Retrieved 31 May 2019.
  3. "Literature:Novel/Prose". www.odisha.gov.in. Odisha Govt. Retrieved 31 May 2019.
  4. Urmi: The Journal of the Odisha Society of Americas 49th Convention: For Annual Convention Held in 2017 at Dearborn, Michigan. Odisha Society of the Americas. pp. 106–. GGKEY:AA7R5DUUHEZ.
  5. "National Library of India Online Catalog". opac.nationallibrary.gov.in. National Library of India. Retrieved 31 May 2019. {{cite web}}: Cite has empty unknown parameter: |dead-url= (help)
  6. "ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ". odishasambad.in. ଓଡ଼ିଶା ସମ୍ବାଦ. Retrieved 31 May 2019.