ଜ୍ୟୋତି ନନ୍ଦ
ଦେଖଣା
ଜ୍ୟୋତି ନନ୍ଦ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜ୍ୟୋତି ନନ୍ଦ (ଜନ୍ମ : ୧୫ ଡିସେମ୍ବର ୧୯୫୫) ଜଣେ ଓଡ଼ିଆ[୧] ସାହିତ୍ୟିକ ।[୨] ଉପନ୍ୟାସ[୩], ଗଳ୍ପ ଓ ଅନୁବାଦରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇତିହାସ ପ୍ରାଧ୍ୟାପକ ।[୪]
ରଚନାବଳୀ
[ସମ୍ପାଦନା]- ଅନ୍ଧ କାରିଗର - ୨୦୦୩ (ଇଙ୍କ ଓଡ଼ିଶା)
- କାଉଁରି ହାଡ଼ - ୨୦୦୮ (ସାହିତ୍ୟ ଶ୍ୱେତପଦ୍ମ)
- ମାଧୁରୀ ଦୀକ୍ଷିତ - ୨୦୧୬ (ପକ୍ଷୀଘର ପ୍ରକାଶନୀ)
- ପିଙ୍ଗଳ ପଞ୍ଜୁରି - ୨୦୦୧ (ସନ୍ତୋଷ ପ୍ରକାଶନ)[୫]
- ପକ୍ଷୀ ଜନ୍ମ ଓ ପ୍ରିୟ ଶତୃ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅବନୀ ବରାଳ କଥା ସମ୍ମାନ[୬]
- ଅଖିଳମୋହନ କଥା ସମ୍ମାନ, ୧୯୯୭
- ପଶ୍ଚିମା ଗଳ୍ପ ସମ୍ମାନ, ୨୦୧୦
- ଧରିତ୍ରୀ ସମ୍ମାନ
- ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ସାରସ୍ୱତ ସମ୍ମାନ
ଆଧାର
[ସମ୍ପାଦନା]- ↑ "EASTERN REGIONAL WRITER'S MEET". manipurtimes.com. Manipur Times. Retrieved 31 May 2019.
- ↑ "Eastern regional writers' meet from today". www.ifp.co.in. Imphal Free Press. Archived from the original on 31 May 2019. Retrieved 31 May 2019.
- ↑ "Literature:Novel/Prose". www.odisha.gov.in. Odisha Govt. Retrieved 31 May 2019.
- ↑ Urmi: The Journal of the Odisha Society of Americas 49th Convention: For Annual Convention Held in 2017 at Dearborn, Michigan. Odisha Society of the Americas. pp. 106–. GGKEY:AA7R5DUUHEZ.
- ↑ "National Library of India Online Catalog". opac.nationallibrary.gov.in. National Library of India. Retrieved 31 May 2019.
{{cite web}}
: Cite has empty unknown parameter:|dead-url=
(help) - ↑ "ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ". odishasambad.in. ଓଡ଼ିଶା ସମ୍ବାଦ. Retrieved 31 May 2019.