Jump to content

ଆଭାସ କୁମାର ବରାଳ

ଉଇକିପିଡ଼ିଆ‌ରୁ
ଆଭାସ କୁମାର ବରାଳ
ଜନ୍ମ
ଆଭାସ କୁମାର ବରାଳ

(1961-10-30) ୩୦ ଅକ୍ଟୋବର ୧୯୬୧ (ବୟସ ୬୨)
ପିତାମାତା(s)ଅବନୀ କୁମାର ବରାଳ
ଆଦରମଣୀ ବରାଳ

ଅଭାସ କୁମାର ବରାଳ(୩୦ ଅକ୍ଟୋବର ୧୯୬୧) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୬୧ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବନୀ ବରାଳ ଜଣେ ଶିକ୍ଷାବିଦ ଓ ଶିକ୍ଷକସଂଘ ନେତା ଥିଲେ । ତାଙ୍କ ମାତାଙ୍କ ନାମ ଆଦରମଣୀ ।[୧]

ରଚନାବଳୀ

[ସମ୍ପାଦନା]

ଗଳ୍ପ ସଂକଳନ

[ସମ୍ପାଦନା]
  • ନାନୁ
  • ମୁଁ ୧/୧୮
  • ସେମାନେ
  • ଜୀବାଣୁ ଓ ଅନ୍ୟାନ୍ୟ ଗଳ୍ପ

ଉପନ୍ୟାସ

[ସମ୍ପାଦନା]
  • ମହାପୁରୁଷ
  • ଇଣ୍ଟରଭିୟୁ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଅଖିଳ କଥା ସମ୍ମାନ, ୨୦୧୦[୨]
  1. ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩
  2. "କଥା ଝରକା". କଥା ପତ୍ରିକା (ଜାନୁଆରୀ ୨୦୧୮): ୩୬. {{cite journal}}: |access-date= requires |url= (help)