Jump to content

ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ସାମୁହିକ ସମ୍ପାଦନା ପାଇଁ ବଛା ଲେଖା

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଏମିତି କେତେକ ପ୍ରସଙ୍ଗ ରହିଛି ଯାହା ପଠନ ଉପଯୋଗୀ ନୁହେଁ । କିନ୍ତୁ ସେସବୁ ପ୍ରସଙ୍ଗ ଲୋକେ ଖୋଜୁଛନ୍ତି ଓ ଖୋଜି ନିମ୍ନ ମାନର ଲେଖା ପଢ଼ି ନିରାଶ ହେଉଛନ୍ତି । ଓଡ଼ିଆ ଉଇକିଆଳିଙ୍କ ମୁଣ୍ଡରେ ଦୋଷ ବି ଲଦୁଥିବେ ଓଡ଼ିଆରେ ଏଭଳି ଲେଖା ଇଣ୍ଟରନେଟରେ ଛାଡ଼ୁଥିବାରୁ । ଫେସବୁକରେ ଉଇକିଆଳିଙ୍କ ମଧ୍ୟରେ ଏ ବାବଦରେ ଏକ ଆଲୋଚନାକୁ ଭିତ୍ତିକରି ପରୀକ୍ଷାମୂଳକ ଭାବେ ଏଠାରେ କିଛି ପ୍ରସଙ୍ଗ ତାଲିକାଭୁକ୍ତ କରାଯିବ । ଏହି ତାଲିକା କୌଣସି ଉଇକିଆଳିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ପାଇଁ ନୁହେଁ ବରଂ କୌଣସି କାରଣବଶତଃ ଗୁରୁତ୍ତ୍ୱପୂର୍ଣ୍ଣ ଲେଖାରେ ଆଉ କିଛି ବାକି ରହିଯାଇଥିଲେ ତାକୁ ସମସ୍ତେ ସାମୁହିକ ଭାବେ ମାସେ ପର୍ଯ୍ୟନ୍ତ ସଜାଡ଼ିବେ ଓ ସୁଧାରିବେ । ପ୍ରତି ମାସ ଗୋଟେ ଲେଖା ପ୍ରସଙ୍ଗ ସାମୁହିକ ଭାବେ ସୁଧରା ଗଲେ ବର୍ଷରେ ୧୨ଟି ଖୁବ ଉଚ୍ଚମାନର ପ୍ରସଙ୍ଗ ତିଆରି ହୋଇପାରିବ । ଏହା ପରୀକ୍ଷାମୂଳକ ତେଣୁ ସଫଳତା ମିଳିଲେ ଆଗକୁ ମାସକ ବଦଳରେ ଦ୍ୱିସାପ୍ତାହିକ ବା ସାପ୍ତାହିକ ମଧ୍ୟ କରାଯାଇପାରିବ ।

ପ୍ରସଙ୍ଗ ତାଲିକା

[ସମ୍ପାଦନା]

ଆପଣଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗର ମାନ ଉନ୍ନତ ହେବା ନିହାତି ଆବଶ୍ୟକ ଲାଗୁଥିଲେ ତଳେ ତାକୁ "* [[ପ୍ରସଙ୍ଗ ନାମ]] (ମାସ)" ଢାଞ୍ଚାରେ ଯୋଡ଼ିବେ । ବାକିମାନେ ସେହି ପ୍ରସଙ୍ଗକୁ ନିୟମିତ ଭାବେ ସମ୍ପାଦନା କରିବେ । ଯଦି କାହାର ନିହାତି ଆପତ୍ତି ନଥାଏ ତାହେଲେ ଜଣେ ଦେଉଥିବା ମତ ବାକିମାନେ ଗ୍ରହଣ କରିବେ । ଏହା କେବଳ ସମର୍ଥନ/ଅଲଗା ମତ ଦେବାର ପ୍ରକ୍ରିୟାରେ ସମୟ ନ ସାରିବା ପାଇଁ ।

ଆଗ୍ରହୀ ଉଇକିଆଳି

[ସମ୍ପାଦନା]

ଓଡ଼ିଶା ସମ୍ବନ୍ଧୀୟ କିଛି ପ୍ରସଙ୍ଗ

[ସମ୍ପାଦନା]

ନିମ୍ନ ପ୍ରସଙ୍ଗଗୁଡ଼ିକ ଓଡ଼ିଶା ସମ୍ବନ୍ଧୀୟ । ଏଗୁଡ଼ିକ ସ୍ୱଳ୍ପ ସମ୍ପାଦନା ଅପେକ୍ଷାରେ ଅଛନ୍ତି । ସ୍ୱଳ୍ପ ସମ୍ପାଦନାରେ ଓଡ଼ିଆ ଉଇକିପିଡ଼ିଆରେ ରହିବା ଉପଯୋଗୀ ହେଇପାରିବ । light green tick ଚିହ୍ନିତ ପ୍ରସଙ୍ଗଗୁଡ଼ିକ ସାମୁହିକ ସମ୍ପାଦନା ପ୍ରକ୍ରିୟାରେ ସମ୍ପାଦନା କରାସରିଛି ।


  1. ପଶ୍ଚିମେଶ୍ୱର ଶିବ ମନ୍ଦିର light green tick
  2. ଓଡିଆ ଲେଖକ ମାନଙ୍କ ତାଲିକା light green tick
  3. ଲକ୍ଷ୍ମୀ ନାରାୟଣ ମନ୍ଦିର light green tick
  4. ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା light green tick
  5. ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ light green tick
  6. ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ବଲଣ୍ଡା, ତାଳଚେର light green tick
  7. ଡିଏଭି କଲେଜ, କୋରାପୁଟ light green tick
  8. ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଭବାନିପାଟଣା light green tick
  9. ଲକ୍ଷ୍ମୀନାରାୟଣ କଲେଜ ଝାରସୁଗୁଡା light green tick
  10. ହନୁମାନପୁର light green tick
  11. ଶିର୍ଜାପାଳି light green tick
  12. କରଞ୍ଜିକୋଟ light green tick
  13. ଚିଲାଡଙ୍ଗରୀ light green tick
  14. ସିମିଲିଗୁଡା light green tick
  15. ପାଡୁଆ light green tick
  16. ଲକ୍ଷ୍ମୀପୁର , ଓଡିଶା light green tick
  17. ବାର୍ଲାମୁଣ୍ଡା light green tick
  18. ବିଜୁ ଏକ୍ସପ୍ରେସୱେ light green tick
  19. ବିଲଙ୍କା ରାମାୟଣ light green tick
  20. ଭାତରି ଭାଷା light green tick
  21. ସିଂହଭୂମି ଓଡିଆ light green tick
  22. ଜୁଆଙ୍ଗ ଭାଷା light green tick
  23. ଖରିଆ ଭାଷା light green tick
  24. ପୂର୍ବ ତଟ ରେଳବାଇ ଷ୍ଟାଡିୟମ , ଭୁବନେଶ୍ବର light green tick
  25. ସିଙ୍ଘାଚଳମ ମନ୍ଦିର light green tick
  26. ହୀରାକୁଦ ଏୟାର ଷ୍ଟ୍ରିପ
  27. ଏୟାର ଓଡିଶା light green tick
  28. ରାଇକିଆ light green tick
  29. ଲାଠିକଟା light green tick
  30. ଝୁମପୁରା light green tick
  31. ବାରକୋଟ light green tick
  32. ପୁରୁଣାକଟକ light green tick
  33. ହରିଦାସପୁର , ଓଡିଶା light green tick
  34. ସୁବଳୟା light green tick
  35. ରାଜକନିକା light green tick
  36. ବିଜେପୁର light green tick
  37. ଝାରବନ୍ଧ light green tick
  38. ଟେମରି light green tick
  39. ଖଳିଆପାଳି light green tick
  40. ତିରଥପୂର light green tick
  41. ଭଟଲି light green tick
  42. ଲଖନପୁର, ଓଡିଶା light green tick
  43. ଭୋଜପୁର light green tick
  44. ଲପଙ୍ଗା light green tick
  45. ମଙ୍ଗଳଯୋଡି light green tick
  46. ପାତ୍ରପୁର light green tick
  47. ବନ୍ଧାଗୁଡା light green tick
  48. ଲକ୍ଷ୍ମୀ ବରାହ ମନ୍ଦିର light green tick
  49. ଶିଶୁଆ ଗ୍ରାମ light green tick
  50. ଚନ୍ଦାହାଣ୍ଡି light green tick
  51. ବୋଲଗଡ light green tick
  52. ବାଘମାରୀ light green tick
  53. ସୁରୁବାଲି ଜୋର light green tick
  54. ସିଲେରୁ ନଦୀ light green tick
  55. ମଲାଗୁଣି ନଦୀ light green tick
  56. କୋୟନା ନଦୀ light green tick
  57. ଦେବୀ ନଦୀ light green tick
  58. କାଦୁଆ ନଦୀ light green tick
  59. ଓଡିଶା ରେ ପ୍ରବାହିତ ନଦୀ ସମୂହ light green tick
  60. ତିର୍ଥେଶ୍ୱର ଶିବ ମନ୍ଦିର light green tick
  61. ମଙ୍ଗଳେଶ୍ୱର ଶିବ ମନ୍ଦିର light green tick
  62. ପୂର୍ବେଶ୍ବର ଶିବ ମନ୍ଦିର light green tick
  63. ଦିଗମ୍ବର ଜୈନ ମନ୍ଦିର , ଖଣ୍ଡଗିରୀ light green tick
  64. ଓଡିଶା ଇଣ୍ଡୋନେସିଆ ସମ୍ପର୍କ light green tick
  65. ସୋନପୁର ରାଜ୍ୟ
  66. ହିନ୍ଦୋଳ ରାଜ୍ୟ
  67. ସମ୍ବଲପୁର ରାଜ୍ୟ
  68. ରେଢାଖୋଲ ରାଜ୍ୟ
  69. ନରସିଂହପୁର ରାଜ୍ୟ
  70. ଦଶପଲ୍ଲା ରାଜ୍ୟ
  71. ନୀଳଗିରି ରାଜ୍ୟ
  72. କଳାହାଣ୍ଡି ରାଜ୍ୟ
  73. ବାମଣ୍ଡା ରାଜ୍ୟ
  74. ବଣାଇ ରାଜ୍ୟ
  75. ବ୍ରିଟିଶ ଭାରତ ସମୟର ରାଜକୀୟ ରାଜ୍ୟ ସମୂହର ତାଲିକା
  76. କାଞ୍ଜିଆ ହ୍ରଦ , ଓଡିଶା light green tick
  77. ଓଡିଶା ର ଜନବହୁଳ ସହର ସମୂହ ର ତାଲିକା light green tick
  78. ପଶ୍ଚିମ ଓଡିଶା ବିଦ୍ୟୁତ ଯୋଗାଣ କମ୍ପାନୀ light green tick
  79. ଭୁବନେଶ୍ୱର ରେଳ ଷ୍ଟେସନ light green tick
  80. ବଲାଙ୍ଗୀର ଏଆରଷ୍ଟ୍ରିପ light green tick
  81. ଝାରସୁଗୁଡ଼ା ବିମାନ ବନ୍ଦର light green tick
  82. ଚଣ୍ଡୀଖୋଲ light green tick
  83. ବଲାଙ୍ଗୀର ଏଆରଷ୍ଟ୍ରିପ light green tick
  84. ବ୍ରହ୍ମପୁର ବିମାନ ବନ୍ଦର light green tick
  85. ଜୟପୁର ବିମାନ ବନ୍ଦର light green tick
  86. କୋଟାଗିରି, ନିଳଗିରି
  87. ଜାଭିୟର ବିଶ୍ୱବିଦ୍ୟାଳୟ light green tick
  88. ବ୍ୟୋମକେଶ୍ୱର ମନ୍ଦିର , ଭୁବନେଶ୍ୱର light green tick
  89. ଜାତୀୟ ରାଜପଥ ୧୬ ( ଭାରତ) light green tick
  90. ବ୍ରହ୍ମା ମନ୍ଦିର, ବିନ୍ଦୁସାଗର light green tick
  91. ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର light green tick
  92. ଭାରତୀ ମଠ ମନ୍ଦିର, ଭୁବନେଶ୍ୱର light green tick
  93. ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର light green tick
  94. ଆଖଡାଚଣ୍ଡୀ ମନ୍ଦିର light green tick
  95. ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ଟେକ୍ନୋଲଜି ପ୍ରତିଷ୍ଠାନ( ଭାରତ)
  96. ରାଉରକେଲା ଲ' କଲେଜ light green tick
  97. ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟlight green tick
  98. ଭୂଷଣ ଷ୍ଟିଲ light green tick
  99. ଜିଲ୍ଲା ସ୍କୁଲ , ସମ୍ବଲପୁର light green tick
  100. ସମ୍ବଲପୁରରେ ଶିକ୍ଷା light green tick
  101. ଇଣ୍ଡିଆନ ଇନଷ୍ଟିଟୁଟ ଓଫ ମାନଜମେଣ୍ଟ , ସମ୍ବଲପୁର light green tick
  102. ପାଇକମାଳ light green tick
  103. ମେଳଛାମୁଣ୍ଡା light green tick
  104. ଟିଆରେଲ କ୍ରୋସାକୀ ରିଫ୍ରାକ୍ଟୋରୀ ଲିମିଟେଡ଼ , ବେଲପାହାଡ light green tick
  105. ଷ୍ଟ୍ରେରଲାଇଟ ଝାରସୁଗୁଡା ଶକ୍ତି କେନ୍ଦ୍ର light green tick
  106. ବେଦାନ୍ତ ଝାରସୁଗୁଡା କେପଟିଭ ଶକ୍ତି କେନ୍ଦ୍ର light green tick
  107. ଇବ ତାପଜ ବିଦ୍ୟୁତ କେନ୍ଦ୍ର light green tick
  108. କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ light green tick
  109. ଝାରସୁଗୁଡା - ବିଜୟନଗରମ୍ ରେଳପଥ
  110. ଅନୁଗୁଳ ସ୍ୱୟାଂଶାସିତ ସରକାରୀ କଲେଜ light green tick
  111. ରାଜେନ୍ଦ୍ର କଲେଜ, ବଲାଙ୍ଗୀର light green tick
  112. ଲରମ୍ଭା କଲେଜ light green tick
  113. ଉତ୍କଳ ଗ୍ରାମୀଣ ବ୍ୟାଙ୍କ light green tick
  114. ତେଲ ନଦୀ light green tick
  115. ଅଙ୍ଗ ନଦୀ light green tick
  116. ଇବ ନଦୀ light green tick
  117. ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ light green tick
  118. ଇସ୍ପାତ ଏକ୍ସପ୍ରେସ ଟ୍ରେନ light green tick
  119. କୋଣାର୍କ ଏକପ୍ରେସ ଟ୍ରେନlight green tick
  120. ଭୁବନେଶ୍ୱର ର ମନ୍ଦିର ମାନ
  121. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ light green tick
  122. ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା light green tick
  123. ସମ୍ବଲପୁର ରେଳ ଷ୍ଟେସନ light green tick
  124. କର୍ଲାପାଟ ଅଭୟାରଣ୍ୟ light green tick
  125. କରମା ନୃତ୍ୟ light green tick
  126. ହାତୀଗୁମ୍ଫାର ଶିଳାଲେଖ light green tick
  127. ଓଡ଼ିଶାର ଐତିହାସିକ କୀର୍ତିରାଜି light green tick
  128. କାଳୀ ପୂଜା