Jump to content

ସୋନପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
Sonepur State
Sonpur State
ସୋନପୁର୍
Princely State of British India
1556–1948 →

Coat of arms of Sonpur

Coat of arms

Location of Sonpur
Location of Sonpur
Sonepur State in the Imperial Gazetteer of India
History
 • Established 1556
 • Accession to the Union of India 1948
Area
 • 1901 ୨,୩୪୭ km2 (୯୦୬ sq mi)
Population
 • 1901 ୧,୬୯,୮୭୭ 
Density ୭୨.୪ /km2  (୧୮୭.୫ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ସୋନପୁର ରାଜ୍ୟ  (ଓଡ଼ିଆ: ସୋନପୁର୍; ହିନ୍ଦୀ : सोनपुर), ଏକ ବ୍ରିଟିଶ ସମୟର ରାଜକୀୟ  ରାଜ୍ୟ । ପୂର୍ବରୁ ଏହା କେନ୍ଦ୍ରୀୟ ଭରତ ଏଜେନଶୀ ଅଧୀନରେ ଥିଲା। ପରେ 1905ରେ ତାହାକୁ ପୂର୍ବାଞ୍ଚଳ ସ୍ଟେଟ ଏଜେନ୍ସିକୁ ଦିଆଗଲା । ଏହାର ରାଜଧାନୀ ସୋନପୁର ସହରରେ ଥିଲା । ବର୍ତ୍ତମାନ ଏହା ସୁବରଣପୁର ଜିଲ୍ଲାର ସଦର ମହକୁମା । 

1656 ମସିହାରେ ସୋନପୁର ରାଜ୍ୟର ସ୍ଥାପନା ଚୌହାନ ବଂଶଦ୍ୱାରା ହେଇଥିଲା ।  ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ ରାଜ୍ୟ ଭାବେ 1826 ମସିହାରେ ରହିଲା । ସମ୍ବଲପୁର ବିଦ୍ରୋହ ସମୟରେ ସୋନପୁର ବ୍ରିଟିଶ ମାନଙ୍କୁ ସହାୟତା କରିଥିବାରୁ ଶାସକ ପରିବାରକୁ ରାଜା ବାହାଦୁର ଭାବେ ସମ୍ମାନିତ କରଯାଇଥିଲା । ସୋନପୁର ରାଜ୍ୟ ଭାରତୀୟ ସଂଘ ସହିତ 1 ଜାନୁଆରୀ 1948ରେ ମିଶ୍ରଣ ହେଲା ।[୧]

ଶାସକ 

[ସମ୍ପାଦନା]

ସୋନପୁରର ଶାସକ ମାନଙ୍କୁ ରାଜା କୁହାଯାଉଥିଲା । କିନ୍ତୁ ଶେଷ ଦୁଇଜଣ ଶାସକଙ୍କୁ ମହାରାଜା କୁହାଯାଉଥିଲା । [୨]

ରାଜା ସମୂହ 

[ସମ୍ପାଦନା]
  • 1680 - 1700 Purusottam Singh Deo (d. 1700)
  • 1700 - 1725 Raj Singh Deo (d. 1725)
  • 1725 - 1750 Achal Singh Deo (d. 1750)
  • 1750 - 1770 Divya Singh Deo (d. 1770)
  • 1770 - 1771 Jarawar Singh Deo (d. 1771)
  • 1771 - 1786 Sobha Singh Deo (d. 1786)
  • 1786 - 1841 Prithvi Singh Deo (d. 1841)
  • 1802 - 1822 Rani Laxmipriya Devi (f) -Regent
  • 1841 - 9 Sep 1891 Niladhar Singh Deo (b. 1837 - d. 1891)
  • 1841 - 1847 Bapu Dalpat Rai -Regent
  • 1847 - 1855 Rani Gundicha Devi (f) -Regent (d. af.1862)
  • 11 Sep 1891 - 8 Aug 1902 Pratap Rudra Singh (b. 1853 - d. 1902)
  • 8 Aug 1902 - 8 Nov 1908 Bir Mitrodaya Singh Deo (b. 1874 - d. 1937)

ମହାରାଜା 

[ସମ୍ପାଦନା]
  • 8 Nov 1908 - 29 Apr 1937 ବୀର ମିତ୍ରୋଦୟ ସିଂହ ଦେଓ 
  • 29 Apr 1937 - 15 Aug 1947 ସୁଧାଂଶୁ ଶେଖର ସିଂହ ଦେଓ 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Eastern States Agency
  • Political integration of India

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]