କାଦୁଆ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search

କାଦୁଆ ନଦୀ, ଭାରତୀୟ ରାଜ୍ୟ ଓଡ଼ିଶାରେ ପ୍ରବାହିତ ଏକ ନଦୀ । ଏହା ଚାରିଗାଁଠାରେ ଦୁଇଟି ନାଳର ସମ୍ମିଶ୍ରଣରେ ସୃଷ୍ଟି ହେଇଛି ।[୧] ଏହା ପ୍ରାଚୀ ନଦୀକୁଶଭଦ୍ରା ନଦୀର ଅଭ୍ୟନ୍ତର ସ୍ଥାନର ଜଳକୁ ଗ୍ରହଣ କରି ୨୨ କିଲୋମିଟର ପଥ ଅତକ୍ରାନ୍ତ କରି ବଙ୍ଗୋପସାଗରରେ ପତିତ ହେଇଥାଏ ।[୨][୩]

ଆଧାର ସମୂହ [ସମ୍ପାଦନା]

  1. L.S.S. O'malley (2007). Bengal District Gazetteer : Puri. Concept Publishing Company. pp. 13–. ISBN 978-81-7268-138-8.
  2. Lewis Sydney Steward O'Malley, Monmohan Chakravarti. Puri. p. 13.CS1 maint: Uses authors parameter (link)
  3. "The graveyard of the turtles". The Hindu. 27 March 2004.

ବାହ୍ୟ ସଂଯୋଗ [ସମ୍ପାଦନା]