ବିଜୁ ଏକ୍ସପ୍ରେସୱେ
ବିଜୁ ଏକ୍ସପ୍ରେସୱେ | |
---|---|
Route information | |
Length: | 650 km (୪୦୦ mi) |
Major junctions | |
From: | ଜଗଦଲପୁର |
To: | ରାଉରକେଲା |
Highway system | |
ବିଜୁ ଏକ୍ସପ୍ରେସୱେ , ଏକ ନିର୍ମାଣାଧୀନ ଏକ୍ସପ୍ରେସୱେ[୧] ଏହାର ସମୁଦାୟ ଦୈର୍ଘ୍ୟ ୬୫୦ କିଲୋମିଟର ।[୨] ଏହା କୋରାପୁଟ ଜିଲ୍ଲା ଆରା ସୀମାବର୍ତୀ ସହର ଚାନ୍ଦଲିଠାରୁ ଆରମ୍ଭ ହୋଇ ସୀମାବର୍ତୀ କୋତପାଦ, ବୋରୀଗୁମା, ନବରଙ୍ଗପୁର, ପାପଡ଼ାହାଣ୍ଡି, ଅମବାପାଣି, ଗୋଡ଼ଭାଗା , ଧରମଗଡ଼, ସିନାପାଲୀ, ନୂଆପଡା, ପାଇକମାଳ, ପଦ୍ମପୁର, ଷୋହେଲା, ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲାଠାରେ ସମାପ୍ତ ହେବ । [୩] ଏହି ପ୍ରକଳ୍ପର ସମୁଦାୟ ଖର୍ଚ ୩,୫୩୦ କୋଟି ହେଇଥିବା ବେଳେ ଏହା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହଉଛି । ପ୍ରଥମ ସ୍ତରରେ ୨୫୪ କିଲୋମିଟର ବର୍ତ୍ତମାନ ଥିବା ରାଜପଥକୁ ୪-ଲେନ ବିଶିଷ୍ଟ କରାଯାଉଛି । ଅବଶିଷ୍ଟ ୪୦୨ କିଲୋମିଟର ୨-ଲେନ ରହି ପରେ ସେଥିରୁ ଶେଷ ୨୫୮ କିଲୋମିଟର ୪-ଲେନ ବିଶିଷ୍ଟ କରାଯିବ ।[୪] ଏହି ରାସ୍ତା ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଯାତ୍ରା ସମୟ ୧୩ ଘଣ୍ଟାରୁ ୬ ଘଣ୍ଟା କମିଯିବ ।[୪] ୩୦୭ କିଲୋମିଟର ପଥ ୪ ଲେନର ରାସ୍ତା ହେବା ସହ ୧୬୦ କିଲୋମିଟର ସମ୍ବଲପୁର -ରାଉରକେଲା ଭାଗ ପବ୍ଲିକ-ପ୍ରାୟିଭେଟ ଭାଗୀଦାରୀରେ ହେବ ।[୫]
ଆଧାର
[ସମ୍ପାଦନା]- ↑ "Biju link takes off, battles low budget". The Telegraph.
- ↑ "Biju link takes off, battles low budget". The Telegraph.
- ↑ Sadananda Mohapatra (1 September 2014). "Tender for Rs 3,200 cr Biju Expressway in October". business-standard.com.
- ↑ ୪.୦ ୪.୧ "Naveen Patnaik launches Rs 3,200cr Biju Expressway project". The Times of India.
- ↑ "Biju Expressway to Bridge Economic Divide". The New Indian Express. Archived from the original on 2015-11-17. Retrieved 2016-12-23.