ପାଇକମାଳ
ଦେଖଣା
ପାଇକମାଳ
Town | |
---|---|
Coordinates: 20°55′N 82°49′E / 20.917°N 82.817°E | |
Country | ଭାରତ |
State | ଓଡ଼ିଶା |
District | ବରଗଡ଼ |
Elevation | 265 m (869 ft) |
Population (୨୦୦୧) | |
• Total | ୩୯୧୬ |
Languages | |
Time zone | UTC+5:30 (IST) |
PIN | ୭୬୮୦୩୯ |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ପାଇକମାଳ ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଥିବା ଏକ ସହର । ଏହା ନିକଟରେ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର ରହିଛି ।[୧]
ଭୌଗୋଳିକ ସ୍ଥିତି
[ସମ୍ପାଦନା]20.55°N 82.49°E.ରେ ଥିବା ଏହି ସହର ସମୁଦ୍ରପତ୍ତନଠାରୁ ୨୬୫ ମିଟର ଉପରେ ଅବସ୍ଥିତ । ଏହା ଜିଲ୍ଲାର ସଦର ମହକୁମା ବରଗଡ଼ଠାରୁ ୧୦୭ କିଲୋମିଟର ଦୂର ଓ ରାଜ୍ୟ ରାଜଧାନୀଠାରୁ ୪୭୭ କିଲୋମିଟର ଦୂର । ଏହା ଏକ ମରୁଡ଼ି ପ୍ରବଣ ଅଞ୍ଚଳ । ଏହାର ୭ କିଲୋମିଟର ଦୂରରେ ଇତିହାସ ଓ ପୁରାଣ ବିଖ୍ୟାତ ଗନ୍ଧମାର୍ଦ୍ଧନ ପର୍ବତ ରହିଛି । ଏହି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ରହିଛି ।
ଜନସଂଖ୍ୟା
[ସମ୍ପାଦନା]୨୦୦୧ ଜନଗଣନା ହିସାବରେ ପାଇକମାଳର ଜଣ ସଂଖ୍ୟା ୩୯୧୬ ଥିଲା, ଯାହା ମଧ୍ୟରୁ ପୁରୁଷ ସଂଖ୍ୟା ୨୦୨୭ ଓ ମହିଳା ସଂଖ୍ୟା ୧୮୮୯ ଥିଲା । ଏଠି ମଧ୍ୟରୁ ସାକ୍ଷରତା ୬୧% ଥିଲା, ଯାହା ଜାତୀୟ ହାରଠାରୁ କିଞ୍ଚିତ ଅଧିକ ଥିଲା ।[୨]
ରାଜନୀତି
[ସମ୍ପାଦନା]ଏହି ଅଞ୍ଚଳ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଅଛି ।[୩]
ଆଧାର
[ସମ୍ପାଦନା]- ↑ "Nrusinghanath Temple". bargarh.nic.in. bargarh dist administration. Retrieved 7 August 2019.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "Fight to be tight in Padampur". www.newindianexpress.com. new indian express. Retrieved 7 August 2019.