ପାଇକମାଳ

Coordinates: 20°55′N 82°49′E / 20.917°N 82.817°E / 20.917; 82.817
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାଇକମାଳ‌
Town
ପାଇକମାଳ‌ is located in Odisha
ପାଇକମାଳ‌
ପାଇକମାଳ‌
Location in Odisha, India
ପାଇକମାଳ‌ is located in India
ପାଇକମାଳ‌
ପାଇକମାଳ‌
ପାଇକମାଳ‌ (India)
Coordinates: 20°55′N 82°49′E / 20.917°N 82.817°E / 20.917; 82.817
Country ଭାରତ
Stateଓଡ଼ିଶା
Districtବରଗଡ଼
Elevation
265 m (869 ft)
Population
 (୨୦୦୧)
 • Total୩୯୧୬
Languages
Time zoneUTC+5:30 (IST)
PIN
୭୬୮୦୩୯
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ପାଇକମାଳ ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଥିବା ଏକ ସହର । ଏହା ନିକଟରେ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର ରହିଛି ।[୧]  

ଭୌଗୋଳିକ ସ୍ଥିତି [ସମ୍ପାଦନା]

20.55°N 82.49°E.ରେ ଥିବା ଏହି ସହର ସମୁଦ୍ରପତ୍ତନଠାରୁ ୨୬୫ ମିଟର ଉପରେ ଅବସ୍ଥିତ । ଏହା ଜିଲ୍ଲାର ସଦର ମହକୁମା ବରଗଡ଼ଠାରୁ ୧୦୭ କିଲୋମିଟର ଦୂର ଓ ରାଜ୍ୟ ରାଜଧାନୀଠାରୁ ୪୭୭ କିଲୋମିଟର ଦୂର । ଏହା ଏକ ମରୁଡ଼ି ପ୍ରବଣ ଅଞ୍ଚଳ । ଏହାର ୭ କିଲୋମିଟର ଦୂରରେ ଇତିହାସ ଓ ପୁରାଣ  ବିଖ୍ୟାତ ଗନ୍ଧମାର୍ଦ୍ଧନ ପର୍ବତ ରହିଛି । ଏହି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ରହିଛି ।

ଜନସଂଖ୍ୟା [ସମ୍ପାଦନା]

୨୦୦୧ ଜନଗଣନା ହିସାବରେ ପାଇକମାଳ‌ର ଜଣ ସଂଖ୍ୟା ୩୯୧୬ ଥିଲା, ଯାହା ମଧ୍ୟରୁ ପୁରୁଷ ସଂଖ୍ୟା ୨୦୨୭ ଓ ମହିଳା ସଂଖ୍ୟା ୧୮୮୯ ଥିଲା । ଏଠି ମଧ୍ୟରୁ ସାକ୍ଷରତା ୬୧% ଥିଲା, ଯାହା ଜାତୀୟ ହାରଠାରୁ କିଞ୍ଚିତ ଅଧିକ ଥିଲା ।[୨] 

ରାଜନୀତି [ସମ୍ପାଦନା]

ଏହି ଅଞ୍ଚଳ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଅଛି ।[୩] 

ଆଧାର[ସମ୍ପାଦନା]

  1. "Nrusinghanath Temple". bargarh.nic.in. bargarh dist administration. Retrieved 7 August 2019.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. "Fight to be tight in Padampur". www.newindianexpress.com. new indian express. Retrieved 7 August 2019.