ଲପଙ୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search
ଲପଙ୍ଗା
city
ଲପଙ୍ଗା is located in ଓଡ଼ିଶା
ଲପଙ୍ଗା
ଲପଙ୍ଗା
ଲପଙ୍ଗା is located in India
ଲପଙ୍ଗା
ଲପଙ୍ଗା
Location in Odisha, India
ଅବସ୍ଥିତି: 21°44′N 84°01′E / 21.73°N 84.02°E / 21.73; 84.02Coordinates: 21°44′N 84°01′E / 21.73°N 84.02°E / 21.73; 84.02
Country India
Stateଓଡ଼ିଶା
Districtସମ୍ବଲପୁର ଜିଲ୍ଲା
ଜନସଂଖ୍ୟା (2001)
 • ମୋଟ୭,୩୫୪
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣOD
ୱେବସାଇଟodisha.gov.in

ଲପଙ୍ଗା, ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର[୧] ଏକ ସହର ।[୨] 

ଜନ ଆବାଦୀ [ସମ୍ପାଦନା]

୨୦୦୧ ମସିହା ଜନଗଣନା ଅନୁସାରେ ଲପଙ୍ଗା ସହରର ଜନସଂଖ୍ୟା ୭,୩୫୪ ଥିଲା[୩] । ଏହା ମଧ୍ୟରୁ ପୁରୁଷଙ୍କ ହାର ୫୪% ଥିଲାବେଳେ ମହିଳାଙ୍କ ହାର ୪୬% ଥିଲା । ଏଠାରେ ସାକ୍ଷ୍ୟରତା ହାର ୬୧% ଯାହା ଜାତୀୟ ହାର ୫୯.୯%ରୁ କିଞ୍ଚିତ ଅଧିକ । ୬ ବର୍ଷରୁ କମ ଆବାଦୀ ୧୬% ହେଇଥିବା ବେଳେ ଏଠାରେ ପୁରୁଷ ସାକ୍ଷ୍ୟରତା ହାର ୭୦% ଓ ମହିଳା ସାକ୍ଷ୍ୟରତା ହାର ୫୦% ରହିଥିଲା । 

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଲପଙ୍ଗାର ଭୌଗୋଳିକ ଅବସ୍ଥିତି ୨୧.୭୩°N ୮୪.୦୨°Eଠାରେ । ଏହା ସମ୍ବଲପୁରରୁ ରାଉରକେଲା ଯିବା ରାଜ୍ୟ ରାଜପଥରେ ସମ୍ବଲପୁର ଠାରୁ ୩୩ କିଲୋମିଟର ଓ ଝାରସୁଗୁଡ଼ା ସହରଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ । 

ଆଧାର[ସମ୍ପାଦନା]

  1. "SAMBALPUR District - Rengali Block - Lapanga Panchayat - Lapanga Information". naveenpatnaik.com. naveenpatnaik.com. Retrieved 20 August 2019.
  2. "ବ୍ୟାଙ୍କ". sambalpur.nic.in. sambalpur.nic.in. Retrieved 20 August 2019.
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.