ଦେବୀ ନଦୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
An illustration of Mahanadi Koyakhai distributray system in Odisha, India draining into Bay of Bengal and Chilka lake. Picture not drawn to scale

ଦେବୀ ନଦୀ  କେଦ୍ର -ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡ଼ିଶା , ଛତିଶଗଦ ଆଦି ରାଜ୍ୟ ଦେଇ ପ୍ରବାହିତ ର ମୁଖ୍ୟ ନଦୀ ମହାନଦୀ ର ଏକ ମୁଖ୍ୟ ଉପନଦୀ । ଏହା ଓଡ଼ିଶା ର ଜଗତସିଂହପୁରୋ ପୁରୀ ଜିଲ୍ଲା ଦେଇ ପ୍ରବାହିତ ହେଇ ବଙ୍ଗୋପସାଗର ରେ ପତିତ ହେଇଥାଏ । 

ଗତିପଥ [ସମ୍ପାଦନା]

ଏହି ନଦୀ ମହାନଦୀ ର ଉପନଦୀ ଜଳ ସମୂହ ର ଚୁଡାନ୍ତ ପର୍ଯ୍ୟାୟ ରେ ରହିଛି । [୧]ପ୍ରଥମେ କାଠଜୁରି କୁହା ଯାଉଥିବା ଏହି ନଦୀ କଟକ ଠାରେ ମହାନଦୀ ରୁ ବିଚ୍ଛିନ୍ନ ହେଇ ଆଲିପିଙ୍ଗଳ , ମାଛଗା, ନୂଆଗା ଦେଇ ପୁରୀ ଜିଲ୍ଲା ର ଆସ୍ତରଙ୍ଗ କନାସ ବ୍ଲକ ଦେଇ ପ୍ରବାହିତ ହୁଏ । [୨] ଏହା ବଙ୍ଗୋପସାଗର ରେ କଟକ ଓ ପୁରୀ ଜିଲ୍ଲା ର ସୀମା ନିକଟ ରେ ମହାନଦୀ ର ମୁହାଁ ନିକଟ ରେ 70 କିଲୋମିଟର ଦୂର ରେ ପତିତ ହୁଏ । [୩] ନଦୀ ର ମୁହାଣ ଘଞ୍ଚ ଅରଣ୍ୟ ରେ ପରିପୂର୍ଣ ଓ ଜନବସତି ଶୂନ୍ୟ  । [୪]

ନୌଚାଳନ [ସମ୍ପାଦନା]

ଏହି ନଦୀ ମାଛଗା ଯାଏ ସୁନାବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ , ମାତ୍ର ବହୁ ପରିମାଣ ରେ ବାଲୁକା ଯୋଗୁଁ ଏହା ମଧ୍ୟ କୁ ବଡ ଜାହାଜ ଆସି ପରେ ନାହି । 1988 ରେ ଏଠାରେ ନଉକା ଦୁର୍ଘଟଣା ରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ । [୫]

କଚ୍ଛପ ଜନ୍ମସ୍ଥାନ [ସମ୍ପାଦନା]

ଏହି ନଦୀ ମୁହାଣ ନିକଟ ରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ଅନେକ ସଂଖ୍ୟା ରେ ଅଲିଭ ରିଡଲି ପ୍ରଜାତି ର କଚ୍ଛପ ସମୁଦ୍ର ରୁ ଆସି ନଦୀ ଶଯ୍ୟା ରେ ବାଲୁକା ରେ ପ୍ରତିବର୍ଷ ଆସି  ଅଣ୍ଡା ଦେଇ ଥାନ୍ତି । .[୬]  ପ୍ରାୟ ବର୍ଷ କୁ ଶୀତ କାଳ ରେ 800,000 କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତମାନ ବହୁଳ ମୋଟର ବୋଟ ଦ୍ଵାରା ମୁହାଣ ଅଞ୍ଚଳ ରେ ମାଛ ଧାରା ପାଇଁ ଏହା କମି ଯାଉଥିବାର ଲକ୍ଷ୍ୟ କରାଯାଏ । .[୭][୮] ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । [୯]

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]