ଖଳିଆପାଳି
ଦେଖଣା
ଖଳିଆପାଳି | |
|---|---|
city | |
| Country | |
| State | ଓଡ଼ିଶା |
| District | ବରଗଡ଼ |
| Population (2001) | |
| • Total | ୫,୨୫୭ |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | OD |
| Website | odisha |
ଖଳିଆପାଲି, ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ଗ୍ରାମ ।[୧]
ଜନସଂଖ୍ୟା
[ସମ୍ପାଦନା]୨୦୦୧ ମସିହା ଜନଗଣନା [୨]ଅନୁସାରେ ଏହି ସହରର ଜନସଂଖ୍ୟା ୫,୨୫୭ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୫୨% ଥିବା ବେଳେ ମହିଳା ସଂଖ୍ୟା ୪୮% ଥିଲା । ଏଠାରେ ସାକ୍ଷ୍ୟରତା ହାର ୭୬% ଯାହା ଜାତୀୟ ହାରଠାରୁ ଢେର ଅଧିକ । ପୁରୁଷ ସାକ୍ଷରତା ହାର ୮୩ % ହେଇଥିବା ବେଳେ ମହିଳା ସାକ୍ଷ୍ୟରତା ହାର ୬୮% ଥିଲା । ଏଠାରେ ୬ ବର୍ଷରୁ କମ ସଂଖ୍ୟା ୧୦% ଥିଲା ।
୧୯୭୨ ମସିହାରୁ ଏଠାରେ ଏକ ପଞ୍ଚାୟତ ସ୍କୁଲ ଅଛି ।[୩]
ଆଧାର
[ସମ୍ପାଦନା]- ↑ "BARGARH District - Bijepur Block - Badbrahmani Panchayat - Khaliapali Information". naveenpatnaik.com. naveenpatnaik.com. Archived from the original on 29 August 2019. Retrieved 29 August 2019.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "KHALIAPALI P.S. , SIALKHANDAHATA". www.odishahelpline.com. odishahelpline. Retrieved 29 August 2019.