ପାତ୍ରପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାତ୍ରପୁର
village
Country India
StateOdisha
DistrictGanjam
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
PIN
761004
Telephone code0680
ଯାନବାହାନ ପଞ୍ଚୀକରଣ
  • OD-07
Nearest TownChikiti
Ichapuram (Andhra Pradesh)
Climatenormal (Köppen)

ପାତ୍ରପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆନ୍ଧ୍ରପ୍ରଦେଶର ସିମାଞ୍ଚଳଠାରେ ଥିବା ଏକ ଛୋଟ ସହର ।[୧][୨] ଏହା ବ୍ରହ୍ମପୁରର ଦକ୍ଷିଣ ପଶ୍ଚିମକୁ ରହିଛି । ଏହା ଗଞ୍ଜାମ ଜିଲ୍ଲାର ସର୍ବ ବୃହତ ଗ୍ରାମ ଓ ଏଠାରେ ୧୫,୦୦୦ ଲୋକ ବସବାସ କରନ୍ତି । ଏହା ଏକ ବ୍ଲକ ଅଞ୍ଚଳ ମଧ୍ୟ ।[୩] ଏହି ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳ ଗୋପାଳସାଗର, ଶ୍ରୀରାମପୁର, ସପଙ୍ଗ ଆଦି । [୪] 

ଆଖପାଖ ଅଞ୍ଚଳ ପାଇଁ ପାତ୍ରପୁର ଏକ ବ୍ୟବସାୟ କେନ୍ଦ୍ର । ଏହାର ମୁଖ୍ୟ ଜୀବିକା ଅର୍ଜନ ସ୍ରୋତ ଚାଷ । ଏଠାରେ ସମସ୍ତ ପ୍ରକାର ଆଧୁନିକସେବା ଉପଲବ୍ଧ ହେବା ସହ ଶିକ୍ଷାର ମଧ୍ୟ ଉତ୍ତମ ବ୍ୟବସ୍ଥା ରହିଛି । ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବାରୁ ଏଠାକାର ଅଧିକାଂଶ ଲୋକେ ଓଡ଼ିଆ ସହ ତେଲୁଗୁ ଭାଷା ମଧ୍ୟ ଜାଣନ୍ତି ଓ ଆନ୍ଧ୍ରପ୍ରଦେଶ ସହ ବ୍ୟବସାୟିକ ସମ୍ବନ୍ଧ ରଖିଥାନ୍ତି । ଏଠାରେ ଠାକୁରାଣୀ ଯାତ୍ରାରେ ୫୦,୦୦୦ ଲୋକ ସମାଗମ ହୁଅନ୍ତି । 

ଆଧାର [ସମ୍ପାଦନା]

  1. Orissa (India). (1964). The Orissa Gazette.
  2. http://www.mapsofindia.com/villages/orissa/ganjam/jarada/patrapur.html
  3. "GANJAM District - Patrapur Block Information". www.naveenpatnaik.com. naveenpatnaik.com. Retrieved 20 August 2019.[permanent dead link]
  4. http://www.naveenpatnaik.com/Patrapur-Village-18111-2414.html[permanent dead link]

ବାହାର ଲିଙ୍କ [ସମ୍ପାଦନା]