ପାତ୍ରପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ପାତ୍ରପୁର
village
ପାତ୍ରପୁର is located in ଓଡ଼ିଶା
ପାତ୍ରପୁର
ପାତ୍ରପୁର
Location in Orissa, India
ଅବସ୍ଥିତି: 19°07′55″N 84°34′13″E / 19.13194°N 84.57028°E / 19.13194; 84.57028Coordinates: 19°07′55″N 84°34′13″E / 19.13194°N 84.57028°E / 19.13194; 84.57028
Country India
StateOdisha
DistrictGanjam
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ପିନ କୋଡ଼761004
Telephone code0680
ଗାଡ଼ି ପଞ୍ଜିକରଣ
  • OD-07
Nearest TownChikiti
Ichapuram (Andhra Pradesh)
Climatenormal (Köppen)

ପାତ୍ରପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆନ୍ଧ୍ରପ୍ରଦେଶର ସିମାଞ୍ଚଳଠାରେ ଥିବା ଏକ ଛୋଟ ସହର ।[୧][୨] ଏହା ବ୍ରହ୍ମପୁରର ଦକ୍ଷିଣ ପଶ୍ଚିମକୁ ରହିଛି । ଏହା ଗଞ୍ଜାମ ଜିଲ୍ଲାର ସର୍ବ ବୃହତ ଗ୍ରାମ ଓ ଏଠାରେ ୧୫,୦୦୦ ଲୋକ ବସବାସ କରନ୍ତି । ଏହା ଏକ ବ୍ଲକ ଅଞ୍ଚଳ ମଧ୍ୟ ।[୩] ଏହି ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳ ଗୋପାଳସାଗର, ଶ୍ରୀରାମପୁର, ସପଙ୍ଗ ଆଦି । [୪] 

ଆଖପାଖ ଅଞ୍ଚଳ ପାଇଁ ପାତ୍ରପୁର ଏକ ବ୍ୟବସାୟ କେନ୍ଦ୍ର । ଏହାର ମୁଖ୍ୟ ଜୀବିକା ଅର୍ଜନ ସ୍ରୋତ ଚାଷ । ଏଠାରେ ସମସ୍ତ ପ୍ରକାର ଆଧୁନିକସେବା ଉପଲବ୍ଧ ହେବା ସହ ଶିକ୍ଷାର ମଧ୍ୟ ଉତ୍ତମ ବ୍ୟବସ୍ଥା ରହିଛି । ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବାରୁ ଏଠାକାର ଅଧିକାଂଶ ଲୋକେ ଓଡ଼ିଆ ସହ ତେଲୁଗୁ ଭାଷା ମଧ୍ୟ ଜାଣନ୍ତି ଓ ଆନ୍ଧ୍ରପ୍ରଦେଶ ସହ ବ୍ୟବସାୟିକ ସମ୍ବନ୍ଧ ରଖିଥାନ୍ତି । ଏଠାରେ ଠାକୁରାଣୀ ଯାତ୍ରାରେ ୫୦,୦୦୦ ଲୋକ ସମାଗମ ହୁଅନ୍ତି । 

ଆଧାର [ସମ୍ପାଦନା]

  1. Orissa (India). (1964). The Orissa Gazette.
  2. http://www.mapsofindia.com/villages/orissa/ganjam/jarada/patrapur.html
  3. "GANJAM District - Patrapur Block Information". http://www.naveenpatnaik.com. naveenpatnaik.com. Retrieved 20 August 2019. External link in |website= (help)
  4. http://www.naveenpatnaik.com/Patrapur-Village-18111-2414.html

ବାହ୍ୟ ସଂଯୋଗ [ସମ୍ପାଦନା]