ପାଡୁଆ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାଡୁଆ‌
ସହର
Country ଭାରତ
Stateଓଡ଼ିଶା
Districtକୋରାପୁଟ
Time zoneUTC+5:30 (IST)

ପାଡୁଆ‌, ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସହର ।[୧] ଏହା ଆନ୍ଧ୍ରପ୍ରଦେଶର ଆରକୁ ଜିଲ୍ଲାରୁ ଓଡ଼ିଶାର ଜୟପୁରକୁ ଯାଇଥିବା ଜାତୀୟ ରାଜପଥରେ ରହିଛି । ସହରର ନିକଟରେ ଜଳପୁଟ ବନ୍ଧ ଜଳାଶୟ ରହିଛି । 

କିରିଣ୍ଡୁଳ-ବିଶାଖାପାଟଣା ରେଳପଥରେ ପାଡୁଆ‌ ରହିଥିବାରୁ ଏଠାରୁ ଟ୍ରେନ ଯାତ୍ରାର ସୁବିଧା ରହିଛି ।[୨] ପାଡୁଆ‌ ରେଳ ଷ୍ଟେସନ ସହରରୁ ୪ କିଲୋମିଟର ଦୂରରେ ରହିଛି । 

ପାଡୁଆ‌ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ଜନସଂଖ୍ୟା [ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ପାଡୁଆ‌ର ଜନସଂଖ୍ୟା ୧,୩୬୮ ରହିଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୬୭୫ ଥିବା ବେଳେ ମହିଳା ସଂଖ୍ୟା ୬୯୩ ଥିଲା ।  [୩]

ପର୍ଯ୍ୟଟନ [ସମ୍ପାଦନା]

ଏଠାରେ ଥିବା ଜଳାପୁଟ ହ୍ରଦର ପ୍ରକୃତିକ ଦୃଶ୍ୟ ପାଇଁ ଏହି ସ୍ଥାନ ପର୍ଯ୍ୟଟନ ଆକର୍ଷଣ ସାଜିଛି । 

ଆଧାର [ସମ୍ପାଦନା]

  1. "ଡାକ". koraput.nic.in. କୋରାପୁଟ ଜିଲ୍ଲା କାର୍ଯ୍ୟାଳୟ. Retrieved 13 ଅଗଷ୍ଟ 2019.
  2. http://www.thehindu.com/todays-paper/tp-national/tp-andhrapradesh/waltair-division-revenue-crosses-rs-5000crore-mark/article4613485.ece
  3. http://censusindia.gov.in/PopulationFinder/View_Village_Population.aspx?pcaid=673376&category=VILLAGE