ଖରିଆ ଭାଷା
Appearance
Kharia | |
---|---|
ଅଞ୍ଚଳ | ଭାରତ (ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ), ନେପାଳ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
Austroasiatic
| |
ଭାଷା କୋଡ୍ | |
ISO ୬୩୯-୩ | khr |
ELP | Kharia |
ଖରିଆ ଭାଷା(autonym: kʰaɽija or kʰeɽija[୨])ପୂର୍ବ ଭାରତର ମୁଣ୍ଡା ଜନଜାତିର ଲୋକ ବ୍ୟବହାର କରୁଥିବା ଏକ ଭାଷା ।
ଶ୍ରେଣୀବିଭାଗ
[ସମ୍ପାଦନା]ଖରିଆ ଭାଷା ମୁଣ୍ଡା ଭାଷା ପରିବାରର ଖରିଆ- ଜୁଆଙ୍ଗ ଶାଖା । ଏହା ଜୁଆଙ୍ଗ ଭାଷା ସହ ଅନେକ ସମାଞ୍ଜସ୍ୟ ରଖିଥାଏ । ତେବେ ଖରିଆ ଓ ଜୁଆଙ୍ଗ ଦୁଇଟି ଭିନ୍ନ ପ୍ରକାର ଭେଦ । ମୁଣ୍ଡା ଭାଷା ସମୂହ ପରିବାରରେ ଖରିଆ ଓ ଜୁଆଙ୍ଗକୁ ଏକ ଉପଶ୍ରେଣୀ ଭାବରେ ରଖାଯାଇଥାଏ । ତେବେ ଅତି ପ୍ରାଚୀନ ଶ୍ରେଣୀବିଭାଗରେ ଏହାକୁ କେନ୍ଦ୍ରୀୟ ମୁଣ୍ଡା ଭାଷାର ଏକ ସ୍ୱାଧୀନ ପ୍ରଜାତି ଭାଷା ବୋଲି କୁହାଯାଇଥାଏ ।
ଖରିଆ ଭାଷାର ମୁଣ୍ଡରୀ, କୁରୁଖ, ହିନ୍ଦୀ ଓ ଓଡ଼ିଆ ଭାଷା ସହ ସମ୍ପର୍କ ରହିଥାଏ ।
ବିସ୍ତାରଣ
[ସମ୍ପାଦନା]ଖରିଆ ଭାଷା କହୁଥିବା ଲୋକ ଏହି ରାଜ୍ୟ ମାନଙ୍କରେ ରହିଥିବାର ଜଣାଯାଏ ,
- ଝାଡ଼ଖଣ୍ଡ
- ଶିମୋଗା ଜିଲ୍ଲା
- ଗୁମଳା ଜିଲ୍ଲା
- ଛତିଶଗଡ଼
- ସରଗୁଜା ଜିଲ୍ଲା
- ରାୟଗଡ଼ ଜିଲ୍ଲା
- ଓଡ଼ିଶା
- ସୁନ୍ଦରଗଡ଼ ଜିଲ୍ଲା
ଆଧାର
[ସମ୍ପାଦନା]- ↑ Kharia at Ethnologue (18th ed., 2015)
- ↑ Peterson, John. 2008.
- Gagan Chandra Banerjee (1894). Introduction to the Khariā Language. Bengal Secretariat Press. Retrieved 25 August 2012.
- Peterson, John. 2008. "Kharia". In Anderson, Gregory D.S (ed). The Munda languages, 434-507. Routledge Language Family Series 3.New York: Routledge. ISBN 0-415-32890-X.
ବାହାର ଲିଙ୍କ
[ସମ୍ପାଦନା]- Online Kharia Dictionary Archived 2016-03-03 at the Wayback Machine.