Jump to content

ଖରିଆ ଭାଷା

ଉଇକିପିଡ଼ିଆ‌ରୁ
ଖଡ଼ିଆ
ଅଞ୍ଚଳଭାରତ (ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ), ନେପାଳ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[]
ଭାଷା କୋଡ୍
ISO ୬୩୯-୩khr
ELPKharia

ଖଡ଼ିଆ ଭାଷା (autonym: kʰaɽija or kʰeɽija[]) ପୂର୍ବ ଭାରତର ମୁଣ୍ଡା ଜନଜାତି କଥିତ ଏକ ଭାଷା । 

ଶ୍ରେଣୀବିଭାଗ 

[ସମ୍ପାଦନା]

ଖଡ଼ିଆ ଭାଷା ମୁଣ୍ଡା ଭାଷା ପରିବାରର ଖଡ଼ିଆ- ଜୁଆଙ୍ଗ ଶାଖା । ଏହା ଜୁଆଙ୍ଗ ଭାଷା ସହ ଅନେକ ସମାଞ୍ଜସ୍ୟ ରଖିଥାଏ । ତେବେ ଖଡ଼ିଆ ଓ ଜୁଆଙ୍ଗ ଦୁଇଟି ଭିନ୍ନ ପ୍ରକାର ଭେଦ । ମୁଣ୍ଡା ଭାଷା ସମୂହ ପରିବାରରେ ଖଡ଼ିଆ ଓ ଜୁଆଙ୍ଗକୁ ଏକ ଉପଶ୍ରେଣୀ ଭାବରେ ରଖାଯାଇଥାଏ । ତେବେ ଅତି ପ୍ରାଚୀନ ଶ୍ରେଣୀବିଭାଗରେ ଏହାକୁ କେନ୍ଦ୍ରୀୟ ମୁଣ୍ଡା ଭାଷାର ଏକ ସ୍ୱାଧୀନ ପ୍ରଜାତି ଭାଷା ବୋଲି କୁହାଯାଇଥାଏ । 

ଖଡ଼ିଆ ଭାଷାର ମୁଣ୍ଡାରୀ, କୁରୁଖ, ହିନ୍ଦୀ ଓ ଓଡ଼ିଆ ଭାଷା ସହ ସମ୍ପର୍କ ରହିଥାଏ । 

ବିସ୍ତାରଣ 

[ସମ୍ପାଦନା]

ଖଡ଼ିଆ ଭାଷା କହୁଥିବା ଲୋକ ଏହି ରାଜ୍ୟ ମାନଙ୍କରେ ରହିଥିବାର ଜଣାଯାଏ , 

  • ଝାଡ଼ଖଣ୍ଡ
    • ଶିମୋଗା ଜିଲ୍ଲା
    • ଗୁମଳା ଜିଲ୍ଲା
  • ଛତିଶଗଡ଼
    • ସରଗୁଜା ଜିଲ୍ଲା 
    • ରାୟଗଡ଼ ଜିଲ୍ଲା 
  • ଓଡ଼ିଶା
    • ସୁନ୍ଦରଗଡ଼ ଜିଲ୍ଲା 

ଆଧାର 

[ସମ୍ପାଦନା]
  1. ଖଡ଼ିଆ at Ethnologue (18th ed., 2015)
  2. Peterson, John. 2008.
  • Gagan Chandra Banerjee (1894). Introduction to the Khariā Language. Bengal Secretariat Press. Retrieved 25 August 2012.
  • Peterson, John. 2008. "Kharia". In Anderson, Gregory D.S (ed). The Munda languages, 434-507. Routledge Language Family Series 3.New York: Routledge. ISBN 0-415-32890-X.

ବାହାର ଲିଙ୍କ 

[ସମ୍ପାଦନା]