Jump to content

ସମ୍ବଲପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
Sambalpur State
ସମ୍ବଲପୁର / संबलपुर
Princely State of British India
1493–1848
Location of Sambalpur
Location of Sambalpur
Former state of Sambalpur as a British district in pink in the Imperial Gazetteer of India
History
  Foundation of the state 1493
  Annexed by the British Raj 1848
Area
  1901 ୧,୩୯୯ km2 (୫୪୦ sq mi)
Population
  1901 ୭୯,୯୦୦ 
Density ୫୭.୧ /km2  (୧୪୭.୯ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
1825 ମସିହାରେ ସମ୍ବଲପୁରର ପୁରାତନ ଦୁର୍ଗ, ମହାନଦୀ କୁଳ ରେ 

ସମ୍ବଲପୁର , ସମଭାଲପୁର ବା ହିରାଖଣ୍ଡ ନାମରେ ମଧ୍ୟ ପରିଚିତ , ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ସମ୍ବଲପୁର ସହରରେ ଥିଲା ଓ 1849 ମସିହାରେ ଏହି ରାଜ୍ୟକୁ ବ୍ରିଟିଶ[]ମାନେ ନିଜ ଅଧୀନକୁ ନେଇଯାଇଥିଲେ । ଏହାର ଆୟତନ 1,399 ବର୍ଗ କିଲୋମିଟର ଥିବା ବେଳେ 1901 ମସିହାରେ ଏହାର ଲୋକ ସଂଖ୍ୟା 79,900 ଥିଲା । population of 79,900 persons according to the 1901 census.

ଇତିହାସ 

[ସମ୍ପାଦନା]

ସମ୍ବଲପୁର ରାଜ୍ୟ 15 ଶ ଶତାବ୍ଦୀରେ ବଲରାମ ଦେଓଙ୍କଦ୍ୱାରା ପ୍ରତିଷ୍ଠିତ ହେଇଥିଲା ।[] ସେ ଚୌହାନ ବଂଶର ରାଜପୁତ ଥିଲେ । ପାଟଣା ରାଜ୍ୟର ରାଜା ନରଶିଙ୍ଗ ଦେଓ ତାଙ୍କର ବ୍ରାତା ଥିଲେ । 1540ରେ ପାଟଣା ରାଜ୍ୟ ଦ୍ୱିଭାଜିତ ହେଇ ପାଟଣା ଅଂଶ ନରାଶିଙ୍ଗ ଦେଓ ଶାସକ ରହିଥିବା ବେଳେ ଉତ୍ତରାଞ୍ଚଳ ବଲରାମ ଦେଓ ଶାସନ କଲେ । ବଲରାମ ତାଙ୍କର ନୂତନ ରାଜଧାନୀ ସମ୍ବଲପୁରଠାରେ କରିଥିଲେ । .[]

ସମ୍ବଲପୁର ରାଜ୍ୟ ଅଧୀନରେ କେତେକ ଗଡଜାତ ରାଜ୍ୟ ଥିଲେ ଓ ସରଙ୍ଗଗଡ ରାଜ୍ୟ ସହ ସମ୍ବଲପୁରର ବନ୍ଧୁତା ଥିଲା । 1800 ମସିହା ଯାଏ ଚୌହାନ ବଂଶଦ୍ୱାରା ଶାସିତ ହେବା ପରେ ଏହା ଭୋସଲେ ବଂଶ ହାତକୁ ଗଲା ।[] 

ସମ୍ବଲପୁରକୁ ମରଠାମାନେ 1808 ଓ 1817ରେ ଆକ୍ରମଣ କରିଥିଲେ । ଇଂରେଜମାନେ ମରଠା ମାନଙ୍କୁ ପରାସ୍ତ କରି ଚୌହାନ ରାଜାଙ୍କୁ ରାଜ୍ୟ ଦେଇଥିଲେ । 1818 ମସିହାରେ ବ୍ରିଟିଶ ମାନଙ୍କ ତତ୍ତ୍ୱାବଧାନରେ  ରେ ସମ୍ବଲପୁରର ଶାସନ ରହିଲା । 1849 ମସିହାରେ ରାଜବଂଶରେ କେହି ପୁରୁଷ ଉତ୍ତରାଧିକାରୀ ନ ରହିବାରୁ ଏହା ବ୍ରିଟିଶ ଅଧୀନକୁ ଗଲା । 

1857ରେ ଏହି ରାଜପରିବାର ବଂଶଜ ସୁରେନ୍ଦ୍ର ସାଇ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ସମ୍ବଲପୁର 1858ରୁ କଟକ ଡିଭିଜନ ଅଧୀନରେ ରହି ପରେ କେନ୍ଦ୍ରୀୟ ପ୍ରଭିନ୍ସକୁ ଗଲା । 

ସମ୍ବଲପୁରର ଶାସକ ମାନଙ୍କୁ ରାଜା କୁହାଯାଉଥିଲା .[]

  • 1690 - 1725 Chhatrasal
  • 1725 - 1732 Ajit Singh
  • 1732 - 1778 Abhai Singh
  • 1778 - 1782 Balbhadra Sai
  • 1782 - 1797 Jayanta Singh (1st time) (d. 1818)
  • 1808 - 1817 Maratha occupation
  • 1817 - 1818 Jayanta Singh (2nd time) (s.a.)
  • 1818 - 1820 British administration
  • 1820 - 1827 Maharaj Sai (d. 1827)
  • 1827 - 1833 Mohan Kumari (f) -Rani
  • 1833 - 1849 Narayan Singh (d. 1849)
  • 1849 Mukhyapan Devi (f) -Rani
  • 1857 - 1862 Surendra Sai (in rebellion) (b. 1809 - d. 1884)

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Maratha Empire
  • Doctrine of lapse
  • History of Sambalpur
  • Timeline of Sambalpur

ଆଧାର 

[ସମ୍ପାଦନା]
  1. Great Britain India Office.
  2. Orissa District Gazetteers, Appendix III, Page 86-87
  3. Historical Sambalpur Archived 2012-10-23 at the Wayback Machine..
  4. Great Britain India Office.
  5. Princely States of India

ବାହାର ଲିଙ୍କ 

[ସମ୍ପାଦନା]