ବନ୍ଧାଗୁଡ଼ା
ଦେଖଣା
(ବନ୍ଧାଗୁଡାରୁ ଲେଉଟି ଆସିଛି)
Bandhaguda
ବନ୍ଧାଗୁଡ଼ା | |
---|---|
Village | |
Country | India |
State | Odisha |
District | Ganjam |
Population | |
• Total | ୬,୦୦୦ |
Languages | |
Time zone | UTC+5:30 (IST) |
PIN | 761106 |
Telephone code | 06822 |
ଯାନବାହାନ ପଞ୍ଚୀକରଣ | OR-07/OD-07 |
Nearest city | Sheragada, Aska, Berhampur |
Avg. Summer Temperature | 42 °C (108 °F) |
Website | odisha |
ବନ୍ଧାଗୁଡ଼ା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ ।[୧] ଏହା ଶେରଗଡ଼ା ବ୍ଲକ ଅଧୀନରେ ଏକ ଗ୍ରାମପଞ୍ଚାୟତ ମଧ୍ୟ ।[୨] ଏହି ଅଞ୍ଚଳର ମୁଖ୍ୟ ଗ୍ରାମ ହିସାବରେ ଏହାଆଖ ଅଞ୍ଚଳର ୧୫ଟି ଗ୍ରାମକୁ ପ୍ରାଥମିକ ଶିକ୍ଷା ଦେଇଥାଏ ।[୩] ବ୍ରହ୍ମପୁର ସହରଠାରୁ ଏହାର ଦୂରତା ୫୫ କିଲୋମିଟର ।
ଜୀବିକା
[ସମ୍ପାଦନା]ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାରେ ଜଳସେଚନର ସୁବିଧା ନଥିବାରୁ ମାତ୍ର ଗୋଟିଏ ଫସଲ ଚାଷ ହେବା ସହ ପନିପରିବା ଉତ୍ପନ୍ନ ହେଇଥାଏ ।
ଶିକ୍ଷା
[ସମ୍ପାଦନା]ଏଠାରେ ୨ଟି ପ୍ରାର୍ଥମିକ ସ୍କୁଲ ଅଞ୍ଚଳର ଗ୍ରାମମାନଙ୍କ ପାଇଁ ପ୍ରାଥମିକସ୍ତରର ଶିକ୍ଷା ଦେଇଥାଏ ।
ସଂସ୍କୃତି
[ସମ୍ପାଦନା]ମୁଖ୍ୟତଃ ହିନ୍ଦୁ ରହୁଥିବା ଗ୍ରାମରେ ଶ୍ରୀକୃଷ୍ଣ ମନ୍ଦିର ସହ ଶିବ ମନ୍ଦିର ଓ ମାଁ କାଳୀ ମନ୍ଦିର ରହିଛି । ଗ୍ରାମରେ ସମସ୍ତ ପ୍ରକାର ଯାନୀ ଯାତ୍ରା ରୀତିମତ ଭାବରେ ହେଇଥାଏ ।
ଆଧାର
[ସମ୍ପାଦନା]- ↑ "Bandhaguda Population - Ganjam, Orissa". www.census2011.co.in. census 2011. Retrieved 20 August 2019.
- ↑ "GANJAM District - Sheragada Block - Bandhaguda Panchayat - Bandhaguda Information". www.naveenpatnaik.com. www.naveenpatnaik.com. Archived from the original on 20 August 2019. Retrieved 20 August 2019.
- ↑ "ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ କେନ୍ଦ୍ର" (PDF). cdn.s3waas.gov.in. s3waas.gov.in. Archived from the original (PDF) on 20 August 2019. Retrieved 20 August 2019.