ଅଙ୍ଗ ନଦୀ
Appearance
ଅଙ୍ଗ ନଦୀ , ଭାରତୀୟ ରାଜ୍ୟ ଓଡ଼ିଶାରେ ବାହିତ ହଉଥିବା ଏକ ନଦୀ । ଏହା ପୂର୍ବ -ମଧ୍ୟ ଭରତର ଏକ ମୁଖ୍ୟ ନଦୀ ମହାନଦୀର ଏକ ଉପନଦୀ । ଏହି ନଦୀ ୪୫୭ ମିଟର ପତ୍ତନ ଉପରୁ ଆସି ମହାନଦୀରେ ମିଶିବା ଆଗରୁ ୨୦୪ କିଲୋମିଟର ଦୁରତ୍ୱ ପ୍ରବାହିତ ହୋଇ ସୋନପୁର ସହରର ଉପର ଦିଗରେ ୧୧ କିଲୋମିଟର ଦୂରରେ ମହାନଦୀ ସହ ସମ୍ମିଳିତ ହୁଏ ।
ଅଙ୍ଗ ନଦୀର ଜଳଗ୍ରହଣ ଅଞ୍ଚଳ ପ୍ରାୟ ୫.୧୨୮ ବର୍ଗ କିଲୋମିଟର ।[୧]
ଆଧାର
[ସମ୍ପାଦନା]- ↑ Sharad K. Jain; Pushpendra K. Agarwal; Vijay P. Singh (16 May 2007). Hydrology and Water Resources of India. Springer Science & Business Media. pp. 601–. ISBN 978-1-4020-5180-7.
This article related to a river in India is a stub. You can help Wikipedia by expanding it. |