Jump to content

ହିନ୍ଦୋଳ ରାଜ୍ୟ

ଉଇକିପିଡ଼ିଆ‌ରୁ
ହିନ୍ଦୋଳ ରାଜ୍ୟ
ହିନ୍ଦୋଳ / हिंडोल
Princely State of British India
1554–1948
Location of Hindol
Location of Hindol
Hindol State in the Imperial Gazetteer of India
History
  Established 1554
  Accession to the Indian Union 1948
Area
  1891 ୮୦୮ km2 (୩୧୨ sq mi)
Population
  1891 ୪୭,୧୮୦ 
Density ୫୮.୪ /km2  (୧୫୧.୨ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ହିନ୍ଦୋଳ ରାଜ୍ୟ, ବ୍ରିଟିଶ ଶାସନ କଳାରେ ଥିବା ଏକ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ହିନ୍ଦୋଳ ସହରରେ ଥିଲା । ସ୍ୱାଧୀନତା ସମୟରେ ହିନ୍ଦୋଳ ବ୍ରିଟିଶମାନଙ୍କ ଅଧୀନ ରାଜ୍ୟ ଭାବେ ଥିଲା ।

ହିନ୍ଦୋଳ  ରାଜ୍ୟ 1554 ମସିହାରେ ଦୁଇଜଣ ଭ୍ରାତା ଲକ୍ଷ୍ମଣ ମରହଟ୍ଟା ଓ ଭରତ ମରହଟ୍ଟାଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେମାନେ ଗଞ୍ଜାମର ଖିମେଡି ରାଜାଙ୍କ ପରିବାରର ଥିଲେ । ସେହି ପରିବାର ମାଦ୍ରାସ ଅଞ୍ଚଳର ଭି ଶାସକ ଥିଲେ । ସେପ୍ଟେମ୍ବର 1803 ମସିହାରେ ଇସ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଆଦିକାର କଳା ପରେ ତାଙ୍କ ସଙ୍ଗେ ସନ୍ଧି ସ୍ଥାପନ କରି ହିନ୍ଦୋଳ ରାଜା ଶାସନ କାଲେ । .

ସ୍ୱାଧୀନତା ପରେ 1 ଜାନୁୟାରୀ 1948ରେ ହିନ୍ଦୋଳ ଭାରତୀୟ ରାଜ୍ୟ ସଂଘ ସହ ସାମିଲ ହେଲା । ଏହା ବର୍ତ୍ତମାନ ଦେଙ୍କନଳ ଜିଲ୍ଲାରେ ରହିଛି ।[]

ହିନ୍ଦୋଳର ଶାସକ  ମାନେ ରାଜପୁତ ଥିଲେ ତାଙ୍କୁ ରାଜା ଡକାଯାଉଥିଲା . [][]

Tenure Name
1691 - 1701 Achyuta Singh Narendra
1701 - 1733 Bhagabat Singh Narendra
1733 - 1770 Damodar Singh Narendra
1770 - 1781 Radhakant Singh Mardraj Jagadeb
1781 - 1786 Ram Chandra Singh Mardraj Jagadeb
1786 - 1829 Kishan Chandra Mardraj Jagadeb
1829 - 1841 Harihar Singh Mardraj Jagadeb
1841 - 1874 Ishwar Singh Mardraj Jagadeb
1874 - 1877 Phokar Singh Mardraj Jagadeb
18 Jul 1877 - 10 Feb 1906 Janardan Mardraj Jagadeb (b. 1853 - d. ....)
10 Feb 1906 - 15 Aug 1947 Naba Kishor Chandra Mardraj Jagadeb (b. 1891 - d. 19...)

ଆଧାର 

[ସମ୍ପାଦନା]