ଏୟାର ଓଡିଶା
Appearance
| ||||
Commenced operations | 2nd November 2012 | |||
---|---|---|---|---|
Hubs | ||||
Fleet size | 9 | |||
Company slogan | Fly With Smile | |||
Parent company | Air Odisha Aviation Private Limited (AOAPL) | |||
Headquarters | Bhubaneswar, Odisha, India | |||
Key people | Radhakanta Pani (Chairman and Managing Director) | |||
Website | www.airodisha.com |
ଏୟାର ଓଡ଼ିଶା ବା ଏଭିଏସନ ପ୍ରାଇଭେଟ ଲିମିଟେଡ (AOAPL) ଏକ ଭାରତୀୟ ବିମାନ ଚାର୍ଟର କମ୍ପାନୀ ଥିଲା । ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅବସ୍ଥିତ ଥିଲା ।[୧]
ଇତିହାସ
[ସମ୍ପାଦନା]ଏୟାର ଓଡ଼ିଶା ଏଭିଏସନ ପ୍ରାଇଭେଟ ଲିମିଟେଡ (AOAPL) ଓଡ଼ିଶା ସରକାରଙ୍କ କମ୍ପାନୀ ଆକ୍ଟ ଅନୁସାରେ ବିମାନ ଚାର୍ଟର ସେବା ଯୋଗେଇବା ପାଇଁ ଗଠିତ ହୋଇଥିଲା । ଏହା ଓଡ଼ିଶାର ଏକମାତ୍ର ଚାର୍ଟର ବିମାନ ସେବା କମ୍ପାନୀ ଓ ଭାରତର ଅଣ ଅନୁଷ୍ଠାନିକ ବିମାନ ସେବା କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ୨୦୧୮ ମସିହା ଫେବୃଆରୀ ୧୩ତାରିଖରୁ ନିଜ ସେବା ଆରମ୍ଭ କରିଥିଲା ।[୨] ୨୦୧୮ ମସିହାରେ ଏହି କମ୍ପାନୀର ୬୦% ଅଂଶଧନ ଅଦାନୀ ଗୃପର କମ୍ପାନୀ ଜିଏସଏସି ମୋନାର୍କ ଆଭିଏସନକୁ ବିକ୍ରୀ ହୋଇଥିଲା ।[୩]
ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]ଏହି କମ୍ପାନୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଚଳା ଚଳ କରୁଥିଲା, କିନ୍ତୁ ଏହାର ନିର୍ଦ୍ଧିଷ୍ଟ ଗନ୍ତବ୍ୟ ସୂଚୀ ନଥିଲା । ଦରକାର ମୁତବକ ଏହା ଚଳାଚଳ କରେ ।
ଫ୍ଲୀଟ
[ସମ୍ପାଦନା]- Cessna 172
- Cessna CitationJet II
- Beechcraft C90 King Air
- Beechcraft B200 King Air
- Cessna 208 Caravan
- Learjet 40XR
- Piper PA-34 Seneca
- Robinson R44
- Bell 407
ସେବା ସମୂହ
[ସମ୍ପାଦନା]- ଭିଆଇପି ଚାର୍ଟର
- Executive and Corporate Charter
- Air Ambulance
- Aerial Joyride Charter
- Film and Industrial
- Election Campaign
- Flower Dropping
- Aviation Consultancy
ଆଧାର
[ସମ୍ପାଦନା]- ↑ "Air Odisha on ch-aviation". ch-aviation.
- ↑ "Air Odisha gets flying permit, to begin ops on Feb 17 from Gujarat". 13 February 2018 – via The Economic Times.
- ↑ By PTI (2018-02-16). "Adani kin buys out Air Deccan, picks up 60% in Air Odisha – The Economic Times". M.economictimes.com. Retrieved 2018-05-07.