ବୋଲଗଡ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bolagarh
ବୋଲଗଡ
Country Town
Country India
StateOdisha
DistrictKhordha
TahasilBolagarh
Elevation
20 m (70 ft)
Population
 (2009)
 • Total୪୯,୪୦୩[୧]
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Lok Sabha constituencyBhubaneswar
Vidhan Sabha constituencyBolagarh-Begunia
Websiteodisha.gov.in

ବୋଲଗଡ [୨] iଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଏକ ତହସିଲ ଅଞ୍ଚଳ । ଏହା ମଧ୍ୟ ଦେଇ ଜାତୀୟ ରାଜପଥ 224 ଯାଇଛି ।  

ଏହାକୁ ଏକ ଗ୍ରାମୀଣ ସହର ବୋଲି କୁହାଯାଉଥିଲେ ମଧ୍ୟ ଏଠାରେ ସଂସ୍କୃତିର ବହୁଳ ଉନ୍ନତି ହେଇଛି । ଏକଦା ପାଇକ ବିଦ୍ରୋହ ସମୟରେ ଏହା ଏକ ମୁଖ୍ୟ ସ୍ଥଳ ଭାବରେ ଥିଲା। 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଏହି ଗ୍ରାମ ଖୋର୍ଦ୍ଧା ଜିଲ୍ଲାର ଏକ ତହସିଲ ଇଲାକା । ଏହାର   latitude 20.1728756 and longitude 85.2756 ।[୩] ଏହା ଭୁବନେଶ୍ୱରଠାରୁ 59.9 କିଲୋମିଟର ଦୁରବର୍ତୀ ।

ଜଳବାଯୁ [ସମ୍ପାଦନା]

ଏଠାରେଗ୍ରୀଷ୍ମ କାଳରେ 42 ଡିଗ୍ରୀ ଯାଏ ଗରମ ହୁଏ । 

ଦର୍ଶନୀୟ ସ୍ଥାନ ସମୂହ [ସମ୍ପାଦନା]

  • ଘନଶ୍ୟାମ ପିଣ୍ଡିକା ସଂଗ୍ରହାଳୟ  [୪]
  • ଜଗନ୍ନାଥ ମନ୍ଦିର 
  • ଦୋଳଯାତ୍ରା ପ୍ରାନ୍ତର 
  • ମାଁ  ବାଟ ମଙ୍ଗଳା ମନ୍ଦିର 
  • ମାଁ ଭୂଇ -ଆଣି ମନ୍ଦିର 
  • ଗବାଦୀ ମହାବୀର ମନ୍ଦିର 

ଯାନୀ ଯାତ୍ରା [ସମ୍ପାଦନା]

ଏଠାରେ ଦୂର୍ଗା ପୂଜା , ଡୋଲ ଯାତ୍ରା , ଧନୁ ଯାତ୍ରା , ଚନ୍ଦନା ଯାତ୍ରା , ଗଜଲକ୍ଷ୍ମୀ ପୂଜା ଆଦି ପ୍ରତିବର୍ଷ ହୁଏ । ବୋଲଗଡ ମହୋତଶବ ମଧ୍ୟ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ ।  [୫]

ଶିକ୍ଷା [ସମ୍ପାଦନା]

ଏଠାରେ ହାଇ ସ୍କୁଲ ବାଳିକା ହାଇ ସ୍କୁଲ ସମେତ ଏକ କଲେଜ ମଧ୍ୟ ରହିଛି । ତାହା ଛଡା ବେସରକାରୀ ଓ ଇଂରେଜ ମାଧ୍ୟମ ସ୍କୁଲ ସବୁ ମଧ୍ୟ ରହିଛି । 

ଯାତାୟତ [ସମ୍ପାଦନା]

ବୋଲଗଡକୁ ପହଞ୍ଚିବା ପାଇଁ ସଡକ ପଥରେ ଭୁବନେଶ୍ୱରଠାରୁ ଯାଇ 2 ଘଣ୍ଟାରେ ପହଞ୍ଚି ହୁଏ । ନିକଟସ୍ଥ ରେଳଷ୍ଟେସନ ନୟାଗଡ଼ ଜିଲ୍ଲାର  ରାଜସୁନଖଳା 8 କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମର ନିକଟସ୍ଥବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଓ ଏହା 58 କିଲୋମିଟର ଦୂରରେ ଅବସ୍ଥିତ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. http://www.fallingrain.com/world/IN/21/Bolagarh.html
  2. "ଆର୍କାଇଭ୍ କପି". Archived from the original on 2016-03-03. Retrieved 2016-12-04. {{cite web}}: Cite has empty unknown parameter: |1= (help)
  3. http://wikiedit.org/India/Bolagarh/264211/
  4. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-12-04. {{cite web}}: Cite has empty unknown parameter: |1= (help)
  5. http://www.onefivenine.com/india/villag/Khordha/Bolagarh