ହନୁମାନପୁର
ଦେଖଣା
ହନୁମାନପୁର | |
---|---|
village | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୁଳ |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD-19/OD-35 |
ହନୁମାନପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଗ୍ରାମ ।[୧]
୨୦୧୧ ଜନଗଣନା ଅନୁସାରେ ହନୁମାନପୁରର ଜନସଂଖ୍ୟାରେ ୮୦୪ ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୪୨୩ ହେଇଥିବା ସମୟରେ ମହିଳା ସଂଖ୍ୟା ୩୮୧ ଥିଲା । ଏଠାରେ ୧୭୯ଟି ପରିବାର ବସବାସ କରୁଥିଲେ । ଏଠାକାର ସାକ୍ଷରତା ହାର ୬୮.୪୭% ଥିଲା ଯାହା ଓଡ଼ିଶାର ହାର ୭୨.୮୭%ଠାରୁ କମ ଥିଲା ।[୨] ଏହି ଗ୍ରାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ।[୩] କଣିହାଁ ବ୍ଲକ ବନାଞ୍ଚଳ ପାଖରେ ଥିବାରୁ, ଏହି ଗ୍ରାମରେ ବେଳେବେଳେ ହାତି ଉପଦ୍ରବ ହୋଇଥାଏ ।[୪]
ଆଧାର
[ସମ୍ପାଦନା]- ↑ "Villages & Gram Panchayats List of Blockwise Gram Panchayat of the District". angul.nic.in. angul.nic.in. Retrieved 24 July 2019.
- ↑ "Hanumanpur". 2011 Census of India. Government of India. Archived from the original on 13 December 2016. Retrieved 15 December 2016.
- ↑ "ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗ୍ରାମ- ହନୁମାନପୁର , ଗ୍ରା.ପ.-ହନୁମାନପୁର , (ପଞ୍ଚ।ୟତ ସମିତି -କଣିହା)". angul.nic.in. angul.nic.in. Retrieved 24 July 2019.
- ↑ "କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର". www.dharitri.com. dharitri. Retrieved 24 July 2019.