ବଲାଙ୍ଗୀର ଏଆରଷ୍ଟ୍ରିପ
ଦେଖଣା
| ବଲାଙ୍ଗୀର ଏଆରଷ୍ଟ୍ରିପ | |||
|---|---|---|---|
| IATA: none – ICAO: VE36 | |||
| ସାରକଥା | |||
| ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ/ବେସରକାରୀ | ||
| Owner | ଓଡ଼ିଶା ସରକାର | ||
| ସେବା | ବଲାଙ୍ଗୀର | ||
| ଅବସ୍ଥାନ | ଟୁରୁସା, ବଲାଙ୍ଗୀର ଜିଲ୍ଲା, ଓଡ଼ିଶା | ||
| ଉଚ୍ଚତା (ସମୁଦ୍ର ଠାରୁ) | 656 ft / 200 m | ||
| ଦିଗବାରେଣି | 20°30′41″N 83°26′50″E / 20.51139°N 83.44722°E | ||
| Map | |||
| ଓଡ଼ିଶାରେ ଅବସ୍ଥିତି | |||
| ରନବେ | |||
| ଦିଗ | ଲମ୍ବ | ଭୂମି | |
| ft | m | ||
| ୦୬/୨୪ | ୪୨୩୫ | ୧୨୯୦ | ଆସଫାଲ୍ଟ |
ବଲାଙ୍ଗୀର ଏଆରଷ୍ଟ୍ରିପ (IATA: VE63) ଭାରତର ଓଡ଼ିଶାସ୍ଥିତ ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ଏକ ବିମାନ ଅବତରଣ ସ୍ଥଳ । ଏହା ଏକ ବେସରକାରୀ/ସର୍ବସାଧାରଣ ବିମାନ ବନ୍ଦର । ଏହା ନିକଟସ୍ଥ ବିମାନ ଅବତରଣ ସ୍ଥଳ/ବିମାନବନ୍ଦର ଭବାନୀପାଟଣାର ଉତ୍କେଲା ଏଆରଷ୍ଟ୍ରିପ । [୧]
ଆଧାର
[ସମ୍ପାଦନା]- ↑ "Airports in Odisha, India @ OurAirports". ourairports.com. Archived from the original on 2019-04-10. Retrieved 2019-04-10.