ବ୍ୟବହାରକାରୀଙ୍କ ଆଲୋଚନା:Hellohappy
ପାଛୋଟା!
ଓଳିଗି, Hellohappy ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!
---Srikant Kedia ୦୫:୪୧, ୬ ମେ ୨୦୧୨ (UTC)
(-: ହାପି :-)
ଆପଣ ଯେତେବେଳେ କିଛି ଆଲୋଚନା କରୁଛନ୍ତି ବା ପ୍ରଶ୍ନ ପଚାରୁଛନ୍ତି ସେତେବେଳେ ଶେଷରେ ~~~~ ଟିଲଡ଼େ (Tilde) ଚିହ୍ନ ଦିଅନ୍ତୁ । କିବୋର୍ଡ ରେ ESC ତଳେ ଥିବା ବଟନ । ଲେଖା (article) ରେ କେବେବି ଦେବେନି ଏ ଚିହ୍ନ । ଧନ୍ୟବାଦ -- ଅηsuмaη Talk ୦୬:୨୭, ୭ ମେ ୨୦୧୨ (UTC)
ଛବି ବାଦଦରେ[ସମ୍ପାଦନା]
ଆଦରର ସାଙ୍ଗ,
ଆପଣ କ୍ୟାପିଟାଲ ହାଇ ସ୍କୁଲ ପୃଷ୍ଠାଟି ଆରମ୍ଭ କରି ସେଥିରେ ଅନେକ ତଥ୍ୟ ଯୋଡିଚାଲିଥିବା ଏକ ଆନନ୍ଦର କଥା!
ତେବେ ଆପଣ ଯୋଡିଥିବା ନୂଆ ଫଟୋଟି ଆଉ କାହା ଦେଇ ଉଠାଯାଇଛି, ତେଣୁ ତାହା ତାଙ୍କର କପିରାଇଟ ଭିତରେ ଅଛି ଓ ବିନା ଅନୁମତିରେ ତାହାକୁ ଉଇକିପିଡ଼ିଆରେ ଦିଆଯାଇପାରିବ ନାହିଁ । ଯଦି ଆପଣ ନିଜେ କିଛି ଫଟୋ ଉଠାଇଥାନ୍ତି ତେବେhttp://commons.wikimedia.org/wiki/Special:UploadWizard କୁ ଯାଇ ତାହା ଅପଲୋଡ଼ କରନ୍ତୁ ଓ ଏଠାରେ ଦିଅନ୍ତୁ ।--ସୁଭାସିସପାଣିଗାହିମୋତେ କହିବେ କିଛି? ୧୦:୧୫, ୧୫ ମେ ୨୦୧୨ (UTC)
ଧନ୍ୟବାଦ ଭାଇ ସୁଭାସିସ | ଫଟୋ]ଟି ବଦଳାଇ ଦେଲି | Hellohappy (ମୋ ଆଲୋଚନା) ୧୭:୪୨, ୧୫ ମେ ୨୦୧୨ (UTC)
- ହଁ ଦେଖିଲି, ବଢିଆ କାମଟେ କଲେ!!! ଅଶେଷ ସାଧୁବାଦ ଭାଇ, ଆଉ ଏବେ ଆପଣ ଆମ ପରିବାରର ଜଣେ ପାଲଟି ଯାଇଛନ୍ତି, ଆମ ସହିତ ଫେସବୁକ ଦଳ ମଧ୍ୟ ଯୋଗଦିଅନ୍ତୁ, ସେଠାରେ ଆମେ ସାଥି ହୋଇ ନୂଆ ସଭ୍ୟମାନଙ୍କୁ ସହଯୋଗ କରିପାରିବା ଆଉ ସେମାନଙ୍କୁ ମଧ୍ୟ ଲେଖିବା ନିମନ୍ତେ ବାଟ କଢାଇପାରିବା ।--ସୁଭାସିସପାଣିଗାହିମୋତେ କହିବେ କିଛି? ୨୦:୪୧, ୧୫ ମେ ୨୦୧୨ (UTC)
କିଛି ଗୁପୁଚୁପ![ସମ୍ପାଦନା]
![]() |
ଆଦରର ବନ୍ଧୁ, କ୍ୟାପିଟାଲ ହାଇ ସ୍କୁଲ ପ୍ରସଙ୍ଗରେ ଭାଗ ନେଇ ଏହାକୁ ଏକ ସରସ ସୁନ୍ଦର ପ୍ରସଙ୍ଗରେ ପରିଣତ କରୋଥିବାରୁ ଅନେକ ସାଧୁବାଦ ଆଉ କିଛି ଗୁପଚୁପ । ଯଦି ଆପଣ ଓଡ଼ିଶାର ବିଦ୍ୟାଳୟମାନଙ୍କ ବାବଦରେ ଲେଖିବାରେ ଆଗ୍ରହୀ ତେବେ ଦୟାକରି ଓଡ଼ିଶାର ବିଦ୍ୟାଳୟ ପ୍ରକଳ୍ପରେ ଭାଗ ନିଅନ୍ତୁ, ଯାହା ଫଳରେ ସେହି ଏକା ପ୍ରକାରର ପ୍ରସଙ୍ଗରେ ଆଗ୍ରହୀ ଥିବା ଉଇକିଆଳିମାନେ ଆପଣଙ୍କ ସହ ଭାଗ ନେଇ ମିଳିମିଶି ଲେଖିପାରିବେ । ସୁଭାସିସ ପାଣିଗାହି (ମୋତେ କହିବେ କିଛି?) ୦୮:୪୭, ୧୮ ମେ ୨୦୧୨ (UTC) |
ଧନ୍ୟବାଦ ଭାଇ ସୁଭାସିସ | ଧିରେ ଧିରେ ସବୁ ହେବ | ତୁମେ ବାଟ ଦେଖେଇ ଚାଲି ଥା | ଆମ ଇଙ୍ଗ୍ରାଜି ପୃଷ୍ଠାଟିକୁ ଜଣେ ଭାଇ ORPHAN କହିଲେ | ଟିକେ ଆଲୋକପାତ କରିବ କି ? http://en.wikipedia.org/wiki/Capital_High_School,_Bhubaneswar Hellohappy (ମୋ ଆଲୋଚନା) ୦୯:୫୬, ୧୮ ମେ ୨୦୧୨ (UTC)
- ଆଛା, ଅରଫାନ ମାନେ ଆଉ କେଉଁ ଲେଖାରୁ ତାହାକୁ ଲିଙ୍କ କରା ହୋଇନାହିଁ, ଯଦି ଭୁବନେଶ୍ଵର/ଓଡ଼ିଶାର ବିଦ୍ୟାଳୟ ମାନଙ୍କର ତାଲିକାଟେ ଅଛି କିମ୍ବା ଭୁବନେଶ୍ଵର ପ୍ରସଙ୍ଗର ଶିକ୍ଷା ଉପ ବିଭାଗରେ ସ୍କୁଲମାନଙ୍କ ବାବଦରେ କିଛି ଅଛି ସେଠାରେ କ୍ୟାପିଟାଲ ହାଇସ୍କୁଲ ବାବଦରେ କିଛି ଲେଖିଦିଅ ଆଉ ଲିଙ୍କ କରିଦିଅ [[Capital_High_School,_Bhubaneswar]] ଦେଇ ।--ସୁଭାସିସ ପାଣିଗାହି<sup>[[User_talk:Psubhashish|ମୋତେ କହିବେ କିଛି?]]</sup> (ମୋ ଆଲୋଚନା) ୧୦:୦୦, ୧୮ ମେ ୨୦୧୨ (UTC)
ପୂର୍ଣ୍ଣଚ୍ଛେଦ ବାବଦରେ[ସମ୍ପାଦନା]
ପ୍ରିୟ ଓକିଆଳି ବନ୍ଧୁ,
ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବେଳେ ପୂର୍ଣ୍ଣଚ୍ଛେଦ '।' ଲେଖିବା ନିମନ୍ତେ '(Shift + z)' ବା 'Z' ବ୍ୟବହାର କରନ୍ତୁ । ଆପଣ ପୂର୍ଣ୍ଣଚ୍ଛେଦ ନିମନ୍ତେ ଅଜାଣତରେ ବ୍ୟବହାର କରୁଥିବା ଚିହ୍ନଟି '|' ପାଇପ ଚିହ୍ନ, ଏହା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ କିମ୍ବା ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ । ----ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୪, ୫ ଜୁନ ୨୦୧୨ (UTC)
ହଉ ଭାଇ ମୃତ୍ୟୁଞ୍ଜୟ, ଆଗକୁ ଧ୍ୟାନ ରେ ରଖିବି । ଧନ୍ୟବାଦ ।୍୍୍୍ । ଏ ଟିଲଡା ଟା କାମ କରୁଛି ନା ନାହି ? ୍୍୍୍
- ସେହି ଚିହ୍ନ ଗୁଡିକ କାମ କରୁନାହିଁ । ଉପରେ ଥିବା ସନ୍ତକ ଓ ସମୟଚିହ୍ନ ରେ କ୍ଳିକ କରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୯, ୯ ଜୁଲାଇ ୨୦୧୨ (UTC)
ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ[ସମ୍ପାଦନା]
ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୩:୫୮, ୧୭ ଜୁଲାଇ ୨୦୧୨ (UTC)
ଆମର ଦାବୀ ପୁରଣ ହେଉ! :D[ସମ୍ପାଦନା]
![]() |
ପୁରଣ ହେଉ ପୁରଣ ହେଉ! |
ଭାଇ, ବାହାଘର ଭୋଜିରେ ତ ଆମେ ଆସି ପାରିଲୁନି । ହେଲେ ପଛରେ ଭାବିଲୁ କି ଭାଇ ସବୁ ସବିଶେଷ ସେଆର କରିବେ । ହେଲେ ଏ ଯାଏ ଓଡ଼ିଆ ବାହାଘର ପ୍ରସଙ୍ଗଟା ଅଧା ହେଇ ଅପେକ୍ଷା କରିଛି କିଛି ସତସତିକା ବାହାଘର ଫଟୋ ପାଇଁ । ଫଟୋ ଆଉ ଲେଖା ପାଇଁ ଦାବି ରହିଲା, ସହଳ ପୁରଣ କଲେ ବାକିଆ ମୁହଁଚୁହାଁ ମିଳିବ :D ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୫୨, ୧ ଅପ୍ରେଲ ୨୦୧୩ (UTC) |
ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]
ଆଦରର Hellohappy,
ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ । |
--ଆଦିତ୍ୟ ମହାର (ମୋ ଆଲୋଚନା) ୧୫:୧୯, ୨୫ ଜାନୁଆରୀ ୨୦୧୪ (UTC)
ଆଦିତ୍ୟ ବାବୁ ଓ ଅନ୍ୟ ଉଇକିଆଳିବୃନ୍ଦ, ମୋତେ ମନେପକେଇଥିବାରୁ ବହୁତ ଧନ୍ୟବାଦ । କାର୍ଯ୍ୟ ବ୍ୟସ୍ତତା ହେତୁ, ସେହି ସମୟରେ, ମୁ ଓଡ଼ିଶାରେ ରହିପାରିବି ନାହି । ସବୁ ଓଡ଼ିଆ ଉଇକିଆଳି ମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୨୫, ୨୫ ଜାନୁଆରୀ ୨୦୧୪ (UTC)
Wikimedians Speak[ସମ୍ପାଦନା]
|
I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here.
Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୪, ୨୧ ମାର୍ଚ୍ଚ ୨୦୧୪ (UTC)
ଓଡ଼ିଆ ଉଇକିପିଡ଼ିଆ ଦ୍ଵାଦଶ ଜନ୍ମ ଉତ୍ସବର ଉପହାର[ସମ୍ପାଦନା]
![]() |
ଓଡ଼ିଆ ଉଇକିପିଡ଼ିଆ ଦ୍ଵାଦଶ ଜନ୍ମ ଉତ୍ସବର ଉପହାର |
ପ୍ରୀତି ଭାଇ, ଓଡ଼ିଆ ଉଇକିପିଡ଼ିଆ ଦ୍ଵାଦଶ ଜନ୍ମ ଉତ୍ସବର ହେଇଥିବା ଗଣ ସମ୍ପାଦନରେ ଆପଣଙ୍କ ଅବଦାନ ଅତୁଳନୀୟ, ସମସ୍ତେ ଗାଢ଼ ନିଦ୍ରାରେ ଶୋଇଥିଲା ବେଳେ ଆପଣ ଏକା ଗଣ ସମ୍ପାଦନକୁ ଆଲୋକିତ କରିଦେଲେ। ମୋ ତରଫରୁ ଏ ଛୋଟ ଉପହାର । :) ଆଦିତ୍ୟ ମହାର (ଆଲୋଚନା) ୦୭:୧୨, ୧୯ ଜୁନ ୨୦୧୪ (UTC) |
ଧନ୍ୟବାଦ ଭାଇ ଆଦିତ୍ୟ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୮:୩୭, ୧୯ ଜୁନ ୨୦୧୪ (UTC)
A barnstar for you![ସମ୍ପାଦନା]
![]() |
The Original Barnstar |
ପ୍ରିତିରଞ୍ଜନ ବାବୁ, ଆପଣ ବହୁତ ଦିନଧରି ଉଇକିପିଡିଆରେ ଲେଖୁଛନ୍ତି, ହେଲେ ଆପଣଙ୍କ ଦାନକୁ ଆଜିଯାଏ କେହି ସ୍ଵୀକୃତି ଦେଇନାହାନ୍ତି ଦେଖିଲି । ଆପଣଙ୍କ ଅବଦାନକୁ ସ୍ମରଣୀୟ ରଖିବା ନିମନ୍ତେ ମୁଁ ଆପଣଙ୍କୁ ଏହି ବାର୍ନଷ୍ଟାର ଦେଉଛି । Subas Chandra Rout (ମୋ ଆଲୋଚନା) ୧୨:୪୦, ୨୬ ନଭେମ୍ବର ୨୦୧୪ (UTC) |
ବହୁତ ଧନ୍ୟବାଦ ସୁବାସ ସାର । ସ୍ଵୀକୃତି ମିଳିଲା ଭଳି କାମ କିଛି କରିନାହିଁ । କିନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ଲେଖି ଖୁସି ବହୁତ ମିଳିଛି । ସ୍ଵୀକୃତି ଆମ ଗୋଷ୍ଠିକୁ ଓ ଆଦୃତି ଆମ ଭାଷାକୁ ମିଳୁ, ଏତିକି କାମନା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୦୮, ୨୬ ନଭେମ୍ବର ୨୦୧୪ (UTC)
ତମ କାମ ପାଇଁ ବହିଟିଏ[ସମ୍ପାଦନା]
ପ୍ରୀତି ଭାଇ, ରାତି ଦିନ ଲାଗି ଅନେକ କାମ କରୁଛ । ଏଇ ରହିଲା ତମ କାମ ପାଇଁ ବଢ଼ିଆ ବହିଟିଏ । କିପରି OCR କରିବେ ଏଠାରୁ ଶିଖିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୦:୦୮, ୬ ଅକ୍ଟୋବର ୨୦୧୫ (UTC)
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)
Geographical Indications in India Edit-a-thon[ସମ୍ପାଦନା]
Hello,
Sorry for writing in English
CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating and improving List of Geographical Indications in India related articles.
We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical Indications in India Edit-a-thon
Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୦୩:୨୯, ୨୩ ଜାନୁଆରୀ ୨୦୧୬ (IST)
Some masala mudhi for you![ସମ୍ପାଦନା]
![]() |
ଅବଦାନ ପାଇଁ ଧନ୍ୟବାଦ । Chinmayee Mishra (ମୋ ଆଲୋଚନା) ୦୦:୧୧, ୧୭ ଅପ୍ରେଲ ୨୦୧୬ (IST) |
- ଚିନ୍ମୟୀ, ମସଲା ମୁଢି ପାଇଁ ଧନ୍ୟବାଦ । ତୁମ ସୁନ୍ଦର ଉଇକି ସମ୍ପାଦନା କାର୍ଯ୍ୟ ପାଇଁ ବେଶି ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୫୭, ୧୭ ଅପ୍ରେଲ ୨୦୧୬ (IST)
Request for comments[ସମ୍ପାଦନା]
Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୪, ୯ ମଇ ୨୦୧୬ (IST)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk |
ଉଇକିମିଡ଼ିଆ ଏସିଆ ମାସରେ ଲେଖା ବିଷୟରେ।[ସମ୍ପାଦନା]
ନମସ୍କାର ପ୍ରିତି ଭାଇ, ଐଶର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଲେଖାଟି ଲେଖିଥିବାରୁ ଧନ୍ୟବାଦ, ଏହି ଲେଖାଟି ୨୦୦ଟି ଶବ୍ଦରୁ କମ ଅଛି (ବର୍ତ୍ତମାନ ୧୨୭ଟି ଶବ୍ଦ) , ଓଡ଼ିଆ ଉଇକିପିଡ଼ିଆରେ ଉଇକିମିଡ଼ିଆ ଏସିଆ ମାସର ନିୟମ ଅଛି ଯେ ଲେଖା ୨୦୦ କିମ୍ବା ୨୦୦ ଶବ୍ଦରୁ ଅଧିକ ହେଇଥିବା ଦରକାର। -ଶୈଳେଶ (ପଚାରିବେ କିଛି?) ୨୩:୧୭, ୫ ନଭେମ୍ବର ୨୦୧୬ (IST)
ଧନ୍ୟବାଦ ଅର୍ପଣ[ସମ୍ପାଦନା]
ପ୍ରୀତିରଞ୍ଜନ ବାବୁ , ମୋ ପରି ଅଜଣା , ନୂଆ ବିକିଆଳି ଙ୍କୁ ବର୍ନଷ୍ଟର ଦେଇ ସମ୍ମାନିତ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଗୁଡାଏ ଅନୁବାଦ କରିପକେଇଛି , ଭୁଲ ବହୁତ ରହିଛି । କିନ୍ତୁ ସବୁ କୁ ସୁଧାରି ହେବ । ମୂଳ ଇଂରେଜୀ ରେ ଯାହା ଲେଖା ଥିଲା ତାହା କୁ ଓଡିଆ ରେ ଯଥାସମ୍ଭବ ପୁରଣତା ର ସହ କରିବାକୁ ଚେଷ୍ଟା କରିଛି । ବାକି ଲିଙ୍କ ବା ଛାଞ୍ଚ ଯାହା ଦେଇ ହେଲା ଦେଇଛି । ତାକୁ ଥରେ 2 ଥର ଦେଖି ତାହାକୁ ପୁରା ୱିକିକରଣ କରାଯାଇପାରିବ । କେତେ ବନ୍ଧୁ ଅନେକ ସମ୍ପାଦନା କରିଛନ୍ତି । କିନ୍ତୁ ମୁ ଏବେ କରିଥିବା 2/3 (ଦିଲ୍ଲୀ ଦେଇ ଯାଇଥିବା ରାଜପଥ ସମୂହ, ଦିଲ୍ଲୀ ଗୁରୁଗାଓ ଏକ୍ସପ୍ରେସୱେ ) ଟି ଅନୁବାଦ ଆପଣ ଦେଖିବେ ଓ ସେଥିରେ କଣ ଭୁଲ ରହିଲା , ଆଉ କଣ କରାଯାଇପାରିବ ଟିକେ ମତେ ବତେଇ ଦେବେ । ସୁନ୍ଦର ଚିତ୍ର ଟିଏ ଗଢିବାକୁ ପ୍ରଥମେ ଫ୍ରେମୱର୍କ କରିବାକୁ ହୁଏ , ତାକୁ ରଙ୍ଗ ଦେଇ ଫିନିଶିଙ୍ଗ ଟଚ ଦିଆ ଯାଏ । ମୁ ସେହି ପରି ଫ୍ରେମ ୱର୍କ ଭାବରେ ଅନୁବାଦ ସବୁ କରୁଥିଲି ।କିନ୍ତୁ କେତେକ ପୁରୁଖା ବିକିଆଳି ବନଦୂ ତାହା ନାପସନ୍ଦ କରି ଓଡିଆ ଵିକି ର ଗୁଣ ହାନି ହାଉଛି କହି ସମାଲୋଚନା କରୁଥିବାର ଜାଣିଲି । ସେଇଥିପାଇଁ ଦିନକୁ 20 ରୁ 60 ଟି ଅନୁବାଦ ରୁ ମୁ ମାସକୁ ଗୋଟିଏ ଅନୁବାଦ କୁ ଖସି ଆସିବାର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି । ଆପଣ କଉଠାରେ ରହନ୍ତି ?ମୁ ଏବେ ଭୁବନେଶ୍ବର ରେ ରହୁଛି । ପୁନଶ୍ଚ ଧନନ୍ୟବାଦ ସହ । Susant purohit (ମୋ ଆଲୋଚନା) ୧୭:୩୫, ୯ ଜାନୁଆରୀ ୨୦୧୭ (IST)
[ସମ୍ପାଦନା]
Hello! The Wikimedia Foundation is asking for your feedback in a survey. We want to know how well we are supporting your work on and off wiki, and how we can change or improve things in the future.[survey ୧] The opinions you share will directly affect the current and future work of the Wikimedia Foundation. You have been randomly selected to take this survey as we would like to hear from your Wikimedia community. To say thank you for your time, we are giving away 20 Wikimedia T-shirts to randomly selected people who take the survey.[survey ୨] The survey is available in various languages and will take between 20 and 40 minutes.
You can find more information about this project. This survey is hosted by a third-party service and governed by this privacy statement. Please visit our frequently asked questions page to find more information about this survey. If you need additional help, or if you wish to opt-out of future communications about this survey, send an email to surveys@wikimedia.org.
Thank you! --EGalvez (WMF) (talk) ୦୨:୪୬, ୧୪ ଜାନୁଆରୀ ୨୦୧୭ (IST)
- ↑ This survey is primarily meant to get feedback on the Wikimedia Foundation's current work, not long-term strategy.
- ↑ Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.
Your feedback matters: Final reminder to take the global Wikimedia survey[ସମ୍ପାଦନା]
(Sorry for writing in English)
Hello! This is a final reminder that the Wikimedia Foundation survey will close on 28 February, 2017 (23:59 UTC). The survey is available in various languages and will take between 20 and 40 minutes. Take the survey now.
If you already took the survey - thank you! We won't bother you again.
About this survey: You can find more information about this project here or you can read the frequently asked questions. This survey is hosted by a third-party service and governed by this privacy statement. If you need additional help, or if you wish to opt-out of future communications about this survey, send an email through EmailUser function to User:EGalvez (WMF). About the Wikimedia Foundation: The Wikimedia Foundation supports you by working on the software and technology to keep the sites fast, secure, and accessible, as well as supports Wikimedia programs and initiatives to expand access and support free knowledge globally. Thank you! --EGalvez (WMF) (talk) ୦୧:୦୬, ୨୨ ଫେବୃଆରୀ ୨୦୧୭ (IST)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]
![]() |
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) ![]() |
CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ।[ସମ୍ପାଦନା]
ନମସ୍କାର ପ୍ରିତୀ ଭାଇ,
ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।
ଶ୍ରଦ୍ଧେୟ ଶୈଳେଶ,
ତୁମ ସବୁ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ସମ୍ଭବ ନୁହଁ । କାରଣ, ମୋର ଅଜ୍ଞାନତା ବୋଲି ଜାଣିବ । ତେବେ ଯାହା ଅନୁଭବ କରୁଛି, ତୁମ ପ୍ରଶ୍ନତଳେ ତା'ର ଉତ୍ତର ଲେଖିଦଉଛି । ହଁ, ମୋର ଉତ୍ତର କେବଳ ମୁଖ୍ୟ ପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆରେ ଥିବା ବ୍ୟକ୍ତିଗତ ଅଭିଜ୍ଞତାରୁ ଦେବି । ଅନ୍ୟ ପ୍ରକଳ୍ପ ବାବଦରେ ମୋର ବିଶେଷ ଜ୍ଞାନ ନାହିଁ ।
- ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
- ଶୈଳେଶ ଗତ କିଛି ମାସ ହେବ ଖୁବ ତତ୍ପର ଅଛି । ସେହି ତତ୍ପରତା ଯୋଗୁଁ ବହୁତ ନୂଆ ଉଇକିଆଳି ଆସି ଯୋଗ ଦେଇଛନ୍ତି ଗୋଷ୍ଠିରେ । ନୂଆ ପ୍ରକଳ୍ପ ବି ହାତକୁ ନିଆ ଯାଉଛି । ଏ ସବୁ ଯୋଗୁଁ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ବୃଦ୍ଧି ପାଇଛି । ଯାହା ଶୈଳେଶ କରୁଛି, ସେ ସବୁ ଯଦି CIS-A2K ସହ ସଂଶ୍ଳିଷ୍ଟ ଥିବା ଯୋଗୁଁ କରୁଛି, ତେବେ ଭଲ ପ୍ରଭାବ ନିଶ୍ଚେ ପଡୁଛି ।
- ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
- ଓଡ଼ିଆ ଉଇକିପିଡ଼ିଆ ନିଶ୍ଚୟ ଉନ୍ନତି ପଥରେ ଆଗେଇ ଚାଲିଛି । ଆଗରୁ ଅଳ୍ପ କେତେ ଜଣ ଲେଖୁଥିଲେ । ଏବେ ଉଇକିଆଳିଙ୍କ ସଂଖ୍ୟା ବଢିଲାଣି । ପ୍ରସଙ୍ଗରେ ବିବିଧତା ମଧ୍ୟ ପରିଲକ୍ଷିତ ହେଉଛି । ହଁ ଚିନ୍ତାର କାରଣ, ପ୍ରସଙ୍ଗ ଗୁଡିକର ଉଇକିକରଣ କରିବାରେ ବେଶି ଉଇକିଆଳି ଆଗ୍ରହ ଦେଖାଉ ନାହାନ୍ତି । ନୂଆ ପ୍ରସଙ୍ଗ ଲେଖିବା ବା ନିଜ ପ୍ରସଙ୍ଗଟିକୁ ସଜାଡିବ ଯେତିକି ଜରୁରୀ, ଅନ୍ୟ ପ୍ରସଙ୍ଗଗୁଡିକ ସଜାଡିବି ବି ସେତିକି ଦରକାର । କିଛି ପ୍ରତିଭାଶାଳୀ ପୁରୁଖା ଉଇକିଆଳି ଆଉ ଲେଖୁନାହାନ୍ତି, ତା ବି ମତେ ଦୁଃଖ ଦେଇଛି । ଆଉ ପ୍ରସଙ୍ଗଲିଖନ କାର୍ଯ୍ୟଟି ଗୌଣ ହୋଇ ଅନ୍ୟ କାମଗୁଡିକୁ ବେଶି ଗୁରୁତ୍ଵ ଦିଆଗଲା ଭଳି ପ୍ରତିତ ହେଉଛି । CIS-A2Kର କାର୍ଯ୍ୟର ପ୍ରଭାବ ଉପର ପ୍ରଶ୍ନର ଉତ୍ତରରେ ଲେଖିସାରିଛି ।
- କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
- କହିପାରିବି ନାହିଁ ।
- CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
- କହିପାରିବି ନାହିଁ ।
- ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
- କହିପାରିବି ନାହିଁ ।
- ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)
- କହିପାରିବି ନାହିଁ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୩, ୪ ମାର୍ଚ୍ଚ ୨୦୧୭ (IST)
--ଶୈଳେଶ (ପଚାରିବେ କିଛି?) ୨୩:୦୦, ୩ ମାର୍ଚ୍ଚ ୨୦୧୭ (IST)
[ସମ୍ପାଦନା]
Hello! The Wikimedia Foundation is asking for your feedback in a survey. We want to know how well we are supporting your work on and off wiki, and how we can change or improve things in the future. The opinions you share will directly affect the current and future work of the Wikimedia Foundation. You have been randomly selected to take this survey as we would like to hear from your Wikimedia community. The survey is available in various languages and will take between 20 and 40 minutes.
You can find more information about this survey on the project page and see how your feedback helps the Wikimedia Foundation support editors like you. This survey is hosted by a third-party service and governed by this privacy statement (in English). Please visit our frequently asked questions page to find more information about this survey. If you need additional help, or if you wish to opt-out of future communications about this survey, send an email through the EmailUser feature to WMF Surveys to remove you from the list.
Thank you!
[ସମ୍ପାଦନା]
Every response for this survey can help the Wikimedia Foundation improve your experience on the Wikimedia projects. So far, we have heard from just 29% of Wikimedia contributors. The survey is available in various languages and will take between 20 and 40 minutes to be completed. Take the survey now.
If you have already taken the survey, we are sorry you've received this reminder. We have design the survey to make it impossible to identify which users have taken the survey, so we have to send reminders to everyone. If you wish to opt-out of the next reminder or any other survey, send an email through EmailUser feature to WMF Surveys. You can also send any questions you have to this user email. Learn more about this survey on the project page. This survey is hosted by a third-party service and governed by this Wikimedia Foundation privacy statement. Thanks!
Your feedback matters: Final reminder to take the global Wikimedia survey[ସମ୍ପାଦନା]
Hello! This is a final reminder that the Wikimedia Foundation survey will close on 23 April, 2018 (07:00 UTC). The survey is available in various languages and will take between 20 and 40 minutes. Take the survey now.
If you already took the survey - thank you! We will not bother you again. We have designed the survey to make it impossible to identify which users have taken the survey, so we have to send reminders to everyone. To opt-out of future surveys, send an email through EmailUser feature to WMF Surveys. You can also send any questions you have to this user email. Learn more about this survey on the project page. This survey is hosted by a third-party service and governed by this Wikimedia Foundation privacy statement.
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]
![]() |
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ |
![]() |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]
![]() ![]() |
ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ |
ପ୍ରିତି ଭାଇ, ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST) |
A barnstar for you![ସମ୍ପାଦନା]
![]() |
The Citation Barnstar |
ଆଧାର ଯୋଡିବା ଗୋଟେ ବଡ କାମ । ସେଥିପାଇଁ ଏଇ ଉଇକି ଆଦର Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୦, ୧୮ ଡିସେମ୍ବର ୨୦୧୮ (IST) |
- ଧନ୍ୟବାଦ ଜ୍ଞାନ ବାବୁ । ବିନା ଆଧାରରେ ଅସ୍ତିତ୍ୱ ହରେଇବାର ସମ୍ଭାବନା ବହୁତ :-) --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୪୩, ୧୯ ଡିସେମ୍ବର ୨୦୧୮ (IST)
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)
|
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]
![]() |
ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ |
୨୦୧୯ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ଗଣ-ସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । |
ହେଲଲ ଦିଅର Hellohappy! ଚାଁ ଯୋଉ ମାକ୍ୱେ ଅଂ ଆର୍ଟିକଲେ ଆବୋଉଟା ଇଣ୍ଡିଆନ ସିଙ୍ଗର ଆଣ୍ଡ ଅସ୍ତ୍ର ପୁନେଇଥ ରାଜକୁମାର ଇଂ ଓଡ଼ିଆ (en:Puneeth Rajkumar? ଇଫ ଯୋଉ ମାକ୍ୱେ ମାକ୍ୱେ ଥିସ ଆର୍ଟିକଲେ ଇ ବିଲ୍ଲ ବେ grateful! ଥାଙ୍କ ଯୋଉ! --178.71.163.37 ୨୨:୨୦, ୧୦ ଜୁନ ୨୦୧୯ (IST)
Community Insights Survey[ସମ୍ପାଦନା]
Share your experience in this survey
Hi Hellohappy,
The Wikimedia Foundation is asking for your feedback in a survey about your experience with ଉଇକିପିଡ଼ିଆ and Wikimedia. The purpose of this survey is to learn how well the Foundation is supporting your work on wiki and how we can change or improve things in the future. The opinions you share will directly affect the current and future work of the Wikimedia Foundation.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୨୦:୦୦, ୬ ସେପ୍ଟେମ୍ବର ୨୦୧୯ (IST)
Reminder: Community Insights Survey[ସମ୍ପାଦନା]
Share your experience in this survey
Hi Hellohappy,
A couple of weeks ago, we invited you to take the Community Insights Survey. It is the Wikimedia Foundation’s annual survey of our global communities. We want to learn how well we support your work on wiki. We are 10% towards our goal for participation. If you have not already taken the survey, you can help us reach our goal! Your voice matters to us.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୨୦:୩୮, ୨୦ ସେପ୍ଟେମ୍ବର ୨୦୧୯ (IST)
Reminder: Community Insights Survey[ସମ୍ପାଦନା]
Share your experience in this survey
Hi Hellohappy,
There are only a few weeks left to take the Community Insights Survey! We are 30% towards our goal for participation. If you have not already taken the survey, you can help us reach our goal! With this poll, the Wikimedia Foundation gathers feedback on how well we support your work on wiki. It only takes 15-25 minutes to complete, and it has a direct impact on the support we provide.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୦୦:୩୦, ୪ ଅକ୍ଟୋବର ୨୦୧୯ (IST)
ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)
Dr. Baidyanath Misra in English, please[ସମ୍ପାଦନା]
Thank you creating the article on Dr. Baidyanath Misra at Odia Wikipedia! Can you please add the same on the English Wikipedia, too?! Since English Wikipedia has most readers, the article will reach to a greater number of people. Thanks and keep up the good work!
ଫାଇଲ:Samuel Sahu Odia Actor.jpg[ସମ୍ପାଦନା]
Hi! I noticed this photo. It does not have a license. All photos should have a license. Could you have a look? --MGA73 (ମୋ ଆଲୋଚନା) ୨୧:୩୨, ୧୩ ମଇ ୨୦୨୦ (IST)
- I forgot to mention the same is relevant for some or all of your other uploads. --MGA73 (ମୋ ଆଲୋଚନା) ୨୧:୩୩, ୧୩ ମଇ ୨୦୨୦ (IST)
MGA73 : Could you please check, if it is fine now .--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୧୯, ୧୬ ମଇ ୨୦୨୦ (IST)
- Hi ପ୍ରିତିରଞ୍ଜନ ତ୍ରିପାଠୀ! Yes it looks fine. Perhaps you could check the other files on ବିଶେଷ:ଫାଇଲତାଲିକା/Hellohappy? --MGA73 (ମୋ ଆଲୋଚନା) ୧୪:୫୪, ୧୬ ମଇ ୨୦୨୦ (IST)
Wiki Loves Women South Asia 2020[ସମ୍ପାଦନା]
Hello!
Thank you for your contribution in Wiki Loves Women South Asia 2020. We appreciate your time and efforts in bridging gender gap on Wikipedia. Due to the novel coronavirus (COVID-19) pandemic, we will not be couriering the prizes in the form of mechanize in 2020 but instead offer a gratitude token in the form of online claimable gift coupon. Please fill this form by last at June 10 for claiming your prize for the contest.
Wiki Love and regards!
Wiki Loves Folklore International Team.
--MediaWiki message delivery (ମୋ ଆଲୋଚନା) ୧୯:୪୦, ୩୧ ମଇ ୨୦୨୦ (IST)
Wiki Loves Women South Asia Barnstar Award[ସମ୍ପାଦନା]
Greetings! Thank you for contributing to the Wiki Loves Women South Asia 2020. We are appreciative of your tireless efforts to create articles about Women in Folklore on Wikipedia. We are deeply inspired by your persistent efforts, dedication to bridge the gender and cultural gap on Wikipedia. Your tireless perseverance and love for the movement has brought us one step closer to our quest for attaining equity for underrepresented knowledge in our Wikimedia Projects. We are lucky to have amazing Wikimedians like you in our movement. Please find your Wiki Loves Women South Asia postcard here. Kindly obtain your postcards before 15th July 2020. Keep shining! Wiki Loves Women South Asia Team |
MediaWiki message delivery (ମୋ ଆଲୋଚନା) ୧୮:୫୭, ୫ ଜୁଲାଇ ୨୦୨୦ (IST)
We sent you an e-mail[ସମ୍ପାଦନା]
Hello Hellohappy,
Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.
You can see my explanation here.
MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]
![]() |
ଏସିଆ ମାସ ଗଣସମ୍ପାଦନା, ୨୦୨୦ |
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା । | |
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ । |
Mahatma Gandhi 2020 edit-a-thon: Token of appreciation[ସମ୍ପାଦନା]
Namaste, we would like to thank you for participating in Mahatma Gandhi 2020 edit-a-thon. Your participation made the edit-a-thon fruitful. Now, we are sending a token of appreciation to them who contributed to this event. Please fill the Google form for providing your personal information as soon as possible. After getting the addresses we can proceed further. Please find the form here. Nitesh (CIS-A2K) (ମୋ ଆଲୋଚନା) ୨୩:୪୫, ୨୬ ଅକ୍ଟୋବର ୨୦୨୦ (IST)
Festive Season 2020 edit-a-thon[ସମ୍ପାଦନା]
Dear editor,
Hope you are doing well. First of all, thank you for your participation in Mahatma Gandhi 2020 edit-a-thon.
Now, CIS-A2K is going to conduct a 2-day-long Festive Season 2020 edit-a-thon to celebrate Indian festivals. We request you in person, please contribute in this event too, enthusiastically. Let's make it successful and develop the content on our different Wikimedia projects regarding festivities. Thank you Nitesh (CIS-A2K) (talk) 18:22, 27 November 2020 (UTC)
Token of appreciation: Festive Season 2020 edit-a-thon[ସମ୍ପାଦନା]
Hello, we would like to thank you for participating in Festive Season 2020 edit-a-thon. Your contribution made the edit-a-thon fruitful and successful. Now, we are taking the next step and we are planning to send a token of appreciation to them who contributed to this event. Please fill the given Google form for providing your personal information as soon as possible. After getting the addresses we can proceed further.
Please find the form here. Thank you MediaWiki message delivery (ମୋ ଆଲୋଚନା) ୧୫:୨୨, ୧୪ ଡିସେମ୍ବର ୨୦୨୦ (IST)
Reminder: Wikipedia 20th celebration "the way I & my family feels"[ସମ୍ପାଦନା]
Greetings,
A very Happy New Year 2021. As you know this year we are going to celebrate Wikipedia's 20th birthday on 15th January 2021, to start the celebration, I like to invite you to participate in the event titled "Wikipedia 20th celebration the way I & my family feels"
The event will be conducted from 1st January 2021 till 15th January and another one from 15th January to 14th February 2021 in two segments, details on the event page.
Please have a look at the event page: '"Wikipedia 20th celebration the way I & my family feels"
Let's all be creative and celebrate Wikipedia20 birthday, "the way I and my family feels".
If you are interested to contribute please participate. Do feel free to share the news and ask others to participate.
Marajozkee (ମୋ ଆଲୋଚନା) ୨୧:୦୦, ୧ ଜାନୁଆରୀ ୨୦୨୧ (IST)