ଲକ୍ଷ୍ମୀ ନାରାୟଣ ମନ୍ଦିର
ଦେଖଣା
Laxmi Narayan Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Bhubaneswar |
State | Orissa |
Country | India |
Architecture | |
Type | kalingan Kalinga Architecture |
Elevation | 17 m (56 ft) |
ଲକ୍ଷ୍ମୀ ନାରାୟଣ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା କପିଳେଶ୍ୱର ମନ୍ଦିର ପରିସର ଭିତରେ ଥିବା ଏକ ମନ୍ଦିର । ଏଠାରେ ଲକ୍ଷ୍ମୀ -ନାରାୟଣ ପଦ୍ମାସନରେ ପଦ୍ମ ସଦୃଶ ଆସ୍ଥାନ ଉପରେ ବସିଥିବା ପ୍ରତିମା ରହିଛି । ଏଥିରେ ନାରାୟଣଙ୍କ ଚାରିଟି ହସ୍ତରେ ଶଙ୍ଖ , ପଦ୍ମ , ଗଦା ଧରିଥିବା ବେଳେ ଲକ୍ଷ୍ମୀ ତାଙ୍କର ବାମ କୋଳରେ ରହିଛନ୍ତି ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Hindu temples in India#Orissa
ଆଧାର
[ସମ୍ପାଦନା]Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
[[ଶ୍ରେଣୀ:ଭୁବନେଶ୍ୱରର ହିନ୍ଦୁ ମନ୍ଦିର]]