ଲକ୍ଷ୍ମୀ ନାରାୟଣ ମନ୍ଦିର

ଉଇକିପିଡ଼ିଆ‌ରୁ
Laxmi Narayan Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
Typekalingan
Kalinga Architecture
Elevation17 m (56 ft)

ଲକ୍ଷ୍ମୀ ନାରାୟଣ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା  କପିଳେଶ୍ୱର ମନ୍ଦିର ପରିସର ଭିତରେ ଥିବା ଏକ ମନ୍ଦିର । ଏଠାରେ ଲକ୍ଷ୍ମୀ -ନାରାୟଣ ପଦ୍ମାସନରେ ପଦ୍ମ ସଦୃଶ ଆସ୍ଥାନ ଉପରେ ବସିଥିବା ପ୍ରତିମା ରହିଛି । ଏଥିରେ ନାରାୟଣଙ୍କ ଚାରିଟି ହସ୍ତରେ ଶଙ୍ଖ , ପଦ୍ମ , ଗଦା ଧରିଥିବା ବେଳେ ଲକ୍ଷ୍ମୀ ତାଙ୍କର ବାମ କୋଳରେ ରହିଛନ୍ତି । 

ପୁନଶ୍ଚ ଦେଖଣା[ସମ୍ପାଦନା]

  • List of Hindu temples in India#Orissa

ଆଧାର [ସମ୍ପାଦନା]

Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)

[[ଶ୍ରେଣୀ:ଭୁବନେଶ୍ୱରର ହିନ୍ଦୁ ମନ୍ଦିର]]