ସୁବଳୟା
ଦେଖଣା
ସୁବଳୟା
ସୁବଲିଆ | |
|---|---|
ସହର | |
| Coordinates: 20°53′N 84°10′E / 20.883°N 84.167°E | |
| Country | |
| ରାଜ୍ୟ | Odisha |
| ଜିଲ୍ଲା | ସୁବର୍ଣ୍ଣପୁର |
| Area | |
| • ସମୁଦାୟ | 3.32950 km2 (1.28553 sq mi) |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | OR- |
| Nearest city | ବୀରମହାରାଜପୁର, ରେଢ଼ାଖୋଲ |
| ପାଣିପାଗ | ବର୍ଷା, ଖରା, ଶୀତ (Köppen) |
| Website | odisha |
ସୁବଳୟା ଭାରତୀୟ ରାଜ୍ୟ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଏକ ସହର ଓ ବୀରମହରାଜପୁର ଉପଖଣ୍ଡରେ ଅବସ୍ଥିତ ।[୧] ଏହାକୁ ମହାନଦୀ ଓ ସୁରୁବାଲିଜୋର ନଦୀର ସଙ୍ଗମସ୍ଥଳରେ ଥିବା ଏକ ଦ୍ୱୀପାଞ୍ଚଳ । ଏହାର ଆୟତନ ୮୨୨.୭୩୨ ଏକର । [୨]
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ସୁବଳୟା ରେଢ଼ାଖୋଲଠାରୁ ୩୮ କିମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳଷ୍ଟେସନ ରେଢ଼ାଖୋଲ ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜାତୀୟଜନଗଣନା ଅନୁସାରେ ସୁବଳୟାର ଜନସଂଖ୍ୟା ୫.୦୭୨ ଥିଲା ।[୩] ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୨,୬୩୮ ଓ ମହିଳା ସଂଖ୍ୟା ୨,୪୩୪ ଥିଲା । ୬ ବର୍ଷରୁ କମ ୬୩୦ ଥିଲା । ସୁବଳୟାର ସାକ୍ଷରତା ହାର ୮୩.୧୮ % ଥିଲା ଓ ଏହା ଜାତୀୟ ହାରଠାରୁ ଅଧିକ । ଏଥିମଧ୍ୟରୁ ପୁରୁଷ ସାକ୍ଷରତା ହାର ୯୩.୨୧ ଥିଲା । ସହରରେ ସମୁଦାୟ ଘରସଂଖ୍ୟା ୧୨୨୯ ।[୪]
ଶିକ୍ଷା
[ସମ୍ପାଦନା]ଏଠାରେ ଏକ ଡିଗ୍ରୀ କଲେଜ[୫] ଓ ହାଇସ୍କୁଲ ରହିଛି । ଏହା ବ୍ୟତୀତ ବେସରକାରୀ ଉଦ୍ୟମରେ ଏଠାରେ ସ୍କୁଲମାନ ରହିଛି ।[୬]
ଜଣାଶୁଣା ବ୍ୟକ୍ତିବିଶେଷ
[ସମ୍ପାଦନା]- ଭୀମ ଭୋଇ
- ଜଷ୍ଟିସ୍ ଶତ୍ରୁଘନ ପୁଜାହାରୀ
ଆଧାର
[ସମ୍ପାଦନା]- ↑ "GANJAM District - Kabisuryanagar Block - Subalaya Panchayat - Subalaya Information". www.naveenpatnaik.com. naveenpatnaik.com. Archived from the original on 17 August 2019. Retrieved 17 August 2019.
- ↑ "ଆର୍କାଇଭ୍ କପି". Archived from the original on 2016-03-03. Retrieved 2016-12-07.
{{cite web}}: Cite has empty unknown parameter:|1=(help) - ↑ http://www.census2011.co.in/data/town/419524-subalaya-orissa.html
- ↑ "Villages & Towns in Subalaya Block Subarnapur, Odisha - Census 2011". www.censusindia.co.in. www.censusindia.co.in. Archived from the original on 17 August 2019. Retrieved 17 August 2019.
- ↑ www.lfaodisha.nic.in (PDF). lfaodisha http://www.lfaodisha.nic.in/pln_2016_2017/lfa_audit/214993_AR_2016-2017-BOUDH.pdf. Retrieved 17 August 2019.
{{cite web}}: Missing or empty|title=(help) - ↑ "ଆର୍କାଇଭ୍ କପି". Archived from the original on 2016-07-30. Retrieved 2016-12-07.
{{cite web}}: Cite has empty unknown parameter:|1=(help)
ବାହାର ଲିଙ୍କ
[ସମ୍ପାଦନା]- Subalaya College Archived 2011-07-21 at the Wayback Machine.
- Subalaya High School Archived 2011-07-25 at the Wayback Machine.
- Subalaya on IndiaStudyChannel Archived 2016-03-13 at the Wayback Machine.