ରାଇକିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ରାଇକିଆ
Town
ରାଇକିଆ is located in ଓଡ଼ିଶା
ରାଇକିଆ
ରାଇକିଆ
ରାଇକିଆ is located in India
ରାଇକିଆ
ରାଇକିଆ
Location in Odisha, India
ଅବସ୍ଥିତି: 20°28′N 84°14′E / 20.47°N 84.23°E / 20.47; 84.23Coordinates: 20°28′N 84°14′E / 20.47°N 84.23°E / 20.47; 84.23
Country India
StateOdisha
DistrictKandhamal
ଉଚ୍ଚତା485 m (1,591 ft)
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣOD-12
ୱେବସାଇଟodisha.gov.in

ରାଇକିଆ ,   ଭାରତୀୟ ରାଜ୍ୟ ଓଡ଼ିଶାର କନ୍ଧମାଳ ଜିଲାର ଏକ ସହର ।  ଏହାକୁ କନ୍ଧମାଳ ଜିଲ୍ଲାର ବାଣିଜ୍ୟିକ କେନ୍ଦ୍ର କୁହାଯାଏ ।



ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି : 20.47°N 84.23°Eଠାରେ ଓ ଏହା ସମୁଦ୍ରପତ୍ତନ ଠାରୁ 485 ମିଟର ଉପରେ ରହିଛି । ଏହା ରାଜପଥଦ୍ୱାରା ଅନନ୍ୟ ସହର ମାନକ ସହ ସଂଯୁକ୍ତ । ଏହାର ନିକଟତମ ରେଳ ଷ୍ଟେସନ ରେଢାଖୋଲଠାରେ 100 କିଲୋମିଟର ଦୂରରେ ଅବସ୍ଥିତ । 

ପର୍ଯ୍ୟଟକ ଆକର୍ଷଣ [ସମ୍ପାଦନା]

ଅତ୍ୟନ୍ତ ଉଛ ପତ୍ତନରେ ଥିବା ଏହି ଅଞ୍ଚଳ ଘଞ୍ଚ ଅରଣ୍ୟ , ତଥା ପାହାଡରେ ଭରା ଥାଇ ସବିଜିମା ରହିଛି । ଏହା ନିକଟରେ କିଛି କ୍ଷୁଦ୍ର ଓ ବୃହତ ଜଳପ୍ରପାତ ମଧ୍ୟ ରହିଛି । ଶେଠୀ ମଧ୍ୟରୁ ମୋଡାସୁର କୁଟି ଅନନ୍ୟତମ । ଏହା ରାଇକିଆ ଅଞ୍ଚଳରୁ 18 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଏକ ପିକ୍ନିକ ସ୍ଥଳୀ ଭାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ବନ୍ୟା ଜନ୍ତୁ ଓ ପକ୍ଷୀ ମାନଙ୍କ ମଧ୍ୟ ସମାଗମ ରହିଥାଏ । 

ଶିଷ୍ୟା [ସମ୍ପାଦନା]

ସହରରେ ଏକ ଡିଗ୍ରୀ ମହାବିଦ୍ୟାଳୟ ସହ ବାଳକ ହାଇ ସ୍କୁଲ , ବାଳିକା ହାଇ ସ୍କୁଲ ଓ ଇଂରାଜୀ ମିଡିଆମ ସ୍କୁଲ ସମୂହ ରହିଛି । ଏଠାରେ ସରକାରଙ୍କଦ୍ୱାରା ସ୍ଥାପିତ କନ୍ୟାଶ୍ରମ ମଧ୍ୟ ରହିଛି । 


ଜନ ଆବାଦୀ [ସମ୍ପାଦନା]

 


ରାଇକିଆର ଜନସଂଖ୍ୟା 2011 ଜନଗଣନା ଅନୁସାରେ 7809 ରହିଥିଲା । [୧]ଏହା ମଧ୍ୟରୁ ପୁରୁଷ ସଂଖ୍ୟା 3660 ଥିବା ବେଳେ ମହିଳା ସଂଖ୍ୟା 4149 ରହିଥିଲା । 6 ବର୍ଷରୁ କମ ଆବାଦୀ ଏଠାରେ 10.86 % ଥିଲା । ରାଇକିଆର ସାକ୍ଷ୍ୟରତା ହାର 85.20 ରହିଥିଲା ଯାହା ଜାତୀୟ ହାର ଓ ଓଡ଼ିଶାର ହାର ଠାରୁ ଅଧିକ । 

ଆଧାର [ସମ୍ପାଦନା]

  1. http://www.census2011.co.in/data/village/417542-raikia-orissa.html