ଝାରବନ୍ଧ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Jharbandh
ଝାରବନ୍ଧ
झारबन्ध
small city
Country India
Stateଓଡ଼ିଶା
Districtବରଗଡ଼
Elevation
265 m (869 ft)
Population
 (2001)
 • Total୩,୯୧୬
Languages
Time zoneUTC+5:30 (IST)
PIN
768042
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଝାରବନ୍ଧ‌, ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ସହର । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଝାରବନ୍ଧ‌ର ଅବସ୍ଥିତି  21°02′N 82°28′E / 21.03°N 82.47°E / 21.03; 82.47 । ଏହା ସମୁଦ୍ରପତ୍ତାନଠାରୁ ହାରାହାରି ୮୬୯ ଫୁଟ ଉପରେ ଅବସ୍ଥିତ । ଏହାଜିଲ୍ଲା ମୁଖ୍ୟାଳୟ ବରଗଡ଼ଠାରୁ ୧୩୨ କିଲୋମିଟର ଦୂରରେ ଅବସ୍ଥିତ । ଏହା ପଦ୍ମପୁର ଉପଖଣ୍ଡର ଏକ ବ୍ଲକ ଅଞ୍ଚଳ ହେବା ସହ ଏହାର ଦୁରତ୍ୱ ପଦ୍ମପୁରଠାରୁ ୫୬ କିଲୋମିଟର । ଏହି ଅଞ୍ଚଳ ବର୍ଷା ଜଳ ଉପରେ ସର୍ବଦା ନିର୍ଭରଶୀଳ ଓ ଚିର ମରୁଡିଗ୍ରସ୍ତ । ଗନ୍ଧମର୍ଦନ ପର୍ବତ ଏଠାରୁ ୩୨ କିଲୋମିଟର ଦୁରବର୍ତୀ । ନୃସିଂହନାଥ ପର୍ବତ ଏହା ନିକଟସ୍ଥ ଦର୍ଶନୀୟ ସ୍ଥାନ । 

ଜନସଂଖ୍ୟା[ସମ୍ପାଦନା]

୨୦୧୧ ମସିହା ଜନଗଣନାରେ ଝରବନ୍ଧର ଜନସଂଖ୍ୟା ୬,୬୯୯ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୧୮୧୩ ଥିଲା ବେଳେ ମହିଳା ସଂଖ୍ୟା ୧୮୫୬ ଥିଲା । ଝାରବନ୍ଧ‌ର ସାକ୍ଷରତା ହାର ୭୪.୧୭% ଯାହା ଜାତୀୟ ହାରଠାରୁ ଅଧିକ । ୬ ବର୍ଷରୁ କମ ସଂଖ୍ୟା ୪୨୮ ରହିଥିଲା । ଝାରବନ୍ଧ‌ରେ ଅନୁସୂଚିତ ଜାତିର ଲୋକ ସଂଖ୍ୟା ୪୬୫ ଓ ଅନୁସୂଚିତ ଉପଜାତିର ଲୋକ ୫୧୮ ସଂଖ୍ୟା  ଥିଲା । ଶ୍ରମଜୀବୀଙ୍କ ସଂଖ୍ୟା ୧୬୫୫ ରହିଥିଲା ।[୧]

ରାଜନୀତି[ସମ୍ପାଦନା]

ଝାରବନ୍ଧ‌ ସହର ପଦ୍ମପୁର ବିଧାନ ସଭା ମଣ୍ଡଳୀ ମଧ୍ୟରେ ରହିଛି । ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିଜୟ ରଞ୍ଜନ ସିଂ ବରିହା ଏଠାରୁ ନିର୍ବାଚିତ ହୋଇଥିଲେ ।[୨]

ଆଧାର [ସମ୍ପାଦନା]

  1. http://www.census2011.co.in/data/village/379906-jharbandh-orissa.html
  2. "Shri Bijaya Ranjan Singh Bariha". odishaassembly.nic.in. odisha assembly. Retrieved 29 August 2019.