ଝାରବନ୍ଧ

ଉଇକିପିଡ଼ିଆ ରୁ
Jump to navigation Jump to search
Jharbandh
ଝାରବନ୍ଧ
झारबन्ध
small city
Jharbandh is located in ଓଡ଼ିଶା
Jharbandh
Jharbandh
Jharbandh is located in India
Jharbandh
Jharbandh
Location in Odisha, India
ଅବସ୍ଥିତି: 20°55′N 82°49′E / 20.917°N 82.817°E / 20.917; 82.817Coordinates: 20°55′N 82°49′E / 20.917°N 82.817°E / 20.917; 82.817
Country India
StateOdisha
DistrictBargarh
ଉଚ୍ଚତା265 m (869 ft)
ଜନସଂଖ୍ୟା (2001)
 • ମୋଟ୩,୯୧୬
Languages
 • Official{{{demographics1_info1}}}
IST (UTC+5:30)
ପିନ କୋଡ଼768042
ଗାଡ଼ି ପଞ୍ଜିକରଣOD
ୱେବସାଇଟodisha.gov.in

ଝରବନ୍ଧ... ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ସହର ।  'ତେରେଛା ଲେଖା (Italic text)'

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଝରବନ୍ଧର ଅବସ୍ଥିତି  21°02′N 82°28′E / 21.03°N 82.47°E / 21.03; 82.47. ଏହା ସମୁଦ୍ରପତ୍ତାନ ଠାରୁ ହାରାହାରି 869 ଫୁଟ ଉପରେ ଅବସ୍ଥିତ । ଏହାଜିଲ୍ଲା ମୁଖ୍ୟାଳୟ ବରଗଡ ଠାରୁ 132  କିଲୋମିଟର ଦୂରରେ ଅବସ୍ଥିତ । ଏହା ପଦ୍ମପୁର ଉପଖଣ୍ଡର ଏକ ବ୍ଲକ ଅଞ୍ଚଳ ହେବା ସହ ଏହାର ଦୁରତ୍ୱ ପଦ୍ମପୁର ଠାରୁ 56 କିଲୋମିଟର । ଏହି ଅଞ୍ଚଳ ବର୍ଷ ଜଳ ଉପରେ ସର୍ବଦା ନିର୍ଭରଶୀଳ ଓ ଚିର ମରୁଡି ଗ୍ରସ୍ତ । ଗନ୍ଧମର୍ଦନ ପର୍ବତ ଏଠାରୁ 32 କିଲୋମିଟର ଦୁରବର୍ତୀ । ଏଠାରେ କୌଣଶିଶିଳ୍ପ ନଥିବାରୁ ଏହାର ପ୍ରକୃତିକ ସୌନ୍ଦର୍ଜ୍ଯ ଅକ୍ଷତ ରହିଛି । ପ୍ରସିଦ୍ଧ ନୃସିଙ୍ଘନଥ ପର୍ବତ ଏହା ନିକଟସ୍ଥ ଦର୍ଶନୀୟ ସ୍ଥାନ । 

ଜନ ଆବାଦୀ[ସମ୍ପାଦନା]

2011 ମସିହା ଜନଗଣନାରେ ଝରବନ୍ଧର ଜନସଂଖ୍ୟା 3,699  ଥିଲା ।[୧] ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 1813 ଥିଲା ବେଳେ ମହିଳା ସଂଖ୍ୟା1813 1856   ଥିଲା ବେଳେ ମହିଳା ସଂଖ୍ୟା ଥିଲା । ଝରବଦ୍ଧର ସାକ୍ଷ୍ୟରତା ହାର 74.17% ଯାହା ଜାତୀୟ ହାର ଠାରୁ ଅଧିକ । 6 ବର୍ଷରୁ କମ ଆବାଦୀ 428 ରହିଥିଲା , ଝରବନ୍ଧରେ ଅନୁସୂଚିତ ଜାତିର ଲୋକ ସଂଖ୍ୟା 465 ଓ ଅନୁସୂଚିତ ଉପଜାତିର ଲୋକ 518 ସଂଖ୍ୟା  ଥିଲା । ଏହାର ଜଣ ସଂଖ୍ୟା ମଧ୍ୟରୁ ଶ୍ରମଜୀବୀଙ୍କ ସଂଖ୍ୟା 1655 ରହିଥିଲା ,

Politics[ସମ୍ପାଦନା]

ଖାରବନ୍ଧ ସହର ପଦ୍ମପୁର ବିଧାନ ସଭା ମଣ୍ଡଳୀ ମଧ୍ୟରେ ରହିଛି । ଏଥିରେ 2009[୨]ମସିହାରେ BJD ଦଳର ପ୍ରାର୍ଥୀ ବିଇଜୟ ସିଂହ ବଡ଼ିହା ଜିତିଥିବା ବେଳେ ବର୍ତମାନ BJP ଦଳର ପ୍ରଦୀପ ପୁରୋହିତ ଏହାର ନିର୍ବାଚିତ ସଦସ୍ୟ ।  

ଆଧାର ସମୂହ [ସମ୍ପାଦନା]