କାଞ୍ଜିଆ ହ୍ରଦ , ଓଡିଶା

ଉଇକିପିଡ଼ିଆ ରୁ
Jump to navigation Jump to search

କାଞ୍ଜିଆ ହ୍ରଦ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ଦିଗରେ ନିକଟସ୍ଥ ସ୍ତ୍ଥାନରେ ଏହି ପ୍ରକୃତିକ ହ୍ରଦ ଅବସ୍ଥିତ । ଏହାର ଆୟତନ ପ୍ରାୟ 75 ହେକ୍ଟର ବା 190 ଆକାର । ତେବେ ଏହା ସମୁଦାଯ 260 ଆକାର ପରିମିତ ସ୍ଥାନ ଆର୍ଦ୍ର ଭୂମି ହିସାବରେ ପରିବ୍ୟାପ୍ତ କରିଥାଏ । 

ଜୀବଜନ୍ତୁ [ସମ୍ପାଦନା]

ଏହି ହ୍ରଦରେ ୩୭ ପ୍ରଜାତିର ପକ୍ଷୀ , ୨୦ ପ୍ରଜାତିର ସରୀସୃଓୟା , ୪୬ ପ୍ରକାର ମାଛ ,ଚିଙ୍ଗୁଡି ସହ  ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି ।ଏହା ସହ ଏଠାରେ ୨୪ ପ୍ରକାରର  microphyite [୧] ଜାତୀୟ ପ୍ରାଣୀ ରହନ୍ତି । 

ପରିବେଶ[ସମ୍ପାଦନା]

 

ଏହି ହ୍ରଦ ସହରର ପରିବେଶ ସନ୍ତୁଳନ[୨][୩] ପାଇଁ ବହୁତ ଅବଦାନ ଦେଇଥାଏ । ଏହାର ଚତୁର୍ପାର୍ଶ୍ୱରେ ଥିବା ଆର୍ଦ୍ର ଭୂମି ଅଞ୍ଚଳର ପରିବେଶ ପାଇଁ ବହୁଳ ଉପଯୋଗୀ ହେଇଥାଏ । 

ସମସ୍ୟା ସମୂହ [ସମ୍ପାଦନା]

ଏହି ହ୍ରଦ ନିକଟରେ ଅବାରିତ ପ୍ରସ୍ତର ଖଦାନ ସବୁ ହେଇ ଏହାର ପରିବେଶକୁ ନଷ୍ଟ କରୁଛି । ପୁଣି ସହରର ପରିମଳ ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି । [୪][୩][୫]

ପର୍ଯ୍ୟଟନ [ସମ୍ପାଦନା]

ଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କର ଏକ ଅଂଶ ଭାବରେ ପରିଚାଳିତ ହୁଏ । ଏଠାରେ ସ୍କୁବା ଡାଇଭିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକ ମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ । [୩]  

ଆଧାର ସମୂହ [ସମ୍ପାଦନା]

  1. "Kanjia Lake". Nandankanan Zoo. Retrieved 27 January 2013.
  2. Empty citation (help)
  3. ୩.୦ ୩.୧ ୩.୨ "Kanjia lake outlet faces threat of being clogged". The Hindu. 9 June 2009. Retrieved 14 December 2012. More than one of |accessdate= and |access-date= specified (help)
  4. "Kanjia lake shrinking?". The Hindu. 10 August 2010. Retrieved 27 January 2013. More than one of |accessdate= and |access-date= specified (help)
  5. "Nandankanan lake chokes - Encroachment threat to wetlands". The Telegraph. 30 December 2012. Retrieved 27 January 2013. More than one of |accessdate= and |access-date= specified (help)