Jump to content

ବଣାଇ ରାଜ୍ୟ

ଉଇକିପିଡ଼ିଆ‌ରୁ

ବଣାଇ ରାଜ୍ୟ
ବଣାଇ
Princely State of British India
12th century–1948
Location of Bonai
Location of Bonai
Bonai State in the Imperial Gazetteer of India
History
  Established 12th century
  Accession to the Union of India 1948
Area
  1892 ୮,୯୦୭ km2 (୩,୪୩୯ sq mi)
Population
  1892 ୨୪,୦୨୬ 
Density ୨.୭ /km2  (୭ /sq mi)
Rajput Provinces of India - Bonai (Princely State)

ବଣାଇ ରାଜ୍ୟ   (ଓଡ଼ିଆ: ବଣାଇ), ବ୍ରିଟିଶ ଭାରତ ସମୟରେ ଥିବା ଏକ ଭାରତୀୟ ରାଜ୍ୟ । ଏହା ଏକଦା ଛୋଟନାଗପୁର ରାଜ୍ୟ ସମୂହର ଅଂଶ ବିଶେଷ ଥିଲା ଓ ଏହାର ରାଜଧାନୀ ବଣାଇଗଡ[]ଠାରେ ଥିଲା । ବର୍ତ୍ତମାନ ଏହା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଅବସ୍ଥିତ । ଏହାର ଆୟତନ 8,907 ବର୍ଗ କିଲୋମିଟର ଓ 1892ରେ ଏହାର ଜନସଂଖ୍ୟା 24,026 ଥିଲା 

ଇତିହାସ 

[ସମ୍ପାଦନା]

ପ୍ରାଚୀନ ବଣାଇ ରାଜ୍ୟ 12 ତମ ଶତାବ୍ଦୀରେ ଜଯପୁର କୁଚୱାହ ରାଜପୁତ ବଂଶର ଚାରି ଭାଇଙ୍କ ମଧ୍ୟରୁ ଜଣଙ୍କଦ୍ୱାରାଦ୍ୱାରା ସ୍ଥାପିତ ହେଇଥିଲା । ସେମାନେ ପୁରୀକୁ ତୀର୍ଥ ଯାତ୍ରାରେ ଆସିଥିବା ସମୟରେ ଏହି ଅଞ୍ଚଳକୁ ଅକ୍ତିଆରକୁ ନେଇ ରାଜ୍ୟ ଭାବରେ ସ୍ଥାପନ କରି ରହିଗଲେ । ଆଉ ଜଣେ ଭାଇ ତାଳଚେର ରାଜ୍ୟ ସ୍ଥାପନ କରି ଶାସକ ଭାବେ ରହିଥିବା ଏଲେ ଅନ୍ୟ ଦୁଇ ଭାଇ ନିହତ ହେଇଥିଲେ । []

Tବଣାଇର ଶାସକ ରାଠୋର ରାଜପୁତ ଥିଲେ ଓ ସରେଇକେଲା, ଖରସୁଆ ଓ ରେଢାଖୋଲ ଶାସକ ମାନଙ୍କ ସମ୍ପର୍କିତ ଥିଲେ । 1948 ଏପ୍ରିଲ 15ରେ ବଣାଇର ଶେଷ ଶାସକ ଭାରତୀୟ ରାଷ୍ଟ୍ରାସଙ୍ଘକୁ ନିଜର ରାଜ୍ୟ ସମର୍ପଣ କରିଥିଲେ । []

ଶାସକ 

[ସମ୍ପାଦନା]

ବଣାଇ ରାଜ୍ୟର ଶାସକଙ୍କୁ " ରାଜା " ଉପାଧିରେ କୁହାଯାଉଥିଲା । []

ବଣାଇର ରାଜା  ସବୁ 

[ସମ୍ପାଦନା]
  • 1804–1851 : ଦୟାନିଧି ଚନ୍ଦ୍ର deo(died 1851)
  • 1851–1876 : ଚନ୍ଦ୍ର ଦେଓ 
  • 1876-1898 : ଇନ୍ଦ୍ର ଦେଓ 
  • 1898 -1902 : ନୀଳାମ୍ବର ଚନ୍ଦ୍ର ଦେଓ 
  • 19 Feb 1902 – 1947? : ଧରଣିଧର ଦେଓ 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Eastern States Agency
  • Chota Nagpur States

ଆଧାର 

[ସମ୍ପାଦନା]
  1. Malleson, G. B.: An historical sketch of the native states of India, London 1875, Reprint Delhi 1984
  2. Rajput Provinces of India - Talcher (Princely State)
  3. Bonai Princely State
  4. Princely States of India A-J