ବାର୍ଲାମୁଣ୍ଡା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାର୍ଲାମୁଣ୍ଡା‌
village
Country India
Stateଓଡ଼ିଶା
Districtକୋରାପୁଟ
Languages
Time zoneUTC+5:30 (IST)

ବାର୍ଲାମୁଣ୍ଡାଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ଗ୍ରାମ ।[୧] ଏହି ଗ୍ରାମ ପାଇଁ ସମସ୍ତ ସୁବିଧା ଯୋଗେଇବାକୁ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଯୋଜନା"  ଅନ୍ତର୍ଗତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ବିଭିନ୍ନ ସମୟରେ ଦିଆ ଯାଇଥିଲେ ମଧ୍ୟ ଗ୍ରାମରେ ବିଦ୍ୟୁତ, ପାନୀୟ ଜଳ ଓ ସବୁଦିନିଆ ରାସ୍ତା ନାହି ।[୨]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ମସିହା ଜନଗଣନା ଅନୁସାରେ ଏହି ଗ୍ରାମରେ ୮୩ଟି ପରିବାରରେ ୩୮୬ ଜଣ ବ୍ୟକ୍ତି ରହୁଥିଲେ । ଏହା ମଧ୍ୟରୁ ୧୯୨ ଜଣ ପୁରୁଷ ଥିବା ବେଳେ ୧୯୪ ଜଣ ମହିଳା ଥିଲେ । ୬ ବର୍ଷରୁ କମ ସଂଖ୍ୟା ଏଠାରେ ୧୬.୦୬% ଥିଲା । ଏଠାରେ ସାକ୍ଷରତା ହାର ୨୦.୯୯% । ପୁରୁଷ ସାକ୍ଷରତା ହାର ୨୩.୫୭% ଓ ମହିଳା ସାକ୍ଷରତା ହାର ୧୮.୫୬% । ଉଲ୍ଲେଖନୀୟ ଯେ ଓଡ଼ିଶା ରାଜ୍ୟର ସାକ୍ଷ୍ୟରତା ହାର ୭୨.୮୭% ରହିଥିଲା ।[୩]


ଆଧାର [ସମ୍ପାଦନା]

  1. "Bandhugaon". koraput.nic.in. କୋରାପୁଟ ଜିଲ୍ଲା ଶାସନ. Retrieved 13 August 2019.
  2. Mahapatra, Rajesh (2009-04-09). "Voting against a goddess". Hindustan Times. p. 13. Retrieved 2009-04-09.[permanent dead link]
  3. http://www.census2011.co.in/data/village/428837-barlamunda-orissa.html