ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ/ସାମୁହିକ ସମ୍ପାଦନା ପାଇଁ ବଛା ଲେଖା

Page contents not supported in other languages.
ଉଇକିପିଡ଼ିଆ‌ରୁ

ମତେ ଲାଗୁଛି ବନାନ ଶୁଦ୍ଧି, ଆଧାର ଯୋଡ଼ିବା ଆଉ ସଜାଣି ମୁଖ୍ୟ କାମ ରହିବ । ଗତ ବର୍ଷର ସମ୍ପାଦନା ଗତିକୁ ଦେଖିଲେ, ଆମେ ମାସକୁ ୫୦ଟି ପ୍ରସଙ୍ଗ ସଜାଡ଼ିଦେବା କିଛି ବଡ଼ କାମ ନୁହେଁ । ପ୍ରସଙ୍ଗ ଏକାଠି କରାଯାଉ । ତାଲିକା ଦେଖି, ଆଉ ଉତ୍ସାହୀ ଉଇକିଆଳିଙ୍କ ସଂଖ୍ୟା ଦେଖି ଲକ୍ଷ ନିର୍ଧାରଣ କରାଯିବ । ପ୍ରକଳ୍ପର ଗୋଟେ ଭଲ ନାଁ ବି ବଛାଯାଉ :-) --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୦୨, ୧୫ ଜୁଲାଇ ୨୦୧୯ (IST)[reply]