ମଙ୍ଗଳେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ମଙ୍ଗଳେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
TypeKalingan Style (Kalinga Architecture)
Elevation14 m (46 ft)

ମଙ୍ଗଳେଶ୍ୱର ଶିବ ମନ୍ଦିରଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ମନ୍ଦିର । ଏହାର ଅବସ୍ଥିତି  Lat- 20◦ 14’ 38" N., Long- 85◦ 50’ 38" E.,ଠାରେ ଓ ଏହାର ଉଚ୍ଚତା ୪୫ ଫୁଟ । ଦେଉଳଟି ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ନିର୍ମାଣ ଶୈଳୀରୁ ଅନୁମିତ । ବର୍ତ୍ତମାନ ଏହା ପୂଜକଙ୍କ ନିଜସ୍ୱ ମାଲିକାନାରେ ରହିଛି । ରେଖ ଓ ପୀଢ଼ ଶୈଳୀରେ ଏହାର ଗର୍ଭଗୃହ ବିମାନ ଓ ଜଗମୋହନ ନିର୍ମିତ । 

ଏହି ମନ୍ଦିର ପାପନାଶିନୀ କୁଣ୍ଡର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ଏହା ପୂର୍ବମୁହାଁ ଓ ଏଠାରେ କେବଳ ଯୋନିପୀଠ ରହିଛି । ଏହା ଭୂମିସ୍ତରରୁ ୧.୬୦ ମିଟର ତଳକୁ ରହିଛି । ଏଠାରେ ଶିବରାତ୍ରି, ସଂକ୍ରାନ୍ତି, ଜଳାଭିଷେକ ଆଦି ପାରମ୍ପରିକ ସେବା ଅନୁଷ୍ଠିତ ହେଇଥାଏ । 

ଆଧାର[ସମ୍ପାଦନା]

  • Dr. Sadasiba Pradhan & Team, Dated on 15.11.2006,Debala Mitra, ‘Bhubaneswar’ New Delhi, 1958, P. 29.
  • K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17 and 25.
  • L. S.S. O’ Malley, Bengal District Gazetteer Puri, Calcutta 1908, P. 240.
  • M.M. Ganguly, Orissa and Her remains, Calcutta, 1912, PP. 393–394.
  • P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
  • R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
  • R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
  • T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.

ବାହାର ଲିଙ୍କ [ସମ୍ପାଦନା]