ମଙ୍ଗଳେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ମଙ୍ଗଳେଶ୍ୱର ଶିବ ମନ୍ଦିର
Mangalesvara Siva Temple..png
ମଙ୍ଗଳେଶ୍ୱର ଶିବ ମନ୍ଦିର is located in ଓଡ଼ିଶା
ମଙ୍ଗଳେଶ୍ୱର ଶିବ ମନ୍ଦିର
ମଙ୍ଗଳେଶ୍ୱର ଶିବ ମନ୍ଦିର
Location in Orissa
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′38″N 85°50′38″E / 20.24389°N 85.84389°E / 20.24389; 85.84389Coordinates: 20°14′38″N 85°50′38″E / 20.24389°N 85.84389°E / 20.24389; 85.84389
ଦେଶIndia
ରାଜ୍ୟOrissa
ସ୍ଥାନBhubaneswar
ଉଚ୍ଚତା୧୪ m (୪୬ ft)
ପରମ୍ପରା
ମୁଖ୍ୟ ଆରାଧ୍ୟlord Siva
ତିଆରି ଶୈଳୀKalingan Style (Kalinga Architecture)
ଇତିହାସ ଓ ପାଳନ
ନିର୍ମାଣ କାଳ14th century A.D.

ମଙ୍ଗଳେଶ୍ୱର ଶିବ ମନ୍ଦିରଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ମନ୍ଦିର । ଏହାର ଅବସ୍ଥିତି  Lat- 20◦ 14’ 38" N., Long- 85◦ 50’ 38" E.,ଠାରେ ଓ ଏହାର ଉଚ୍ଚତା ୪୫ ଫୁଟ । ଦେଉଳଟି ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ନିର୍ମାଣ ଶୈଳୀରୁ ଅନୁମିତ । ବର୍ତ୍ତମାନ ଏହା ପୂଜକଙ୍କ ନିଜସ୍ୱ ମାଲିକାନାରେ ରହିଛି । ରେଖ ଓ ପୀଢ଼ ଶୈଳୀରେ ଏହାର ଗର୍ଭଗୃହ ବିମାନ ଓ ଜଗମୋହନ ନିର୍ମିତ । 

ଏହି ମନ୍ଦିର ପାପନାଶିନୀ କୁଣ୍ଡର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ଏହା ପୂର୍ବମୁହାଁ ଓ ଏଠାରେ କେବଳ ଯୋନିପୀଠ ରହିଛି । ଏହା ଭୂମିସ୍ତରରୁ ୧.୬୦ ମିଟର ତଳକୁ ରହିଛି । ଏଠାରେ ଶିବରାତ୍ରି, ସଂକ୍ରାନ୍ତି, ଜଳାଭିଷେକ ଆଦି ପାରମ୍ପରିକ ସେବା ଅନୁଷ୍ଠିତ ହେଇଥାଏ । 

ଆଧାର[ସମ୍ପାଦନା]

  • Dr. Sadasiba Pradhan & Team, Dated on 15.11.2006,Debala Mitra, ‘Bhubaneswar’ New Delhi, 1958, P. 29.
  • K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17 and 25.
  • L. S.S. O’ Malley, Bengal District Gazetteer Puri, Calcutta 1908, P. 240.
  • M.M. Ganguly, Orissa and Her remains, Calcutta, 1912, PP. 393–394.
  • P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
  • R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
  • R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
  • T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.

ବାହ୍ୟ ସଂଯୋଗ [ସମ୍ପାଦନା]