Jump to content

ନରସିଂହପୁର ରାଜ୍ୟ

ଉଇକିପିଡ଼ିଆ‌ରୁ

Narsinghpur State
ନରସିଂହପୁର
Princely State of British India
1292–1948
Location of Narsinghpur
Location of Narsinghpur
Narsinghpur State in the Imperial Gazetteer of India
History
  Established 1292
  Accession to the Union of India 1948
Area
  1901 ୫୧୫ km2 (୧୯୯ sq mi)
Population
  1901 ୩୯,୬୧୩ 
Density ୭୬.୯ /km2  (୧୯୯.୨ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ନରସିଂହପୁର ରାଜ୍ୟ (ଓଡ଼ିଆ: ନରସିଂହପୁର) ବ୍ରିଟିଶ ଶାସନ ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା 1305 ମସିହାରେ ସ୍ଥାପିତ ହେଇଥିଲା ଓ ତାହାର ରାଜଧାନୀ ନରସିଂହପୁର  ସହର ଥିଲା .ସେଠାକାର ଶେଷ ରାଜା ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘରେ 1948ରେ ମିଶେଇ ଦେଇଥିଲେ । ନରସିଂହପୁର କଟକ ଜିଲ୍ଲାର ଏକ ଅଂଶ ହେଇ ରହିଛି । []

ରାଜ୍ୟର ସୀମାରେ ହିନ୍ଦୋଳ ରାଜ୍ୟ  ଓ ଅନୁଗୁଳ ଜିଲ୍ଲାର ଜଙ୍ଗଲ ସବୁ ଥିଲା ।ପୂର୍ବ ଦିଗରେ ବଦମ୍ବା ରାଜ୍ୟ ଲାଗିଥିଲା । ଏହାର ଦକ୍ଷିଣ ଦିଗରେ ମହାନଦୀ ପ୍ରବାହିତ ହୁଏ ।[]ଆୟତନ ଏବଂ ଆୟଭିତିରେ ଓଡ଼ିଶାର ଏହି 26ଟି ଗଡ଼ଜାତକୁ ଇଂରେଜ ସରକାର rererere

ଇତିହାସ 

[ସମ୍ପାଦନା]

ଲୋକ କଥାନୁସାରେ ନରସିଂହପୁର ରାଜ୍ୟ 1292 ମସିହାରେ ରାଜପୁତ ରାଜା ଧରମ ଦେବାଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ଖୋଣ୍ଡ (କନ୍ଧ )ଜନଜାତିର ମୁଖିଆ ନରସିଂହଙ୍କୁ ପରାସ୍ତ କରି ଏହା ଅଧିକାର କରିଥିଲେ । 


ଶାସକ ସମୂହ 

[ସମ୍ପାଦନା]
  • 1671 - 1701 Mandardhar Harichandan Mohapatra
  • 1701 - 1723 Kochali Harichandan Mohapatra
  • 1723 - 1765 Biswambar Harichandan Mohapatra
  • 1765 - 1775 Rrishna Chandra Harichandan Mohapatra
  • 1775 - 1798 Nimai Charan Harichandan Mohapatra
  • 1798 - 1826 Jaganath Harichandan Mohapatra
  • 1826 - 1859 Somanath Harichandan Mohapatra
  • 1859 - 1884 Braja Sundar Harichandan Mohapatra
  • 4 Dec 1884 - 1912 Sadhu Charan Man Singh Harichandan (b. 1883 - d. 19..) Mohapatra
  • 18 Jul 1912 - 5 Jul 1921 Ramchandra Man Singh Harichandan (b. 1906 - d. 1921) Mohapatra
  • 5 Jul 1921 - 15 Aug 1947 Ananta Narayan Man Singh (b. 1908 - d. 1963) Harichandan Mohapatra

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Eastern States Agency
  • Political integration of India

ଆଧାର 

[ସମ୍ପାଦନା]