ବିଲଙ୍କା ରାମାୟଣ

ଉଇକିପିଡ଼ିଆ‌ରୁ

ବିଲଙ୍କା ରାମାୟଣ, ୧୫ଶ ଶତାବ୍ଦୀରେ ସାରଳା ଦାସଙ୍କଦ୍ୱାରା ଲେଖା ଯାଇଥିଲା ।[୧] ଏହି ମହାକାବ୍ୟରେ ଭଗବାନ ରାମ ଓ ଦୈତ୍ୟରାଜ ରାବଣ ମଧ୍ୟରେ ହେଇଥିବା ଦ୍ୱନ୍ଦ ଓ ଯୁଦ୍ଧକୁ ନେଇ ବର୍ଣ୍ଣନା ରହିଛି । ଏହା ଓଡ଼ିଆ ଭାଷାରେ ପୁରାଣ ଭାବରେ ଆଦୃତ ।[୨][୩]

 

ଆଧାର [ସମ୍ପାଦନା]

  1. "Odia Literature and Sarala Das" (PDF). magazines.odisha.gov.in. ଓଡ଼ିଶା ସରକାର. Retrieved 13 August 2019.
  2. Sukhdeva (2002). Living Thoughts of the Ramayana. Jaico Publishing House. p. 7. ISBN 978-81-7992-002-2.
  3. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. p. 420. ISBN 978-81-250-1453-9.