ବିଲଙ୍କା ରାମାୟଣ
ଦେଖଣା
ବିଲଙ୍କା ରାମାୟଣ, ୧୫ଶ ଶତାବ୍ଦୀରେ ସାରଳା ଦାସଙ୍କଦ୍ୱାରା ଲେଖା ଯାଇଥିଲା ।[୧] ଏହି ମହାକାବ୍ୟରେ ଭଗବାନ ରାମ ଓ ଦୈତ୍ୟରାଜ ରାବଣ ମଧ୍ୟରେ ହେଇଥିବା ଦ୍ୱନ୍ଦ ଓ ଯୁଦ୍ଧକୁ ନେଇ ବର୍ଣ୍ଣନା ରହିଛି । ଏହା ଓଡ଼ିଆ ଭାଷାରେ ପୁରାଣ ଭାବରେ ଆଦୃତ ।[୨][୩]
-
ରାମ ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କୁ ଭେଟିବାକୁ ଯାଉଛନ୍ତି ।
-
ରାମ, ସୀତା ଓ ଲକ୍ଷ୍ମଣ ପଞ୍ଚବଟିରେ ନିଜ କୁଡିଆ ନିର୍ମାଣ କରୁଛନ୍ତି ।
-
ବାଳି ଓ ସୁଗ୍ରୀବଙ୍କ ଯୁଦ୍ଧ । ରାମ ଗଛପଛରୁ ବାଳିଙ୍କୁ ଆକ୍ରମଣ କରି ବଦ୍ଧ କରୁଛନ୍ତି ।
-
ରାମ ନିଜ ଦୂତ ହନୁମାନଙ୍କ ହାତରେ ସୀତାଙ୍କ ପାଖକୁ ନିଜ ମୁଦି ପଠଉଛନ୍ତି ।
-
ରାମ, ସୀତା, ହନୁମାନ ଓ ନିଜ ତିନି ଭାଇ ଲକ୍ଷ୍ମଣ, ଭରତ ଓ ଶତୃଘ୍ନଙ୍କ ସହିତ ।
ଆଧାର
[ସମ୍ପାଦନା]- ↑ "Odia Literature and Sarala Das" (PDF). magazines.odisha.gov.in. ଓଡ଼ିଶା ସରକାର. Archived from the original (PDF) on 13 August 2019. Retrieved 13 August 2019.
- ↑ Sukhdeva (2002). Living Thoughts of the Ramayana. Jaico Publishing House. p. 7. ISBN 978-81-7992-002-2.
- ↑ Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. p. 420. ISBN 978-81-250-1453-9.