ଲଖାରି ବନ୍ୟଜନ୍ତୁ ସଂରକ୍ଷଣାଳୟ
Jump to navigation
Jump to search
ଗଞ୍ଜାମ ଜିଲ୍ଲାର ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ଲଖାରୀ ଜଙ୍ଗଲ ଦକ୍ଷିଣ ଓଡ଼ିଶାର ଏକ ଅଭୟାରଣ୍ୟ ୧୯୮୮ ମସିହାରେ ଏହାକୁ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା ୧୮୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ ସମେତ ବାଘ, ହରିଣ, ସମ୍ବର, କୁଟ୍ରା, ଝିଙ୍କ, ଠେକୁଆ, ପ୍ରଭୃତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଏଠାରେ ଦେଖାଯାନ୍ତି [୧]
ଗମନାଗମନ[ସମ୍ପାଦନା]
ଏହା ବ୍ରହ୍ମପୁର ସହର ଠାରୁ ୬୦ କିମି ଦୂରରେ ଅବସ୍ଥିତ । [୨]