ନିର୍ମଳଝର
Jump to navigation
Jump to search
ନିର୍ମଳଝର | |
---|---|
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 19°36′06″N 85°04′00″E / 19.60167°N 85.06667°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ସ୍ଥାନ | ନିର୍ମଳଝର |
ନିର୍ମଳଝର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟରେ ଅବସ୍ଥିତ । ଏଠାରେ ଥିବା ବିଷ୍ଣୁଙ୍କର ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ । ମୁଖ୍ୟ ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବ ଦେବୀ ଯଥା- ଜଗନ୍ନାଥ, ବିମଳା, ରାଧାକୃଷ୍ଣ, ନୀଳକଣ୍ଠେଶ୍ୱର ତଥା ଗଣେଶ ପୂଜା ପାଉଛନ୍ତି ।[୧][୨]ଇତିହାସ କହେ, ଏସବୁ ମନ୍ଦିର ଖଲ୍ଲିକୋଟର ତତ୍କାଳୀନ ରାଜା ବାଲୁଙ୍କେଶ୍ୱର ମହାରାଜା ସମ୍ଭବତଃ ୧୭୦୦ ମସିହା ବେଳକୁ ନିର୍ମାଣ କରିଥିଲେ ।[୩] ଏହି ବିଷ୍ଣୁପୀଠର ପାଦଦେଶରେ ଚିରସ୍ରୋତା ଝରଣାଟିଏ ବହିଯାଇଛି । [୨][୪] ଏହି ପୀଠର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଖଲ୍ଲିକୋଟର ରାଣୀ ସୁଜ୍ଞାନୀ ଦେବୀ ଏକ କମିଟି ଗଠନ କରିଛନ୍ତି ।[୫]
ଭୂଗୋଳ[ସମ୍ପାଦନା]
ଏହି ପୀଠଟି ଅ:୧୯.୬୦ ଉ ଏବଂ ଦ୍ରା:୮୫.୦୬ ପୂ.ରେ ଅବସ୍ଥିତ । [୬] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ହେଉଛି ୧୩ m (୪୩ ft)
ଗମନାଗମନ[ସମ୍ପାଦନା]
ଏହା ଖଲ୍ଲିକୋଟ ଠାରୁ ୦୨ କିଲୋମିଟର, ଛତ୍ରପୁର ଠାରୁ ୩୭ କି.ମି. ଓ ଭୁବନେଶ୍ୱର ଠାରୁ ୧୨୬ କିମି ଦୂରତାରେ ରହିଅଛି । ଏହି ପର୍ଯ୍ୟଟନ ସ୍ଥଳୀକୁ ବସଯୋଗେ ଗମନାଗମନର ସୁବିଧା ଅଛି ।
ଆଧାର[ସମ୍ପାଦନା]
- ↑ Padhy, Krishna Chandra. "Nirmaljhar of Khallikote Ganjam". Retrieved 10 June 2015.
- ↑ ୨.୦ ୨.୧ Odisha, Government of. "NIRMALJHAR". www.ordistricts.nic.in. Govt. of Odisha. Retrieved 10 June 2015. ଆଧାର ଭୁଲ: Invalid
<ref>
tag; name "District Portal of Ganjam" defined multiple times with different content - ↑ "Nirmaljhar". Integrity infocomm. Retrieved 10 June 2015.
- ↑ "Springs and Waterfalls of Odisha". Retrieved 10 June 2015.
- ↑ Prasad Padhy, Bimala (29 October 2007). "Nirmaljhar". Samaj Weekend Article. Retrieved 10 June 2015.
- ↑ "Nirmaljhar". en.wikipedia.org. wikimapia. Retrieved 10 June 2015.