ଭୌଗଳିକ ଦିଗବାରେଣି

ଉଇକିପିଡ଼ିଆ‌ରୁ
ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ଦ୍ରାଘିମା (ସିଧା) ଦେଖାଯାଇଛି, Eckert VI ପ୍ରଜେକସନ; ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି)

ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମାସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।[୧]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. A Guide to coordinate systems in Great Britain v1.7 October 2007 D00659 accessed 14.4.2008

ଅଧିକ ତଥ୍ୟ[ସମ୍ପାଦନା]