ରାଜ୍ୟ


ବର୍ଣ୍ଣନା[ସମ୍ପାଦନା]
ରାଜ୍ୟ କହିଲେ ସାଧାରଣତଃ ଗୋଟିଏ ରାଜନୈତିକ ଅଞ୍ଚଳକୁ ବୁଝାଇଥାଏ । ଅନ୍ୟ ଅର୍ଥରେ କହିଲେ କେତୋଟି ରାଜ୍ୟକୁ ନେଇ ଏକ ଦେଶ ଗଠିତ ।[୧]
ଇତିହାସ[ସମ୍ପାଦନା]
ପୂର୍ବ କାଳରେ ରାଜାମାନେ ନିଜ ଅଧୀନରେ କିଛି ଅଞ୍ଚଳ ରଖୁଥିଲେ ବା ଶାସନ କରୁଥିଲେ । ଏହି ଅଧୁକୃତ ଅଞ୍ଚଳଟିକୁ ରାଜ୍ୟ କୁହାଯାଉଥିଲା ।[୨]
ଭାରତର ରାଜ୍ୟ ବ୍ୟବସ୍ଥା[ସମ୍ପାଦନା]
ଭାରତ ୨୯ଟି ରାଜ୍ୟରେ ବିଭକ୍ତ ହୋଇଛି ।
ଆଧାର[ସମ୍ପାଦନା]
- ↑ https://mises.org/library/anatomy-state
- ↑ ""state" (definition 5) and "government" (definitions 4, 5, and 6)", Merriam-Webster Dictionary, Merriam-Webster, Incorporated, 2015