ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ
ଦେଖଣା
| ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ | |
|---|---|
| ଏମ.କେ.ସି.ଜି. ମେଡିକାଲ | |
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଲୋଗୋ | |
| ଲକ୍ଷ୍ୟ | ସର୍ବେ ଶନ୍ତୁ ନିରମାୟା |
| ସ୍ଥାପିତ | ୧୯୬୨ |
| ପ୍ରକାର | ସରକାରୀ |
| ଡିନ | ସୋନମାଳି ବାଗ |
| ତଳସ୍ନାତକ | ୨୫୦ (ଭେଷଜ) |
| ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ |
| ପରିସର | ନଗର |
| ଅନୁବନ୍ଧନ | ଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.) |
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓଡ଼ିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନଗରରେ ଅବସ୍ଥିତ ଏକ ଚିକିତ୍ସାଳୟ ଓ ଭେଷଜ ମହାବିଦ୍ୟାଳୟ । ଏହା ୧୯୬୨ରେ ସ୍ଥାପିତ ହୋଇଥିଲା । ଏହି ସରକାରୀ ମହାବିଦ୍ୟାଳୟଟି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ।


ଇତିହାସ
[ସମ୍ପାଦନା]ଏହି ସରକାରୀ ମେଡିକାଲ କଲେଜ ଏସ ସି ବିର ସଂପ୍ରସାରିତ ଶାଖା ଭାବେ ୧୯୬୧ରେ ଆରମ୍ଭ ହୋଇଥିଲା। ଏହା ୧୯୬୨ରେ ପାରଳାଖେମୁଣ୍ଡି ଅଞ୍ଚଳର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ହୋଇ ବ୍ରହ୍ମପୁରଠାରେ ସର୍ବସାଧାରଣଙ୍କ ଚିକିତ୍ସା ପାଇଁ ଖୋଲାଗଲା।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]