ଭାଷା

ଉଇକିପିଡ଼ିଆ ରୁ
Jump to navigation Jump to search


ମେକ୍ସିକୋର ଟିଓଟିହୁଆକାନରେ ଏକ ମୂର୍ତି (ଖ୍ରୀଷ୍ଟପୂର୍ବ 200 ଖ୍ରୀଷ୍ଟାବ୍ଦ) ଜଣେ ବ୍ୟକ୍ତିଙ୍କ ମୁଖରୁ ଏକ ବକ୍ତବ୍ୟ ସ୍କ୍ରୋଲ୍ ନିର୍ଗତ କରୁଥିବା ଚିତ୍ରଣ କରିଥାଏ, ଯାହା ବକ୍ତବ୍ୟର ପ୍ରତୀକ ଅଟେ
କ୍ୟୁନିଫର୍ମ ହେଉଛି ଲିଖିତ ଭାଷାର ପ୍ରଥମ ଜଣାଶୁଣା ରୂପ, କିନ୍ତୁ କଥିତ ଭାଷା ଅତିକମରେ ଦଶହଜାର ବର୍ଷ ଲେଖାକୁ ପୂର୍ବାନୁମାନ କରେ
ଆମେରିକୀୟ ସଙ୍କେତ ଭାଷା ଶିଖୁଥିବା ଦୁଇ ଯୁବକ ଯୁବତୀ
ବ୍ରେଲି ଲେଖା ଭାଷାକୁ ଏକ କ ile ଶଳ ରୂପରେ ପ୍ରତିନିଧିତ୍ୱ କରେ

ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।

ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଟେ । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ ଅଟେ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।

== ସଂଜ୍ଞା ପ୍ରକରଣ == ମନୁଷ୍ଯର ମୁଖନିଃସୃତ ସାର୍ଥକ ଧ୍ୱନି ମାନଙ୍କ ସମାହାରକୁ ଭାଷା କୁହାଯାଏ ।


ଉତ୍ପତି[ସମ୍ପାଦନା]

ଭାଷା ବିଜ୍ଞାନ[ସମ୍ପାଦନା]

ଐତିହାସିକ, ତୁଳନାତ୍ମକ, ବର୍ଣ୍ଣନାତ୍ମକ, ବ୍ୟାବହାରିକ, ବ୍ୟାକରଣଗତ କିମ୍ବା ଅର୍ଥଗତ ଭାଷା ସମ୍ବନ୍ଧୀୟ ଯେକୌଣସି ଆଲୋଚନାକୁ ଆମେ ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ଧରିନେଉ । ଭାଷା ଆଲୋଚନା କ୍ଷେତ୍ରରେ ଇଂରାଜୀ ଭାଷାରେ ଫିଲଲଜି ଓ ଲିଙ୍ଗୁଇଷ୍ଟିକସ୍ ବୋଲି ଦୁଇଟି ଶବ୍ଦ ପ୍ରଚଳିତ । ପୂର୍ବରୁ ସେମାନଙ୍କଦ୍ୱାରା ସୂଚିତ ଅର୍ଥରେ ବିଶେଷ ବ୍ୟବଧାନ ଥିବା ପରି ମନେହେଉନଥିଲା । ଅନ୍ତତଃ ଭାରତବର୍ଷରେ ଆମ୍ଭେମାନେ ଦୁଇଟିଯାକ ଶବ୍ଦକୁ ଏକପ୍ରକାର ଅର୍ଥରେ ବ୍ୟବହାର କରୁଥିଲୁ । ଏବେ କିନ୍ତୁ ସେମାନଙ୍କୁ ଦୁଇଟି ସ୍ୱତନ୍ତ୍ର ଅର୍ଥରେ ବ୍ୟବହାର କରାଯାଉଛି । ସେଥିପାଇଁ ଓଡ଼ିଆ ଭାଷାରେ "ଫିଲଲଜି" ପାଇଁ "ଭାଷାଜ୍ଞାନ" ଓ "ଲିଙ୍ଗୁଇଷ୍ଟିକସ୍" ପାଇଁ "ଭାଷାବିଜ୍ଞାନ" ଶବ୍ଦ ରଖିବା ଆବଶ୍ୟକ ହୋଇଛି ।

ଗଠନ[ସମ୍ପାଦନା]

ଧ୍ୱନି ଓ ସଂକେତ[ସମ୍ପାଦନା]

ବ୍ୟାକରଣ[ସମ୍ପାଦନା]

ବିବିଧତା[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

  1. ବାଗ୍ ଯନ୍ତ୍ର
  2. ସ୍ୱର
  3. ବ୍ୟଞ୍ଜନ
  4. ସିଲେବ୍ଲ ବା ଅକ୍ଷର

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]