ଆସିକା
ଆସିକା | |||
— ସହର — | |||
ଦିଗବାରେଣି | 19°36′N 84°39′E / 19.6°N 84.65°E | ||
ଦେଶ | ଭାରତ | ||
ରାଜ୍ୟ | ଓଡ଼ିଶା | ||
ଭାରତର ଜିଲାସବୁ | ଗଞ୍ଜାମ | ||
ଲୋକସଂଖ୍ୟା | ୨୦,୭୧୮ (2001[update]) | ||
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||
ପରିସୀମା |
• 30 metres (98 ft) | ||
କୋଡ଼
|
ଆସିକା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଏବଂ ଏକ ନିର୍ବାଚନ ମଣ୍ଡଳୀ ଅଟେ। "ସୁଗାର୍ ସିଟି" ଭାବରେ ଓଡ଼ିଶା ପ୍ରସିଦ୍ଧ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଆସିକା ୧୯.୬ଡିଗ୍ରୀ ଉତ୍ତର ୮୪.୬୫ଂପୂର୍ବରେ[୨] ସମୁଦ୍ର ପତନରୁ ୩୦ ମିଟର (୯୮ ଫୁଟ୍) ଉଚ୍ଚରେ[୩] ଗଞ୍ଜାମ ଜିଲ୍ଲାର କେନ୍ଦ୍ରରେ ଅବସ୍ଥିତ[୪]। ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୬୫ କିଲୋମିଟର ଏବଂ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସହର ନିକଟରେ ଋଷିକୁଲ୍ୟା ଓ ବଡନଦୀ ସଙ୍ଗମ ହୋଇଛି। ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି[୪]।
ଇତିହାସ
[ସମ୍ପାଦନା]ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ଆସିକାର ସମୁଦୟ ୨୧,୪୨୮ ଲୋକ ବାସ କରନ୍ତି। ତନ୍ମଧ୍ୟରୁ ୧୦,୯୬୧ ଜଣ ପୁରୁଷ ଏବଂ ୧୦,୪୬୭ ଜଣ ମହିଳା [୫]। ଶତକଡା ୧୧.୪% ହେଉଛନ୍ତି ୬ବର୍ଷରୁ କମ୍ ଶିଶୁ।
ଶିକ୍ଷାନୁଷ୍ଠାନ
[ସମ୍ପାଦନା]ଆସିକାରେ ଅନେକ ସୁନମଧନ୍ୟ ସରକରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନରହିଛି।
ହରିହର ହାଇସ୍କୁଲ, ଆସିକା।
ସରକରୀ ଟେକ୍ନିକାଲ୍ ହାଇସ୍କୁଲ, ଆସିକା।
ଏନ୍ ଏ ସି ହାଇସ୍କୁଲ, ଆସିକା।
କେନ୍ଦ୍ରୀୟ୍ ବିଦ୍ୟାଳୟ, ଆସିକା।
ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା
ନିରଂଜନ ମହିଳା ମହାବିଦ୍ୟାଳୟ, ଆସିକା
ଶିଳ୍ପାନୁଷ୍ଠାନ
[ସମ୍ପାଦନା]ଆସିକା କୋପରେଟିଭ୍ ସୁଗାର ଇଣ୍ଡଷ୍ଟ୍ରି ଲିମିଟେଡ୍: ଏହା ୧୯୬୩ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ସ୍ଥାପିତ ହୋଇଥିଲା[୬]।
ଦୈବପୀଠ
[ସମ୍ପାଦନା]ଆସିକା ଓ ନିକଟବର୍ତ୍ତି ଅଞ୍ଚଳରେ ଅନେକ ଦୈବପୀଠ ରହିଛି।
- ମା ଖମ୍ବେଶ୍ୱରୀ ମନ୍ଦିର, ଆସିକା
- ଜଗନ୍ନାଥ ମନ୍ଦିର - ସୁନାମ୍ବ ସାହି, ଆସିକା
- ସତ୍ୟନରୟନ ମନ୍ଦିର
- ଜଗନ୍ନାଥ ମନ୍ଦିର - ନୂଆଗାଁ
- କାଳୀ ମନ୍ଦିର - ନୂଆଗାଁ
- ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର - ଗଙ୍ଗାପୁର ଶାସନ
ଚିକିତ୍ସାଳୟ
[ସମ୍ପାଦନା]ଆସିକା ସରକାରୀ ଚିକିତ୍ସାଳୟ ବ୍ୟତିତ ଅନେକ ବେସରକରୀ ଚିକିତ୍ସାଳୟ ମଧ୍ୟ ରହିଛି।
ଯୋଗାଯୋଗ
[ସମ୍ପାଦନା]ନିକଟତମ ରେଳ ଷ୍ଟେଶନ୍ ବ୍ରହ୍ମପୁର, ଖୋର୍ଦ୍ଧା। ନିକଟତମ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର।
ଆଧାର
[ସମ୍ପାଦନା]- ↑ http://www.whereincity.com/india/pincode/orissa/ganjam.htm
- ↑ ଗୁଗଲ୍ ମ୍ୟାପ୍
- ↑ http://www.fallingrain.com/world/IN/21/Asika.html
- ↑ ୪.୦ ୪.୧ http://bhulekh.ori.nic.in/TahasilWebsite/TahasilInfo.aspx[permanent dead link]
- ↑ https://www.census2011.co.in/data/town/801868-asika-orissa.html
- ↑ http://www.askasugar.com/default.php